CHARIDHAM
Browsing Category

ଦେଶ

ଗ୍ରାମୀଣ ହିତାଧିକାରୀଙ୍କ ଜୀବନଧାରଣକୁ ଉନ୍ନତ କରିଛି ସ୍ୱଚ୍ଛ ଭାରତ ଓ ଆବାସ ଯୋଜନା

୨୦୧୪ ମସିହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଆଜି ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଦେଶକୁ ଆବର୍ଜନାମୁକ୍ତ ଏବଂ ଖୋଲା…

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ସଞ୍ଜୟ ସିଂହଙ୍କୁ ବଡ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ସଞ୍ଜୟ ସିଂହଙ୍କୁ ଶୁକ୍ରବାର ଦିନଏକ ବଡ ଝଟକା ଲାଗିଛି। ସଞ୍ଜୟ ସିଂହଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ…

‘ଆମ କହିବାରର ଅଧିକାରକୁ ଛଡାଇ ପାରିବେନି ଆପଣ’, ସାଂସଦମାନଙ୍କ ନିଲମ୍ବନକୁ ନେଇ ବର୍ଷିଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ଶୀତ ଅଧିବେସନରେ ୧୪୬ ଜଣ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ବିରୋଧୀ ମେଣ୍ଟ I.N.D.I.A  ବ୍ଲକର ସିନିୟର ନେତାମାନେ ଶୁକ୍ରବାରଦିନ ଜନ୍ତର-ମନ୍ତରରେ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନରେ କଂଗ୍ରେସ…

ଜ୍ୟାକଲିନଙ୍କୁ ସୁକେଶର ଧମକ; ‘ଦୁନିଆକୁ ସତ ଜାଣିବା ଦରକାର, ଜାରି କରିବ ଚାଟ୍-ସ୍କ୍ରିନ୍ ସଟ୍’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କ ବିରୋଧରେ ପ୍ରମାଣ ପ୍ରକାଶ କରିବାକୁ ସୁକେଶ ଧମକ ଦେଇଥିବା ଜଣାପଡ଼ିଛି। ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୁକେଶଙ୍କୁ…

Ola-Uber ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ କ୍ୟାବ୍ ଡ୍ରାଇଭର ଲଞ୍ଚ କଲେ ନିଜସ୍ୱ ଆପ୍

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ବେଙ୍ଗାଳୁରୁ ଭଳି ମେଟ୍ରୋ ସହରରେ ଅଧିକାଂଶ ଓଲା- ଉବର କ୍ୟାବ୍ ଦେଖିବାକୁ ମିଳିଥାଏ । ସୁବିଧା ଜନକ ଯାତାୟାତ ପାଇଁ କିଛି ଲୋକମାନେ କ୍ୟାବ୍ ବୁକ୍…

ସୋସିଆଲ ମିଡିଆରେ କରୁଛନ୍ତି କି ଏହିସବୁ ଭୁଲ? ହୋଇପାରନ୍ତି HoneyTrapର ଶିକାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବର୍ତ୍ତମାନ ଲାଇଫଷ୍ଟାଇଲର ଏକ ଅଭିନ୍ନ ଅଂଶ କହିଲେ ଭୁଲ ହେବନି । ଏହି ପ୍ଲାଟଫର୍ମରେ ଅନେକ ସମୟରେ କିଛି ଅଜଣା ଅଚିହ୍ନା ଲୋକଙ୍କ ସହ ଭେଟ ହୋଇଯାଏ । କିନ୍ତୁ ସୋସିଆଲ ମିଡିଆରେ ଛୋଟିଆ ଭୁଲ…

୧ ଜାନୁୟାରୀରୁ ବଦଳିବାକୁ ଯାଉଛି ସିମ୍‌କାର୍ଡ ନିୟମ, ଏହି କାମ କଲେ ହେବ ୩ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ୨୦୨୩ରେ ସ୍କାମ୍‌, ସ୍ପାମ୍‌, ଫ୍ରଡ ଓ ଅନଲାଇନ୍ ଠକେଇର ବହୁ ମାମଲା ସାମ୍ନାକୁ ଆସିଛି । ଏବେ ନୂଆ ବର୍ଷରେ ସରକାର ଏସବୁକୁ ସାମ୍ନା କରିବାକୁ ପୁରା…

୪% DA ବୃଦ୍ଧି କରିବା ନେଇ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୁଷ୍ଟ କର୍ମଚାରୀ ସଂଗଠନ

କୋଲକାତା: ଆସନ୍ତା ବର୍ଷର ପ୍ରଥମ ଦିନରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪% DA ବୃଦ୍ଧି କରିବା ନେଇ ଗୁରୁବାର ଘୋଷଣା କରିଥିଲେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି, ଏତିକି ଟଙ୍କା କମିଲା LPG ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅନ୍ତଃରାଷ୍ଟ୍ରୀୟ ବଜାରରେ ମୂଲ୍ୟ ହ୍ରାସ ପରେ ଦେଶରେ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ଆଜି ଅର୍ଥାତ୍ ଶୁକ୍ରବାର ହ୍ରାସ ଘଟିଛି ।…

‘ପୁଲୱାମା ଆକ୍ରମଣର ପୁନରାବୃତ୍ତି’: ପୁଞ୍ଚ୍ ଆକ୍ରମଣକୁ ନେଇ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଶିବ ସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ପୁଞ୍ଚ୍ ଆକ୍ରମଣ ଘଟଣାକୁ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାର…