CHARIDHAM
Browsing Category

ଦେଶ

CBSEର ବଡ଼ ନିଷ୍ପତ୍ତି: ଏଣିକି ସ୍କୁଲର ସବୁ କୋଣରେ ଲାଗିବ ସିସିଟିଭି କ୍ୟାମେରା, କ୍ଲାସରୁମ ପର୍ଯ୍ୟନ୍ତ ହେବ ଯାଞ୍ଚ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏବେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ସୋମବାର ଦିନ, CBSE ବୋର୍ଡ ସମସ୍ତ CBSE ସ୍କୁଲକୁ ଏକ ଚିଠି…

ଅନଲାଇନ୍ ବେଟିଂ ଆପ୍ ଉପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ: ଏହି ୪ ପ୍ରସିଦ୍ଧ ଫିଲ୍ମ ଷ୍ଟାରଙ୍କୁୁ ସମନ

ନୂଆଦିଲ୍ଲୀ,୨୧ା୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ୪ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତା ରାଣା ଦଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ସମନ ଜାରି…

ପେଟରେ ୧୦.୬ କିଲୋଗ୍ରାମର ଟ୍ୟୁମର, ଡାକ୍ତର ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ଡାକ୍ତରମାନେ ଏକ ବଡ଼ ଏବଂ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ରୋଗୀଙ୍କ ପେଟରେ 10.6 କିଲୋଗ୍ରାମର ଏକ ଟ୍ୟୁମର ଥିଲା, ଯାହା ଏତେ…

କଳିଯୁଗର ସ୍ତ୍ରୀ…ସ୍ବାମୀକୁ ହତ୍ୟା କରି ପୋତିଦେଲା, ତାଉପରେ ଟାଇଲ୍ସ ଲଗାଇ ପ୍ରେମିକ ସହିତ ଫେରାର ହୋଇଗଲା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ସମାଜର ଏକ ଦର୍ପଣ, କିନ୍ତୁ ଅନେକ ସମୟରେ ଅପରାଧିକ ପ୍ରବୃତ୍ତି ଥିବା ଲୋକମାନେ ଚଳଚ୍ଚିତ୍ରରୁ ପ୍ରେରଣା ନେଇ ସେମାନଙ୍କର ବିପଦପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରନ୍ତି । ମୁମ୍ବାଇ ସଂଲଗ୍ନ ପାଲଘର…

ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ UPI ମାଧ୍ୟମରେ ୟୁଜର୍ସ ନେଇପାରିବେ ଗୋଲ୍ଡ ଲୋନ୍, ଉଠାଇପାରିବେ FD

ନୂଆଦିଲ୍ଲୀ,୨୧ା୭: UPI ମାଧ୍ୟମରେ ପେମେଣ୍ଟ କରିବାର ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି Corporation of India । ଏବେ ବ୍ୟବହାରକାରୀମାନେ UPI ମାଧ୍ୟମରେ ଯେକୌଣସି ସ୍ଥାନକୁ ସୁନା ଋଣ, ବ୍ୟବସାୟ ଋଣ ଏବଂ FD ରାଶି…

ଏକତରଫା ପ୍ରେମରେ ପାଗଳ..ଝିଅକୁ ଛୁରୀ ଦେଖାଇ ରଖିଲା ବନ୍ଧକ, ଖବର ପାଇ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ରର ସତାରା ସହରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି, ଯାହା ସମଗ୍ର ଅଞ୍ଚଳକୁ ଆତଙ୍କିତ କରିଦେଇଛି । କରଞ୍ଜେ ବାସପ୍ପା ପେଠ ଅଞ୍ଚଳରେ, ଜଣେ ଯୁବକ ଜଣେ ନାବାଳିକା ସ୍କୁଲ ଝିଅକୁ ପ୍ରେମରେ ପାଗଳ…

ନିର୍ମମ ହତ୍ୟାକାଣ୍ଡ, ଯୁବକଙ୍କ ଛାତିରେ ୧୪ ଥର ଭୁସିଲେ ଛୁରୀ

ଜୟପୁର: ଯୁବକକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା। ଯୁବକଙ୍କ ଛାତିକୁ ୧୪ ଥର ଭୁସିବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲେ ଆଶ୍ଚର୍ଯ୍ୟ ଲାଗୁଛି ହତ୍ୟାକାରୀ ମନରେ ଟିକେ ହେଲେ…

ତୁମେ ମୋ ବାପାଙ୍କୁ ମାରିଲ, ମୁଁ ତୁମ ସହିତ କଥା ହେବି ନାହିଁ… ୨୦୦ ଥର କ୍ଷମା ମାଗିବା ପରେ ମଧ୍ୟ ହରଭଜନ ସିଂହଙ୍କ ଏହି ଅବସ୍ଥା

ନୂଆଦିଲ୍ଲୀ: ହରଭଜନ ସିଂହ ଏକ ବଡ଼ ଭୁଲ କରିଛନ୍ତି, ଯାହାକୁ ସେ ତାଙ୍କ କ୍ୟାରିୟରରୁ ଡିଲିଟ କରିବାକୁ ଚାହାଁନ୍ତି । ଯାହା ପାଇଁ ସେ ୨୦୦ ଥର କ୍ଷମା ପ୍ରାର୍ଥନା କରିଛନ୍ତି । ଏନେଇ ହରଭଜନ ସିଂହ ପୋଡକାଷ୍ଟରେ ଖୁଲାସା…

ଆରପାରିରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ

ନୂଆଦିଲ୍ଲୀ: ବରିଷ୍ଠ CPI-M ନେତା ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନଙ୍କ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ…

SBI ଗ୍ରାହକ ଜାଣିରଖନ୍ତୁ, ଏହି ଦିନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ UPI ସେବା

ନୂଆଦିଲ୍ଲୀ: ଆପଣ ଯଦି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI)ର ଜଣେ ଗ୍ରାହକ, ତାହାଲେ ଏହି ଖବର ଆପଣଙ୍କ ପାଇଁ।  SBI ସୋସିଆଲ ମିଡିଆ Xରେ UPI ସର୍ଭିସକୁ ନେଇ ଏକ ପୋଷ୍ଟ କରିଛି। ସେବାରେ ବାଧା ଏବଂ ନିର୍ଦ୍ଧାରିତ…