Browsing Category
ଦେଶ
ନିର୍ମାଣାଧୀନ ଘରର ଭୁଶୁଡ଼ିଲା କାନ୍ଥ, ୨ ଶିଶୁ ମୃତ, ଜଣେ ଗୁରୁତର ଆହତ
ନୂଆଦିଲ୍ଲୀ: ଦିଲ୍ଲୀର ଜୟତପୁର ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବାରୁ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…
ତାଜ ହୋଟେଲରେ ୧୫ ଲକ୍ଷ ଗ୍ରାହକଙ୍କ ପର୍ସନାଲ ଡାଟା ଲିକ୍, ସ୍କାମର୍ସମାନେ ଦାବି କରୁଛନ୍ତି ୫,୦୦୦ ଡଲାର
ନୂଆଦିଲ୍ଲୀ: ଟାଟା ଗ୍ରୁପର ମାଲିକାନା ଥିବା ତାଜ ହୋଟେଲରୁ ଡାଟା ଲିକ୍ ମାମଲା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ତଥ୍ୟ ଲିକରେ ପ୍ରାୟ ୧୫ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ସୂଚନା ଲିକ୍ ହୋଇଛି। ଇଣ୍ଡିଆନ୍ ହୋଟେଲ୍…
ରଶ୍ମିକା ମନ୍ଦନାଙ୍କ DEEPFAKE ମାମଲା: ପୋଲିସକୁ ତଦନ୍ତରେ ସାହାଯ୍ୟ କରୁନି Meta
ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦନା ଡିପ୍ ଫେକ୍ ମାମଲାରେ ମେଟା ତଦନ୍ତରେ ସହଯୋଗ କରୁନାହିଁ। ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ, ମେଟାକୁ ନୋଟିସ ଦେଇ ସୂଚନା ଖୋଜା ଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଏହା କୌଣସି…
କୃଷ୍ଣଙ୍କ ଭକ୍ତିରେ ଦିଲ୍ଲୀରୁ ବୃନ୍ଦାବନ ଆସିଲା ଯୁବତୀ, ରିକ୍ସା ଚାଳକ ସହ ହୋଇଗଲା ପ୍ରେମ, ଏବେ କାହାଣୀରେ ପୋଲିସର ଏଣ୍ଟ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଜଣେ ଯୁବତୀ ଭଗବାନ କୃଷ୍ଣଙ୍କ ଭକ୍ତିରେ ଏତେ ଭାବବିହ୍ୱଳ ହୋଇଗଲେ ଯେ, ସିଧା ରାଜଧାନୀରୁ ବୃନ୍ଦାବନ ପହଁଚିଗଲେ । ବୃନ୍ଦାବନରେ ରହୁଥିବା ବେଳେ ଜଣେ ରିକ୍ସା ଚାଳକଙ୍କ ସହ ତାଙ୍କର ଭେଟ…
DeepFake ଭିଡିଓ ପାଇଁ ଚିନ୍ତାରେ ଭାରତ: ୧୦ ଦିନ ଭିତରେ ଲାଗୁ ହେବ ଏହିସବୁ ଆଇନ!
ନୂଆଦିଲ୍ଲୀ: ବଲିଉଡ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଅଜଣା ଭୟ ସୃଷ୍ଟି ହୋଇଛି । କେବଳ ରଶ୍ମିକା ନୁହେଁ, ଏହାପରେ କ୍ୟାଟ୍ରିନା କୈଫ ଏବଂ କାଜୋଲଙ୍କ ଡିପ୍ ଫେକ୍ ଭିଡିଓ…
୨୫ ହଜାର ଦରମା ପାଇଁ ଟନେଲରେ ଫସିଗଲା ଜୀବନ, ପରିବାର ଲୋକେ କହିଲେ ପିଲା ଘରକୁ ଫେରିଲେ..
ରାଞ୍ଚି: ରାଞ୍ଚିର ଖିଜ୍ରି ବିଧାନସଭା ନିର୍ବାଚନମଣ୍ଡଳୀର ଖିରାବେଡା ଗାଁର ତିନିଜଣ ଶ୍ରମିକ ଗତ ୧୩ ଦିନ ଧରି ଉତ୍ତରାଖଣ୍ଡର ଟନେଲରେ ଫସି ରହିଛନ୍ତି। ଏହି ତିନି ଶ୍ରମିକଙ୍କ ବ୍ୟତୀତ ଉତ୍ତର ପ୍ରଦେଶର ସମାନ ଟନେଲରେ ଗାଁର…
(Video) ‘ୱାର୍ଲଡ କପ୍ ଏବଂ ଦିୱାଲୀ ମଝିରେ ହିଟ୍ ହେଲା ଆମ ଫିଲ୍ମ’: ଟାଇଗର ୩’ର ସଫଳତାକୁ ନେଇ ରିଆକ୍ଟ କଲେ ସଲମାନ ଖାନ
ମୁମ୍ବାଇ: ସଲମାନ ଖାନ ଆଜିକାଲି ଟାଇଗର ୩ କୁ ନେଇ ସମ୍ବାଦରେ ଅଛନ୍ତି। ଦିୱାଲୀରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଟିକେଟ୍ ୱିଣ୍ଡୋରେ ଭଲ ଆରମ୍ଭ କରିଥିଲା। ତେବେ ବିଶ୍ୱକପ୍ ଫିଲ୍ମର ବ୍ୟବସାୟକୁ ସାମାନ୍ୟ ଝଟକା…
ପାଗଳ କୁକୁରଙ୍କ ଆତଙ୍କ: ୨୩ ଦିନରେ ୪୯୪ ମାମଲା, ଲୋକେ ଭୟଭୀତ
ଭୋପାଲ: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ କୁକୁରମାନଙ୍କର ଆତଙ୍କ ରହିଛି। ପରିସ୍ଥିତି ଏପରି ଯେ ପ୍ରତିଦିନ ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ପହଞ୍ଚୁଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହା କୌଣସି ଯୁଦ୍ଧ…
ବେଙ୍ଗାଲୁରୁର ଏହି ରାସ୍ତାରେ ୨୪,୨୫ ଏବଂ ୨୬ ତାରିଖ ଯିବା ମନା, ଟ୍ରାଫିକ ଭିଡରେ ଫଶିପାରନ୍ତି, ଜାଣନ୍ତୁ କଣ ରହିଛି କାରଣ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ପ୍ୟାଲେସ ଗ୍ରାଉଣ୍ଡରେ ଦୁଇଟି ବଡ଼ ବଡ଼ କାର୍ଯ୍ୟକ୍ରମ ଜାରି ରହିଥିବାରୁ ଟ୍ରାଫିକ ଜାମ ହୋଇପାରେ, ଯେଉଁ କାରଣରୁ ଲୋକମାନଙ୍କୁ ବହୁ ଅସୁବିଧା ସାମ୍ନା କରିବାକୁ ପଡିପାରେ । ଏହି କାରଣ ଅଟେ ଯେ,…
‘ଆମେ ଦୀପାବଳି ପାଳନ କରିନୁ, ବାପା ଆସିଲେ ହେବ…’ ବାପ-ପୁଅଙ୍କ ଖୁସି ଛଡ଼ାଇନେଲା ଉତ୍ତରକାଶୀ ଟନେଲ
ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ୧୩ ଦିନରୁ ୪୧ ଜଣ ଶ୍ରମିକ ଏହି ଟନେଲ ଭିତରେ ଫସିଥିବା ବେଳେ ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି…