CHARIDHAM
Browsing Category

ଦେଶ

କନେଷ୍ଟବଳ ତାଲିମରେ ବଡ ଠକେଇ; ଅସଲି ବର୍ଦିରେ ଆସିଲେ ନକଲି ପୋଲିସ, ଏମିତି ଖୋଲିଲା ରାଜ୍

ଭୋପାଳ: ବିହାରରେ କନେଷ୍ଟବଳ ତାଲିମରେ ସାମ୍ନାକୁ ଆସିଲା ବଡ଼ ଠକେଇ । ଧରାପଡ଼ିଲା ନକଲି ପୋଲିସ । ପୋଲିସ ଲାଇନରେ ଚାଲିଥିବା କନେଷ୍ଟବଳ ତାଲିମ ସମୟରେ ବୁଧବାର ଏକ ବଡ଼ ଠକେଇ ସାମ୍ନାକୁ ଆସିଛି। ତାଲିମ ନେଉଥିବା…

IND Vs ENG; ଟସ୍ ପରାଜୟରେ ଆଉ ପାଦେ ଆଗେଇଲେ ଗିଲ୍

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ଆରମ୍ଭ ହେବା ମାତ୍ରେ ଏକ କମାଲ ଜିନିଷ ଦେଖିବାକୁ ମିଳିଛି । ମାଞ୍ଚେଷ୍ଟରରେ ଚାଲିଥିବା ମ୍ୟାଚ୍ ପୂର୍ବରୁ ଟସ୍ ପାଇଁ ପଡ଼ିଆକୁ ଆସିଥିଲେ ଭାରତୀୟ ଦଳର ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍ ଏବଂ…

ଯୌନ ସନ୍ତୁଷ୍ଟି ହୋଇପାରୁ ନଥିଲା ସ୍ତ୍ରୀ, ସ୍ବାମୀକୁ ଛୁରୀ ଭୁସି କଲା ବିଭତ୍ସ ହତ୍ୟା

ନୂଆଦିଲ୍ଲୀ: ଯୌନ ସନ୍ତୁଷ୍ଟ କରିନପାରିବାରୁ ସ୍ବାମୀକୁ ବିଭତ୍ସ ହତ୍ୟା କଲା ସ୍ତ୍ରୀ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଖୋଦ୍ ରାଜ୍ୟ ରାଜଧାନୀରୁ ସାମ୍ନାକୁ ଆସିଛି ଘଟଣା । ପୋଲିସ…

ଶତ୍ରୁର ଡ୍ରୋନକୁ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ, ଭାରତର ବଢିଲା ଟେନସନ

ନୂଆଦିଲ୍ଲୀ: ବଢିଲା ଭାରତର ଟେନସନ । ଶତ୍ରୁର ଡ୍ରୋନକୁ ଆକାଶରେ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ ଦେଶ ତୁର୍କୀ । ପାକିସ୍ତାନର ବନ୍ଧୁ ତୁର୍କୀ ଏପରି ଏକ ଉଦ୍ଭାବନ କରିଛି, ଯାହା ଏପର୍ଯ୍ୟନ୍ତ…

ଉଡ଼ାଣ ପୂର୍ବରୁ IndiGo ଫ୍ଲାଇଟରେ ଲାଗିଲା ନିଆଁ, ATCକୁ ‘May Day’ କଲ୍ କଲେ ପାଇଲଟ୍

ନୂଆଦିଲ୍ଲୀ: ଆଜି ଇଣ୍ଡିଗୋ ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଅହମ୍ମଦାବାଦରୁ ଦିଉ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଶେଷ ମୁହୂର୍ତ୍ତରେ ଉଡ଼ାଣ ବାତିଲ କରିଦିଆଯାଇଥିଲା । ୬୦ ଜଣ…

Ahmedabad Plane Crash: “ଠିକ୍ ଭାବେ DNA ଟେଷ୍ଟ ହୋଇ ନାହିଁ” ବ୍ରିଟେନ୍ ପୀଡ଼ିତ ପରିବାର ପାଖରେ ପହଞ୍ଚିଲା ଭୁଲ୍ ଶବ

ଗାନ୍ଧିନଗର: ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ AI-171 ଦୁର୍ଘଟଣା ପରେ ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ସମୟରେ, ବ୍ରିଟେନର ଦୁଇଟି ପୀଡିତ ପରିବାର ଦାବି କରିଛନ୍ତି…

ପଣଷ ଖାଇ ବ୍ରେଥ୍ ଟେଷ୍ଟରେ ମଦୁଆ ବୋଲି ଧରାପଡ଼ିଲେ ଡ୍ରାଇଭର

କେରଳ: ପଣଷ ଖାଇ ନାମ ନେଲେ ଡ୍ରାଇଭର। ପଣଷ ଖାଇବା ପରେ ମଦୁଆ ବୋଲି ଧରାପଡିଲେ। ଜ୍ୟାକଫ୍ରୁଟ ଖାଇବା ପୂର୍ବରୁ ଜଣେ ଡ୍ରାଇଭରଙ୍କର ବ୍ରେଥ୍ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ମିଟର ରିଡିଂ ଶୂନ ଦେଖାଇଥିଲା। ହେଲେ କିଛି…

PSC କ୍ୟାମ୍ପ ମହିଳା ଶୌଚାଳୟରେ କ୍ୟାମେରା, ମହିଳା ସିପାହୀଙ୍କ ହଙ୍ଗାମା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁରରେ ଟ୍ରେନିଂ ମହିଳା କନଷ୍ଟେବଳଙ୍କ ହଙ୍ଗାମା । ତାଲିମ କେନ୍ଦ୍ରର ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ । ଖରାପ ଖାଦ୍ୟ, ପାଣି ଅଭାବ ଭଳି ସମସ୍ୟା ସମ୍ପର୍କରେ ବ୍ୟବସ୍ଥା ଉପରେ ପ୍ରଶ୍ନ…

ମୁଁ ତୁମକୁ ଭାଇ ପରି ଭଲ ପାଇବି..ଭାଇର ମୃତ୍ୟୁ ପରେ ଭାଉଜକୁ ବିବାହର ପ୍ରତିଶୃତି ଦେଇ ରଖିଲା ଶାରୀରିକ ସମ୍ପର୍କ, ପରେ କହିଲା ‘ମୁଁ ଆଉ…

ନୂଆଦିଲ୍ଲୀ: ଆଜିର ଯୁଗରେ କାହାକୁ ଅନ୍ଧ ଭାବରେ ବିଶ୍ୱାସ କରିବା ଉଚିତ୍ ନୁହେଁ । କେତେବେଳେ କାହାକୁ ବିଶ୍ୱାସ କରିବା ଆମ ପାଇଁ ମହଙ୍ଗା ପଡ଼ିପାରେ । ସବୁଠାରୁ ଅଧିକ କଷ୍ଟ ସେତେବେଳେ ହୁଏ ଯେତେବେଳେ ଆମର ନିଜ ଲୋକ ଆମ…

Myntra ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, 1654 କୋଟିର ଅନିୟମିତତା ଅଭିଯୋଗ

ନୂଆଦିଲ୍ଲୀ: Myntra ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ । ବେଙ୍ଗାଲୁରୁ ଜୋନାଲ କାର୍ଯ୍ୟାଳୟ, ବିଦେଶୀ ମୁଦ୍ରା ପରିଚାଳନା ଆଇନ 1999 (FEMA) ର ଧାରା 16(3) ଅନୁଯାୟୀ Myntra, ଏହାର ସହଯୋଗୀ କମ୍ପାନୀ ଏବଂ…