Browsing Category

ଦେଶ

ଛାତି ଥରିଯିବ…ଇଞ୍ଜିନିୟର ପ୍ରେମିକ ସହ ମିଶି ମାଆକୁ ମାରିଲା, ଏସିଡ୍ ପକାଇ ଶରୀରକୁ ଜାଳିଦେଲା

ନୂଆଦିଲ୍ଲୀ: ୨୦୨୩ ମସିହାରେ ଉତ୍ତର ପ୍ରଦେଶର ଶାହଜାହାନପୁରରେ ଜଣେ ଝିଅ ତାଙ୍କ ଇଞ୍ଜିନିୟର ପ୍ରେମିକଙ୍କ ସହ ମିଶି ତାଙ୍କ ମାଆଙ୍କୁ ହତ୍ୟା କରିଥିଲେ । ବର୍ତ୍ତମାନ କୋର୍ଟ ଦୁଇ ବର୍ଷ ପୂର୍ବେ ହୋଇଥିବା ଏହି ହତ୍ୟାକାଣ୍ଡ…

SCO Summit 2025: ମୋଦୀ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରୁ କଣ ବାହାରିଲା ନିଷ୍କର୍ସ?

ନୂଆଦିଲ୍ଲୀ: ଚୀନରେ SCO ଶିଖର ସମ୍ମିଳନୀ ପାଇଁ ସାରା ବିଶ୍ୱର ନେତାମାନେ ଏକାଠି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ ନେତାଙ୍କ…

ଭୋଟର ଅଧିକାର ଯାତ୍ରାରେ ସାଧାରଣ ଲୋକଙ୍କ ବାଇକ୍ ନେଇଗଲେ ରାହୁଲ, କିନ୍ତୁ ଆଉ ଫେରାଇଲେ ନାହିଁ!

ବିହାର: ବିହାରର ଦରଭଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ସମୟରେ ଏକ ନୂଆ ବିବାଦ ଦେଖାଦେଇଛି। ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷା କର୍ମୀ ଯାତ୍ରା ସମୟରେ ଅନେକ ଲୋକଙ୍କଠାରୁ ବାଇକ୍ ଛଡ଼ାଇ…

ତିରୁପତିଙ୍କୁ ଦାନ ଚୁଟିରୁ କୋଟି କୋଟି ଟଙ୍କା ଆୟ କରେ ମନ୍ଦିର ଟ୍ରଷ୍ଟ, ୯୯% ଲୋକ ଜାଣି ନାହାନ୍ତି କ’ଣ ହୁଏ ଏହି କେଶ!

ତିରୁପତି: ଭାରତ ରହସ୍ୟ ଏବଂ ବିଶ୍ୱାସର ଦେଶ। ଏଠାରେ ଅନେକ ମନ୍ଦିର ଅଛି ଯାହାର ଅନନ୍ୟ ପରମ୍ପରା ଏବଂ ଚମତ୍କାରିତା ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଏହି ରହସ୍ୟମୟ ମନ୍ଦିରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି…

୮୩ ବର୍ଷ ବୟସରେ ୨୩ ବର୍ଷର ଯୁବକ ସହ ପ୍ରେମ, ଜେଜେ ମାଆଙ୍କ ପ୍ରେମ କାହାଣୀ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଜାପାନରେ, ଜଣେ ୨୩ ବର୍ଷୀୟ ଯୁବକ ତାଙ୍କ ବନ୍ଧୁଙ୍କ ୮୩ ବର୍ଷୀୟ ଜେଜେମାଙ୍କୁ ଡେଟ୍ କରୁଛନ୍ତି। ବଡ଼ କଥା ହେଉଛି ଉଭୟ ପରିବାର ଏହି ସମ୍ପର୍କକୁ ସମର୍ଥନ କରିଛନ୍ତି। ସେବେଠାରୁ ଏହି ଦମ୍ପତି ଏକାଠି…

୧୨ ଛକା-ଚୌକା ମାରି ଟିମକୁ ଜିତାଇଲେ ରିଙ୍କୁ ସିଂହ, ଏସିଆ କପ୍ ପୂର୍ବରୁ ଫର୍ମକୁ ଫେରିଲେ

ନୂଆଦିଲ୍ଲୀ: ରିଙ୍କୁ ସିଂହଙ୍କୁ ଏସିଆ କପ୍ 2025 ପାଇଁ ଇଣ୍ଡିଆ ଟିମରେ ସାମିଲ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ସେ ବର୍ତ୍ତମାନ UP T20 ଲିଗ୍ ଖେଳୁଛନ୍ତି। ସେଠାରେ, ରିଙ୍କୁ ମିରଟ ମାଭେରିକ୍ସର ଅଧିନାୟକତ୍ୱ…

ସେପ୍ଟମ୍ବର ୧ରୁ ବଦଳିଯିବ ଏହି ସବୁ ନିୟମ, ଖବର ପଢ଼ି ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କାଲିଠାରୁ ଆରମ୍ଭ ହେବ ସେପ୍ଟେମ୍ବର ମାସ । ଯେଉଁଥିରେ ବଡ଼ ବଡ଼ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧା ସାଧାରଣ ଲୋକର ପକେଟ ଉପରେ ପଡ଼ିବ । ପ୍ରତିଥର ଭଳି ସେପ୍ଟେମ୍ବରରେ ସରକାରୀ…

୧୫ ଦିନ ବନ୍ଦ ରହିବ Bank, ଜାଣନ୍ତୁ ସେପ୍ଟେମ୍ବର ମାସର ବ୍ୟାଙ୍କ ଛୁଟି ତାଲିକା

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ପାଇଁ RBI ର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଏହି ମାସରେ ସାରା ଦେଶରେ ବ୍ୟାଙ୍କଗୁଡ଼ିକ 15 ଦିନ ପାଇଁ ବନ୍ଦ ରହିବ। ଅସୁବିଧା ଏଡାଇବା ପାଇଁ ଗ୍ରାହକମାନଙ୍କୁ ବ୍ୟାଙ୍କକୁ ଯିବା…

ଚୀନ- ଭାରତ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ, ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଉଭୟ ଦେଶ ସଂକଳ୍ପବଦ୍ଧ

ସାଂଘାଇ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଏହି ବୈଠକକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ମୋଦୀ ଓ ଜିନପିଙ୍ଗ ପାଖାପାଖି ୪୦ ମିନିଟ…

ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବଡ଼ ଦାବି, ଖୁବଶୀଘ୍ର ଦୁନିଆର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶନିବାର ଦିନ ଏକ ବଡ଼ ବିବୃତ୍ତି ଜାରି କରିଛନ୍ତି କହିଛନ୍ତି। ସେ କହିଛନ୍ତି ଯେ, ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ।…