
Browsing Category
ଦେଶ
ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗୀୟ ସଚିବଙ୍କ ପରାମର୍ଶ: ଦେବାଳିଆ କରିବ ମାଗଣା ଯୋଜନା, ଶ୍ରୀଲଙ୍କା ଓ ଗ୍ରୀସ ଭଳି ହେବ ଆର୍ଥିକ ସଙ୍କଟ
ନୂଆଦିଲ୍ଲୀ: ସାମ୍ପ୍ରତିକ ପରିସ୍ଥିତିରେ ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଏକାଧିକ ଲୋକାଭିମୁଖୀ ଯୋଜନା ଘୋଷଣା କରୁଛନ୍ତି । ନିର୍ବାଚନରେ ବିଜୟ ହାସଲ କରିବା ପରେ ଲୋକଙ୍କ ଭରସା ରକ୍ଷା କରିବା…
ମାଉସୀଙ୍କ ସହ ୨ ବର୍ଷ ଧରି ଚାଲିଥିଲା ରେମାନ୍ସ: ହଠାତ ମହିଳାଙ୍କୁ ହତ୍ୟା କରି ଜାଳିଦେଲା ଅଭିଯୁକ୍ତ
ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା । ନିଜ ମାଉସୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ୩୨ ବର୍ଷୀୟ ମାଉସୀଙ୍କୁ ହତ୍ୟା କରିବା ପରେ ଶବକୁ…
ବୀରଭୂମ ହିଂସାର ୧୦ ପୀଡିତଙ୍କ ପରିଜନଙ୍କୁ ‘ଗ୍ରୁପ ଡି’ର ଚାକିରି ଦେଲେ ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୀରଭୂମ ଜିଲ୍ଲାର ରାମପୁରାହଟର ବୋଗଟୁଇ ଗାଁ ନରସଂହାରରେ ପ୍ରାଣ ହରାଇଥିବା ୧୦ ମୃତକଙ୍କ ପରିବାର ଲୋକଙ୍କୁ ଗ୍ରୁଡ ଡିରେ ଚାକିରି ଦେଇଛନ୍ତି। ସୋମବାର ରାଜ୍ୟ…
ରାସ୍ତା କଡରେ ଛିଡା ହୋଇଥିଲା ବୁଲେଟ: ହଠାତ ବମ ଭଳି ଫାଟିଲା ନୂଆ ରୋୟଲ ଏନଫିଲ୍ଡ ବାଇକ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ଘଟିଯାଇଛି । ରାସ୍ତା କଡରେ ଠିଆ ହୋଇଥିବା ଗାଡିରେ ହଠାତ ଭୟଙ୍କର ବିସ୍ଫୋରଣ ହୋଇଛି । ତେବେ ପାଖରେ କୌଣସି ନିଆଁ କିମ୍ବା ଜ୍ୱଳନଶୀଳ…
ଦାଉଦ ଇବ୍ରାହିମ ମନି ଲଣ୍ଡ୍ରିଂ କେସ, ବଢିଲା ନଓ୍ଵାବ ମଲିକଙ୍କ ବିଚାର ବିଭାଗୀୟ ହାଜତ ଅବଧି
ମୁମ୍ବାଇ: ସ୍ଵତନ୍ତ୍ର ପିଏମଏଲଏ ଅଦାଲତ ସୋମବାର ମାଫିଆ ଡନ ଦାଉଦ ଇବ୍ରାହିମ ମନି ଲଣ୍ଡ୍ରିଂ କେସରେ ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ଵାବ ମଲିକଙ୍କ ବିଚାର ବିଭାଗୀୟ ହାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ତାଙ୍କୁ…
ଶସ୍ତା ହେବ ତେଲ ଦର: ଯୁଦ୍ଧ ହେଲେ ବି ପେଟ୍ରୋଲ-ଡିଜେଲ ରେଟ କମାଇବା ପାଇଁ ଅର୍ଥମନ୍ତ୍ରୀଙ୍କ ଯୋଜନା
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଗତ କିଛି ଦିନରେ ପେଟ୍ରୋଲ-ଡିଜେଲ ଦର ଲୋକଙ୍କ ଚିନ୍ତା ବଢାଇ ଦେଇଛି । ୧୪ ଦିନ ମଧ୍ୟରେ ପୋଟ୍ରୋଲ ଦର ପ୍ରାୟ ଲିଟର ପିଛା ୯ ଟଙ୍କା ବୃଦ୍ଧି ପାଇଛି । ଏହି ପରିସ୍ଥିତିରେ କମ…
ଆତଙ୍କ ଖେଳାଉଛି ମଣିଷଖିଆ ବାଘ: ୬ ଜୀବନ ନେବା ପରେ ମହାବଳକୁ ଧରିବା ପାଇଁ ଚଣ୍ଡୀଗଡରୁ ଆସିଲେ ଶିକାରୀ
ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ନିକଟସ୍ଥ ଫତେପୁର ଜଙ୍ଗଲରେ ଆତଙ୍କ ଖେଳାଇ ଦେଇଛି ଏକ ମଣିଷଖିଆ ବାଘ । ଗତ ୪ ମାସରୁ ବାଘ ଭୟରେ ଲୋକେ ଜଙ୍ଗଲ ଯିବା ତ ଦୂରର କଥା ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । ଏହି…
କୋଭାକ୍ସିନ ସପ୍ଲାଏ ଉପରେ ଲାଗିଲା ରୋକ: ଘଟଣା ଉପରେ ପ୍ରତିକ୍ରିୟା ରଖିଲା ଭାରତ ବାୟୋଟେକ
ନୂଆଦିଲ୍ଲୀ: ମହାମାରୀର ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ ଉପରେ ଲାଗିଛି ରୋକ । ଣ୍ଟତଗଘଏ ଣ୍ଟଝ ଏଭଳି ଏକ ନିଷ୍ପତ୍ତି ନେଇ କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଶକ୍ତ ଝଟକା ଦେଇଛଇ ବିଶ୍ୱ ସ୍ୱାସ୍ଥ୍ୟ…
ଭାରତୀୟ ସେନାର ହେଲିକପ୍ଟରରେ ହଠାତ ଯାନ୍ତ୍ରିକ ତ୍ରୁଟି: ହିମାଚଳର ଉନାରେ କରାଗଲା ଇମରଜେନ୍ସି ଲାଣ୍ଡିଂ
ନୂଆଦିଲ୍ଲୀ: ଭାରତୀୟ ସେନାର ଏକ ଚପ୍ପରରେ ହଠାତ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ହିମାଚଳର ଉନା ସହରରେ ଏହାର ଇମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି । ତେବେ ହେଲିକପ୍ଟର ଅଚାନକ ଅବତରଣ…
୨୦୨୩ ସୁଦ୍ଧା କ୍ଷମତାକୁ ଫେରିବ କଂଗ୍ରେସ: କେଟିଆରଙ୍କୁ ଜବାବ ଦେବାକୁ ଯାଇ ଟ୍ୱିଟ୍ କଲେ ଶିବକୁମାର
ନୂଆଦିଲ୍ଲୀ: ଦେଶରେ କଂଗ୍ରେସ ଦିନକୁ ଦିନ ମୂଳପୋଛ ହେବାକୁ ବସିଲାଣି । କେବଳ ଛତିଶଗଡ ଏବଂ ରାଜସ୍ଥାନକୁ ଛାଡିଲେ ଅନ୍ୟ କୌଣସି ସ୍ଥାନରେ ଦଳର ସତ୍ତା ନାହିଁ । ଏପରି ପରସ୍ଥିତିରେ ୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ…