Browsing Category

ଦେଶ

ରାଜଧାନୀରେ କାଲିଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ; ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ଯୋଗୁଁ ପୁଣି ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଛି । କେଜରିୱାଲ ସରକାରଙ୍କ ଏହି ଆଦେଶ ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲିଠାରୁ ଲାଗୁ ହେବ । ଦିଲ୍ଲୀ-ଏନସିଆରରେ…

‘ବଡ଼ ମାନେ କରିବେ ୱର୍କ ଫମ୍ ହୋମ୍, ପିଲାମାନେ ଯିବେ ସ୍କୁଲ’- ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟର କଡା ତାଗିଦ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଦୀର୍ଘଦିନ ଧରି ହେଉଥିବା ବାୟୁ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ପୁଣିଥରେ ସର୍ବୋଚ୍ଚ ନ୍ୟାୟାଳୟରେ ଝଡ଼ ଦେଖିବାକୁ ମିଳିଛି । ଗୁରୁବାର ଦିନ ସୁପ୍ରିମକୋର୍ଟ ଦିଲ୍ତଲୀ ସରକାରଙ୍କୁ ପ୍ରଶ୍ନ କରିଛି ଯେ,…

ଆନ୍ଧ୍ରପ୍ରଦେଶ ବନ୍ୟା: କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢ଼ାଇଲେ ମେଗାଷ୍ଟାର୍ ଚିରଞ୍ଜୀବୀ ଓ ରାମଚରଣ, ଦେଲେ ଏତିକି ଟଙ୍କା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଲୋକମାନେ ଏବେ ନାନା ସମସୃା ଦେଇ ଗତି କରୁଛନ୍ତି । ଏଭଳି ସମୟରେ ଅନେକ ସହାୟତାର ହାତ ବଢ଼ାଉଛନ୍ତି । ଏହି…

ଦଳ ହୋଇ ଆସିଲେ ମା’ ଝିଅଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରି ଚାଲିଗଲେ; ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ଦେଶରେ ଅପରାଧ ବଢ଼ୁଛି ହେଲେ କମିବାର ନାଁ ଧରୁନି । ଏହି କ୍ରମରେ ଜଣେ ୩୮ ବର୍ଷୀୟ ମହିଳା ଓ ତାଙ୍କୁ ଝିଅଙ୍କୁ ଆକ୍ରମଣ କରାଯାଇଛି । ୪ରୁ ୫ ଜଣ ଦଳ ବାନ୍ଧି ହଠାତ୍ ଆସିଲେ ଓ ମା-ଝିଅଙ୍କୁ ବାଡ଼ିରେ ନିର୍ଦ୍ଦୟ…

ଓମିକ୍ରନ୍ ବଢ଼ାଇଲା ଚିନ୍ତା; ହାଇ ରିସ୍କ ଦେଶରୁ ଫେରିଥିବା ଯାତ୍ରାଙ୍କ ମଧ୍ୟରୁ ୬ଜଣ କୋଭିଡ୍ ପଜିଟିଭ୍, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ପ୍ରଜାତି ତାଣ୍ଡବ କରୁଛି । ସେଠାରେ ଦିନକୁ ଦିନ ନୁତନ ପ୍ରଜାତି ଓମିକ୍ରନ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଦକ୍ଷିଣ ଆଫ୍ରିକା ଏବେ ହାଇ ରିସ୍କ ଦେଶ ତାଲିକାରେ…

ମୋତିଆବିନ୍ଦୁ ଅପରେସନରେ ଗଡ଼ବଡ଼: ୬୫ ଜଣଙ୍କର ମଧ୍ୟରୁ ୧୫ ଜଣଙ୍କର କଢ଼ାଗଲା ଆଖି, ସ୍ଥିତି ଶୋଚନୀୟ

ମୁଜଫରପୁର: ଆଖି ଅପରେସନ୍ ରେ ବଡ଼ ଧରଣର ତ୍ରୁଟି । ନଭେମ୍ବର ୨୨ ତାରିଖରେ ହୋଇଥିବା ମୋତିଆବିନ୍ଦୁ ଅପରେସନ୍ ପରେ ୬୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କର ଆଖି ବାହାର କରିବାକୁ ପଡ଼ିଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

୨୧ ରାଷ୍ଟ୍ରକୁ ମାଡିଗଲାଣି ନୂଆ ପ୍ରଜାତି ‘ଓମିକ୍ରନ୍‌’, ଦକ୍ଷିଣ ଆଫ୍ରିକାରେ ରକେଟ ବେଗରେ ବ୍ୟାପୁଛି

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି । ଇତି ମଧ୍ୟରେ ଓମିକ୍ରନ୍‌ ପ୍ରଜାତି ୨୧ ରାଷ୍ଟ୍ରକୁ ବ୍ୟାପିସାରିଲାଣି । ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ…

ଜାନୁଆରୀ ୧୮ରେ ମାଲ୍ୟାଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ତଥା ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କୁ ଜାନୁଆରୀ ୧୮ରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତରୁ ଋଣ ଜାଲିଆତି କରି ବ୍ରିଟେନରେ ଆତ୍ମଗୋପନ କରିଥିବା ମାଲ୍ୟାଙ୍କୁ…

ଓମିକ୍ରାନ୍ ଭୟ: ଆଫ୍ରିକୀୟ ଦେଶରୁ ମହାରାଷ୍ଟ୍ରକୁ ଫେରିଥିବା ୬ କରୋନା ପଜିଟିଭ, ଭାରିଏଣ୍ଟ୍ ଚିହ୍ନଟ ପୁଣେ ପଠାଗଲା ନମୁନା

ମୁମ୍ବାଇ : କରୋନା ଭାଇରସ୍‌ର ନୂଆ ଭାରିଏଂଟ ଓମିକ୍ରାନର ବିପଦ ମଧ୍ୟରେ ଆଫ୍ରିକାର ବିପଦପୂର୍ଣ୍ଣ ଦେଶରୁ ମହାରାଷ୍ଟ୍ର ପହଂଚିଥିବା ୬ ଜଣ କରୋନା ସଂକ୍ରମିତ ମିଳିଛନ୍ତି । ଏ ସମସ୍ତଙ୍କ ଚିକିତ୍ସା ନିକଟବର୍ତ୍ତୀ କୋଭିଡ…

ଝିଅର ଓଢ଼ଣୀ ଟାଣିବା, ହାତ ଧରିବା ଓ ପ୍ରେମ ନିବେଦନ କରିବା ପୋକ୍ସୋ ଆକ୍ଟ ଆଧାରରେ ଯୌନ ଉତ୍ପୀଡନ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ପୋକ୍ସୋ ଆକ୍ଟ ଏବଂ ଯୌନ ଉତ୍ପୀଡନ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି କୋଲକାତା ହାଇକୋର୍ଟ । ଜଣେ ଝିଅର ଓଢ଼ଣୀ ଟାଣିବା, ହାତ ଧରିବା ଓ ପ୍ରେମ ନିବେଦନ କରିବା ପୋକ୍ସୋ ଆକ୍ଟ ଆଧାରରେ ଯୌନ…