Browsing Category
ଦେଶ
ଏହି ବ୍ୟାଙ୍କରେ ୨,୦୦,୦୦୦ ଜମା କଲେ ପାଇବେ ୩୦,୯୦୮ର ଫିକ୍ସ ସୁଧ, ଚେକ୍ କରନ୍ତୁ ସ୍କିମର ଡିଟେଲ୍ସ
ନୂଆଦିଲ୍ଲୀ: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏକ ସରକାରୀ ବ୍ୟାଙ୍କ। ଏହା ସଞ୍ଚୟ ଯୋଜନାଗୁଡ଼ିକ ଉପରେ ନିଜ ଗ୍ରାହକଙ୍କୁ ଶାନଦାର ରିଟର୍ଣ୍ଣ ଦେଉଛି। ତେବେ ଏହି ବ୍ୟାଙ୍କର ଏଫଡି ସ୍କିମରେ ୨ଲକ୍ଷ ଜମା କରି ଆପଣ ୩୦ ହଜାର ୯୦୮…
OTET ଦିଅ ନଚେତ ହରାଇବେ ଚାକିରି, ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ଏଲିଜିବିଲିଟି ଟେଷ୍ଟ
ଭୁବନେଶ୍ୱର: ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ସମସ୍ତ ଶିକ୍ଷକମାନଙ୍କ ପାଇଁ ଏଲୁଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ।
୨୦୧୨…
UPI ଟ୍ରାଞ୍ଜାକ୍ସନ ଭାଙ୍ଗିଲା ରେକର୍ଡ, ଅଗଷ୍ଟରେ ପ୍ରଥମ ଥର ପାଇଁ ଗୋଟିଏ ମାସରେ ଟପିଗଲା ୨୦ ବିଲିୟନ
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୨୦ ବିଲିଅନରୁ ଉର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଛି। ପ୍ରଥମ ଥର ପାଇଁ ଗୋଟିଏ ମାସରେ ୨୦ ବିଲିଅନ ଟପିଲା ଟ୍ରାଞ୍ଜାକ୍ସନ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ନେଇ କୃତଜ୍ଞତା ଜଣାଇଲା ଅର୍ଥ…
ରୋହିତ ଶର୍ମା ପାସ୍ କରିନେଲେ BCCIର ନୂଆ ‘Bronco Test’, ବୁମରା-ସିରାଜଙ୍କ ସମେତ ଏହି ୭ ଖେଳାଳି ବି ସଫଳ
ନୂଆଦିଲ୍ଲୀ: BCCI ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୟୋ-ୟୋ ଟେଷ୍ଟ ସହ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରିଛି। ବ୍ରୋଙ୍କୋ ଟେଷ୍ଟ Rugbyରୁ ଅଣାଯାଇଛି। ଏହାକୁ ଏକ କଷ୍ଟକର ଫିଟନେସ୍ ପରୀକ୍ଷା ବୋଲି କୁହାଯାଏ। 38…
PM Modi In China: ଚୀନରେ ମୋଦୀ କ୍ରେଜ୍, ନମ୍ବର ୱାନରେ କରୁଛନ୍ତି ଟ୍ରେଣ୍ଡ, ସୋସିଆଲ ମିଡିଆ ମୋଦୀମୟ
ନୂଆଦିଲ୍ଲୀ: ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରୀୟତା। କେବଳ ଭାରତ କିମ୍ବା ଆମେରିକା-ବ୍ର୍ରିଟେନ ପର୍ଯ୍ୟନ୍ତ ଏହା ସୀମିତ ରହିନାହିଁ। ଏବେ ଏହି ଲିଷ୍ଟରେ ଚୀନର ନାଁ ମଧ୍ୟ ସାମିଲ ହୋଇଛି।…
ମୋତେ ଛାଡ଼ିବୁ ତୁ… ତୋର ବଞ୍ଚିବାର ଅଧିକାର ନାହିଁ, ଲିଭ-ଇନ୍ ପାର୍ଟନରକୁ ଜୀଅନ୍ତା ଜାଳି ମାରିଦେଲା ଚଣ୍ଡାଳ ପ୍ରେମିକ
ବେଙ୍ଗାଲୁରୁ: ଆଇଟି ସିଟିରେ ଘଟିଛି ଲୋମଟାଙ୍କୁରା ଭଳି ଘଟଣା। ଜୀଅନ୍ତା ଜଳାଇଦେଲା ପ୍ରେମିକାକୁ ପ୍ରେମିକ। ଏହି ଘଟଣା ସମୟରେ ଲିଭ ଇନ୍ ପାର୍ଟନର ତାଙ୍କ ସମ୍ପର୍କୀୟଙ୍କ ସହିତ କାରରେ ବସି ମନ୍ଦିରରୁ ଫେରୁଥିଲେ।…
ତାଟିଆ କାମୁଡ଼ିଲେଣି ଟ୍ରମ୍ପ: ରୁଷ-ଭାରତ-ଚୀନ ବନ୍ଧୁତା ଦେଖି ସହିପାରୁନି ଆମେରିକା, କହିଲା ଭାରତରେ ବ୍ରାହ୍ମଣମାନେ ଲାଭଖୋର !
ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ଟିକସ ଯୁଦ୍ଧ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । ଏହି ସମୟରେ, ଚୀନରେ ଅନୁଷ୍ଠିତ SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ଚୀନ୍ ରାଷ୍ଟ୍ରପତି ସି…
ଅଧରାତିରେ ସ୍ୱାମୀକୁ ରୁମରେ ତାଲା ପକାଇ, ଦିଅର ବେଡରୁମରେ ଭାଉଜ, କରିଦେଲା ଏମିତି କାଣ୍ଡ…
ବିହାର: ଚାଞ୍ଚଲ୍ୟକର ଘଟଣା। ରାତିରେ ରୁମରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ। ହେଲେ ସ୍ତ୍ରୀର ମନ ସ୍ୱାମୀ ପାଖରେ ନରହି ଥିଲା ଦିଅର ପାଖରେ। ସେଥିପାଇଁ ସ୍ୱାମୀକୁ ନିଜ ରୁମରେ ତାଲା ପକାଇ ଦିଅର ବେଡରୁମରେ ଥିଲା ଭାଉଜ। ହେଲେ…
ସେପ୍ଟେମ୍ୱର ମାସ ପ୍ରଥମ ଦିନରୁ ସବୁ ରେକର୍ଡ ଭାଙ୍ଗିଲା ସୁନାଦର, ୧.୨୪ ଲକ୍ଷ ଟଙ୍କା ପାର୍ କଲା ରୂପା
ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା। ସେପ୍ଟେମ୍ୱର ମାସ ପ୍ରଥମ ଦିନରୁ ହିଁ ସବୁ ରେକର୍ଡ ଭାଙ୍ଗିଲା ସୁନା ଦର। କେବଳ ସୁନା ନୁହେଁ ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।
ସୋମବାର…
ମୋଦିଙ୍କୁ ଆଲିଙ୍ଗନ କଲେ ପୁଟିନ୍, ଯାହା ଦେଖି ସହିପାରିଲେନି ଶେହବାଜ୍; କରିବସିଲେ ଏମିତି କାଣ୍ଡ
ତିଆନଜିନ: ଚୀନର ତିଆନଜିନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରୁ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…