Browsing Category

ଦେଶ

BRSରୁ କେ. କବିତା ସସପେଣ୍ଡ, ଦଳରୁ ଝିଅକୁ ନିଲମ୍ୱନ କଲେ ବାପା

ଚେନ୍ନାଇ: BRSରୁ କେ. କବିତା ସସପେଣ୍ଡ। ଦଳରୁ କେ. କବିତାଙ୍କୁ ସସପେଣ୍ଡ କଲେ ସଭାପତି କେ. ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନା ରାଜନୀତିରୁ ଆସିଲା ବଡ଼ ଖବର। ଭାରତ ରାଷ୍ଟ୍ର ସମିତି (BRS) ବିଧାନ ପରିଷଦ ସଦସ୍ୟ (MLC)…

ମୋଦି-ପୁଟିନ-ଜିନପିଙ୍ଗଙ୍କ ସମ୍ପର୍କକୁ ସହି ପାରୁନି ଆମେରିକା, ମୋଦିଙ୍କ ନିଷ୍ପତ୍ତି ଟ୍ରମ୍ପଙ୍କୁ ବିଚଳିତ କରୁଛି!

ନୂଆଦିଲ୍ଲୀ: ପୁଣି ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେଲା।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୁଟିନ୍ ଓ ଜିନପିଙ୍ଗଙ୍କ ଏକତାକୁ ସହିପାରୁନାହାଁନ୍ତି। ସେଥିପାଇଁ ବିଚଳିତ ହୋଇ ଏଣୁତେଣୁ…

ଏହି ମସଜିଦରେ ୪୫ ବର୍ଷ ହେଲାଣି ହେଉଛି ଗଣେଶ ପୂଜା, ହିନ୍ଦୁ-ମୁସଲିମ ଏକତାର ପ୍ରତୀକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ଗାଁରେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଅନନ୍ୟ ଗଣେଶ ଉତ୍ସବ ପାଳନ କରାଯାଉଛି। ଏଠାରେ ଏକ ମସଜିଦରେ ଗଣପତିଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ସ୍ଥାନୀୟ ଗଣେଶ କମିଟିର ପ୍ରତିଷ୍ଠାତା…

‘ଧୋକା ଦେଲା ବୁର୍ଖାୱାଲି’- ବିବାହିତ ମୁସଲମାନ ପୁଅକୁ ପ୍ରେମିକା ସାଜି ଏମିତି ଚକମା ଦେଲା ବୁର୍ଖା ପିନ୍ଧା ନକଲି ମାୟାବିନୀ…

ଓଡ଼ିଶା ଭାସ୍କର: ପ୍ରେମରେ ମତୁଆଲା ହେଲେ, ପାଗଳ ଭଅଁର ସାଜି ସବୁ ସୀମା ପାର ବି କଲେ । ହେଲେ ଶେଷରେ ପ୍ରେମ ହିଁ ତାଙ୍କୁ ଶିଖାଇ ଦେଲା  ବିଶ୍ୱାସଘାତକତାର ବାସ୍ତବ ଶବ୍ଦ । ଇନଷ୍ଟାରୁ ଆରମ୍ଭ ଏ ପ୍ରେମର ଇନସାଇଟ୍ …

ମା… ଭଉଣୀ ଗାଳି ଦେଉଛି କଂଗ୍ରେସ… ମାତୃଭୂମି, ମା’ର ଅପମାନ ମୁଁ କେବେ ସହିବିନି

ନୂଆଦିଲ୍ଲୀ: ଗାଳି ରାଜନୀତିକୁ ପ୍ରଧାନମନ୍ତ୍ରୀଙ୍କ ଭର୍ତ୍ସନା । ମୋ ମା’ର ଭୁଲ୍ ନ ଥାଇ କଂଗ୍ରେସ ମୋ ମା’ଙ୍କୁ ଗାଳି କରିଛି । ଅନେକ କଷ୍ଟ ସହି ମୋ ମା’ ଆମକୁ ଲାଳନପାଳନ କରିଥିଲା । ରାଜନୀତିରେ ମୋ ମା’ର କୌଣସି…

