Browsing Category

ଦେଶ

ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଦିଲ୍ଲୀରେ ବିଜେପିର ମାନସ ମନ୍ଥନ ଜାରି

ନୂଆଦିଲ୍ଲୀ: ନିକଟରେ ସଂପନ୍ନ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଚାରୋଟି ରାଜ୍ୟରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ…

ଆରଟିଆଇ ପରିସରଭୁକ୍ତ ହେବ ଘରୋଇ ସ୍କୁଲ

ନୂଆଦିଲ୍ଲୀ: ସୂଚନା ଅଧିକାରୀ ଆଇନ ବା ଆରଟିଆଇ ପରିସରଭୁକ୍ତ ହେବ ଘରୋଇ ସ୍କୁଲ । ସରକାରଙ୍କଠାରୁ ଲାଭ ପାଉଥିବା ଘରୋଇ ସ୍କୁଲ ଆରଟିଆଇ ପରିସରଭୁକ୍ତ ହେବ । ସୂଚନା ମାଗୁଥିବା ଲୋକଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ ।…

‘ପ୍ରେମରେ ପଡିଥିବା ଯୁବକ ବି ସୁରକ୍ଷିତ ଭବିଷ୍ୟତର ହକଦାର୍’: ଅଭିଯୁକ୍ତ ଯୁବକକୁ ଜାମିନ୍ ଦେଲେ ପୋକ୍ସୋ କୋର୍ଟ

ମୁମ୍ବାଇ: ପ୍ରେମରେ ପଡିଥିବା ଯୁବକଙ୍କ ଭବିଷ୍ୟତକୁ ନେଇ ଗୁରୁତ୍ୱପୂର୍ଣ୍ଣ ଣୁଣାଣି କରିଛନ୍ତି ପୋକ୍ସୋ କୋର୍ଟ । ୨୦ ବର୍ଷୀୟ ଯୁବକ ଯଦି ଏକ ନାବାଳିକା ସହ ପ୍ରେମ ସମ୍ପର୍କରେ ଥାଏ, ତେବେ ସେ ସ୍ଥିର ଓ ସୁରକ୍ଷିତ…

ପାଣି ଭର୍ତ୍ତି ବେଲୁନ୍ ମାଡ଼ରେ ଓଲଟିପଡ଼ିଲା ଅଟୋ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବାଗପତ: ଉତ୍ତରପ୍ରଦେଶର ବାଗପତରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ପାଣି ଭର୍ତ୍ତି ବେଲୁନ୍ ମାଡ଼ରେ ଏକ ଚଳନ୍ତା ଅଟୋ ଓଲଟି ପଡ଼ିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

୨୫ରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ: ଜାଣନ୍ତୁ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ?

ଳଖନଉ: ୨୫ ମାର୍ଚ୍ଚରେ ଯୋଗୀ ଆଦିତ୍ୟନାଥ ଲଖନଉର ଅଟଳ ବିହାର ବାଜପେୟୀ ଏକାନା ଷ୍ଟାଡିୟମରେ ନିଜର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା…

ଭଗବତ ଗୀତାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ନେଇ ପ୍ରତ୍ୟେକ ରାଜ୍ୟ ସରକାର ବିଚାର କରିବେ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ସ୍କୁଲରେ ଭଗବତ ଗୀତା ପାଠ୍ୟକ୍ରମ ଲାଗୁ ହୋଇପାରେ । ଗୀତା ଆମର ନୈତିକ ଜ୍ଞାନ ବୃଦ୍ଧି କରିବା ସହ ସମାଜ ପ୍ରତି ଦାୟିତ୍ୱବୋଧ ବିଷୟରେ ସଚେତନ କରାଇଥାଏ । ଗୀତା ଜ୍ଞାନ ଦେଶର ପ୍ରତ୍ୟେକ…

ବାଗପତରୁ ସାମ୍ନାକୁ ଆସିଲା ଏକ ଅଜବ ମାମଲା: ମଦ ପାର୍ଟିରେ ଲୁଣ ସରିଯିବାରୁ ପୁତୁରାର କାନ କାମୁଡିଲା ଦାଦା

ବାଗପତ: ବାଓଲି ଗାଁର ପଟ୍ଟି ଦେଶୁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏକ ମଦପାର୍ଟି ଲୁଣ ସରିଯିବାକୁ ନେଇ ଦାଦା ଓ ପୁତୁରା ମଧ୍ୟରେ ଯୁକ୍ତତର୍କ ଆରମ୍ଭ ହୋଇଥିଲା, ଯାହାଫଳରେ ପୁତୁରାର କାନ କାମୁଡି ଛିଣ୍ଡାଇ ଦେଇଛି…

କିଏ ହେବ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଏହି ତିନି ନେତାଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ: କିଏ ହେବ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ବିଜେପି ନେତାଙ୍କ ମଧ୍ୟରେ ଅଙ୍କ ଛିଣ୍ଡି ପାରୁନି । ରାଜ୍ୟର ମୁଖିଆ ଦାୟିତ୍ୱ କିଏ ନେବ ସେନେଇ ଏକପ୍ରକାର ସସପେନ୍ସ ଜାରି ରହିଛି । ତେବେ ରାଜ୍ୟର…

୧୭ ଜିବି ଡାଟା ବ୍ୟବହାର କରୁଛନ୍ତି ଭାରତୀୟ: ରିସର୍ଚ୍ଚରୁ ହେଲା ବଡ ଖୁଲାସା

ନୂଆଦିଲ୍ଲୀ: ନୋକିଆ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୭ ରୁ ୨୦୨୧ ମଧ୍ୟରେ ଭାରତରେ ଡାଟା ବ୍ୟବହାର ଉଇଏଜ (କମ୍ପାଉଣ୍ଡଡ୍ ବାର୍ଷିକ ଅଭିବୃଦ୍ଧି ହାର) ରେ ୫୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ତଥ୍ୟ ଅନୁସାରେ…

ଆଗାମୀ ୫ ବର୍ଷରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ଏବଂ…