
Browsing Category
ଦେଶ
‘ବିଜେପି କାଶ୍ମୀର ପଣ୍ଡିତଙ୍କ କେତେ ଥଇଥାନ କରିଛି, ଫିଲ୍ମର ଆୟ ଅର୍ଥକୁ କାହିଁକି ସେମାନଙ୍କ ପାଇଁ ଖର୍ଚ୍ଚ କରାଯାଉନି’
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦ କାଶ୍ମୀର ଫାଇଲ୍ସକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ସେ ବିଜେପିକୁ ପ୍ରଶ୍ନ କରିଛନ୍ତି ଯେ ବିଜେପି ସରକାର ଗଠନ ହେବା ପରେ କେତେ…
(Video) ବିଚ୍ ରାସ୍ତା ମଝିରେ ଛିଡ଼ା ହୋଇଥିବା ବେଳେ ହଠାତ୍ OLA Electric Scooter ଜଳିଗଲା, ଏହା କେତେଦୂର ସୁରକ୍ଷିତ?
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଓଲା ସ୍କୁଟରର ଚାହିଦା ବର୍ତ୍ତମାନ ସମୟରେ ଅଧିକ ରହିଛି । ଗ୍ରାହକମାନେ ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ…
ଚାଷୀଙ୍କଠୁ ଗୋବର ଏବଂ ଗୋମୂତ୍ର କିଣିବେ ମଧ୍ୟ ପ୍ରଦେଶ ସରକାର, ବଢିବ ଆତ୍ମନିର୍ଭରତା
ଭୋପାଳ : ମଧ୍ୟ ପ୍ରଦେଶର ବିଭିନ୍ନ ସହରରେ ଆରମ୍ଭ ହେବ ଗୋବର୍ଦ୍ଧନ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟ ଆଧାରରେ ଚାଷୀଙ୍କଠୁ ଗୋବର ଏବଂ ଗୋ ମୂତ୍ର କିଣାଯିବା ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ…
ଧ୍ୱନି ପ୍ରଦୂଷଣରେ ୟୁପିର ମୁରାଦାବାଦ ଦୁନିଆର ଦ୍ୱିତୀୟ ସବୁଠୁ ପ୍ରଦୂଷିତ ସହର: ୟୁଏନ ରିପୋର୍ଟ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁରାଦାବାଦ ସହର ଧ୍ୱନି ପ୍ରଦୂଷଣ ମାମଲାରେ ଦୁନିଆର ଦ୍ୱିତୀୟ ସବୁଠୁ ପ୍ରଦୂଷିତ ସହର ପାଲଟିଛି । ମୁରାଦାବାଦରେ ସର୍ବାଧିକ ୧୧୪ ଡେସିବଲ ଧ୍ୱନି ପ୍ରଦୂଷଣ ରେକର୍ଡ କରାଯାଇଛି । ମିଳିତ…
ଖୋଲିଲା ୧୧ ବର୍ଷ ତଳର ପୁରୁଣା ଫାଇଲ୍: ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ୧୧ ବର୍ଷ ତଳରେ ଏକ ମାରପିଟ୍ ମାମଲାର ଶୁଣାଣି କରିଛନ୍ତି ଇନ୍ଦୋରର ସ୍ୱତନ୍ତ୍ର କୋର୍ଟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ…
ଆସନ୍ତା ସୋମ ଓ ମଙ୍ଗଳବାର ସମଗ୍ର ଦେଶରେ ଧର୍ମଘଟ: ଲଗାତର ୪ ଦିନ Bank ବନ୍ଦ ରହିବା କାରଣରୁ ATMରେ ହୋଇପାରେ କ୍ୟାଶର ଅଭାବ
ନୂଆଦିଲ୍ଲୀ: ବ୍ୟାଙ୍କର ଘରୋଇକରଣ ଓ ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ ୨୦୨୧ର ବିରୋଧ କରି ଦୁଇଦିନିଆର ହରତାଲ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ହରତାଲ ଆସନ୍ତା ୨୮ ଓ ୨୯ ତାରିଖରେ କରାଯିବ । ଏହା ଫଳରେ ବ୍ୟାଙ୍କିଂ ସେବା…
ଆଜି ପୁଣି ବଢ଼ିଲା ତୈଳ ଦର: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ
ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ମଧ୍ୟରେ ପାଞ୍ଚ ଥର ବଢ଼ିଲାଣି ତୈଳ ଦର । ଭାରତୀୟ ତୈଳ କମ୍ପାନୀମାନେ ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ ପଇସା…
ଦେଶବିରୋଧୀ ଶିକ୍ଷା ଦେଉଛି ମଦ୍ରାସା: ବିଜେପି ବିଧାୟକଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: ଦେଶରେ ରହିଥିବା ମଦ୍ରାସା ଗୁଡିକରେ ଦେଶ ବିରୋଧୀ ଶିକ୍ଷା ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଏମପି ରେଣୁକାଚାର୍ଯ୍ୟ । ଏହା ସହିତ ରାଜ୍ୟରେ ଥିବା ମଦ୍ରାସା ଗୁଡିକୁ ବନ୍ଦ କରିବା…
ଦିଲ୍ଲୀ ବଜେଟ୍ ୨୦୨୨: ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ନେଇ ଆପ୍ ସରକାରର ଲକ୍ଷ୍ୟ
ଦିଲ୍ଲୀ ସରକାର ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଦିଲ୍ଲୀରେ ଆପ୍ ସରକାର ନିଯୁକ୍ତି, ସ୍ୱାସ୍ଥ୍ୟ, ନାଇଟ ଲାଇଫ୍, ମାର୍କେଟ, ଗ୍ରୀନ ଏନର୍ଜୀ, ରିଟେଲ ସେକ୍ଟର ଉପରେ ଗୁରୁତ୍ୱ ଦେଇଛନ୍ତି । ୭୫,୮୦୦…
ସଙ୍କଟରେ ପାକ ପ୍ରଧାନମନ୍ତ୍ରୀ: ଏହି ତାରିଖରେ ଅନାସ୍ଥା ପ୍ରସ୍ତାବ ଦାଖଲ ନେଇ ମନ୍ତ୍ରୀ ଦେଲେ ସୂଚନା
ନୂଆଦିଲ୍ଲୀ: ନିକଟରେ ଭାରତର ସମର୍ଥନରେ ବୟାନ ଦେଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଡୁଆ ବଢିବାରେ ଲାଗିଛି । ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଼ଏନେଇ ସୂଚନା ଦେଇଛନ୍ତି…