ପୋଲିସକୁ ଗୁଳି କରି ବିଧାୟକ ଫେରାର୍‌, ଦୁଷ୍କର୍ମ ମାମଲାରେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ:ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଉପରେ ଗୁଳି ଚଳାଇ ହରମିତ୍ ଖସି ପଳାଇଛନ୍ତି। ଆପ୍…

ବର୍ଷାରେ ଧୋଇଯିବ ଦିଲ୍ଲୀ! (video) ରାସ୍ତାରେ ୨୦ କି.ମିର ଟ୍ରାଫିକ ଜାମ୍, ଶ୍ମଶାନରେ ପାଣି ଉବୁଟୁବୁ, ଲୋକଙ୍କ ଘରେ ଲହଡ଼ି ମାରୁଛି ବନ୍ୟାଜଳ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼େ ଦେଇଛି ଯମୁନା ନଦୀରେ ବୃଦ୍ଧି ପାଉଥିବା ଜଳସ୍ତର । ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଲଗାତାର ବଢ଼ିବାରେ…

ପ୍ରସାଦରେ ନିଶା ମିଶାଇ ଯୁବକଙ୍କୁ ବଳାତ୍କାର କଲେ ପୂଜାରୀ, ଭିଡିଓ ରଖି କଲେ ବ୍ଲାକମେଲ୍, ଆଶ୍ରମରୁ ଖସି ପଳାଇଲେ ପୀଡ଼ିତ

ବୃନ୍ଦାବନ: ମଧ୍ୟପ୍ରଦେଶର ଜଣେ ଯୁବକ ବୃନ୍ଦାବନର ଏକ ପ୍ରସିଦ୍ଧ ଆଶ୍ରମର ପୂଜକଙ୍କ ବିରୋଧରେ ଭିଡିଓ ତିଆରି କରି ଯୌନ ଶୋଷଣ ଏବଂ ବ୍ଲାକମେଲିଂର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପୋଲିସ ବିଭାଗୀୟ ଖବର ମୁତାବକ ମଥୁରାର ବରିଷ୍ଠ…

(Video) ବନ୍ୟା ପୀଡ଼ିତଙ୍କ ଦୁଃଖ ସହିପାରିଲେନି ସେଲିବ୍ରିଟି, କିଏ ୨୦୦ ଗାଁକୁ ପୋଷ୍ୟ ଗ୍ରହଣ କଲା ତ କିଏ ବାଣ୍ଟିଲା ରିଲିଫ୍

ଚଣ୍ଡୀଗଡ଼: ସେପ୍ଟେମ୍ବର ଆରମ୍ଭରୁ ଦେଶର ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ, ଅନେକ ରାଜ୍ୟର ବିପର୍ଯୟ ସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ଏକ ମାସ ଧରି ପଞ୍ଜାବ ଭୟଙ୍କର ବନ୍ୟାର ସଙ୍କଟ ସହିତ ଲଢ଼ୁଛି। ଅଗଷ୍ଟ 1…

ଭୂମିକମ୍ପ- ଭୂସ୍ଖଳନରେ କାନ୍ଦୁଛି ଆଫଗାନିସ୍ତାନ ସୁଦାନ, କାଳ ସାଜିଛି ପ୍ରକୃତି, ନେଲାଣି 2100 ଜୀବନ…

ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ପ୍ରକୃତିର ପ୍ରକୋପ ଜାରି ରହିଛି । ପ୍ରକୃତି ବିଶ୍ୱର ଦୁଇଟି ଭିନ୍ନ ଭିନ୍ନ କୋଣରେ ତାର ଭୟଙ୍କର ରୂପ ଦେଖାଇଛି  । ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ହଜାରରୁ ଅଧିକ…