fbpx
Browsing Category

ଦେଶ

କେନ୍ଦ୍ରର ନୂଆ ସାମରିକ ବ୍ୟାପାର ବିଭାଗର ମୁଖ୍ୟ ହେବେ ବିପିନ ରାୱତ

ନୂଆଦିଲ୍ଲୀ, ୧୦ା୧: କେନ୍ଦ୍ରର ନୂଆ ସାମରିକ ବ୍ୟାପାର ବିଭାଗର ରୂପରେଖ ଆଜି ସ୍ପଷ୍ଟ ହୋଇଛି । ସେହି ବିଭାଗର ମୁଖ୍ୟ ଭାବେ ରହିବେ ନୂଆ ସିଡ଼ିଏସ ଜେନେରାଲ ବିପିନ ରାୱତ । ସିଡ଼ିଏସଙ୍କ ଅଧୀନରେ ୨ଜଣ ଯୁଗ୍ମ ସଚିବ ପାହ୍ୟାର…

ଜାମ୍ମୁକାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ, ୧୦ା୧: ଜାମ୍ମୁକାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ୭ଦିନ ପରେ ୧୪୪ଧାରାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ୧୪୪ଧାରା…

ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବେ ୨ ଜଲ୍ଲାଦ

ଲଖନଉ,୯ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବାର ରାୟ ଶୁଣାଇଛନ୍ତି ପଟିୟାଲା ହାଉସ୍ କୋର୍ଟ । ଏନେଇ ଉତ୍ତରପ୍ରଦେଶ ଡିଜିଙ୍କିୁ ୨ ଜଲ୍ଲାଦ ଦେବାକୁ ଚିଠି ମାଧ୍ୟମରେ ଦାବି କରିଛନ୍ତି ତିହାର…

କାଲି ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ଦେବାଭିଷେକ ପୂର୍ଣ୍ଣିମାରେ ଆସନ୍ତାକାଲି ଏ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ । କାଲି ରାତି ୧୦ଟା ୩୭ରୁ ୨ଟା ୪୨ ଯାଏ ଭାରତରେ ଏହା ଦୃଶ୍ୟମାନ ହେବ । ଉପଛାୟା ଚନ୍ଦ୍ରଗ୍ରହଣ…

ଏଣିକି ଲିପଷ୍ଟିକ୍ ଦେବ ଯୁବତୀଙ୍କୁ ସୁରକ୍ଷା

ଦେଶରେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣକୁ ରୋକିବା ପାଇଁ ଉତ୍ତରପ୍ରଦେଶର ବାରାଣାସୀର ଜଣେ ଯୁବକ ଏକ ସ୍ୱତନ୍ତ୍ର ଲିପଷ୍ଟିକ୍ ପ୍ରସ୍ତୁତ କରିଛନ୍ତି । ଏହା ସାଧାରଣ ଲିପଷ୍ଟିକ୍ ନୁହେଁ, ବରଂ ଏଥିରେ ରହିଛି…

ନୋଏଡାର ଇଏସଆଇ ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ, ୪୦ ରୋଗୀଙ୍କୁ ଅନ୍ୟ ଜାଗାକୁ ସିପ୍ଟ

ନୋଏଡା,୯ ।୧: ଦିଲ୍ଲୀ-ଏନସୀଆରରେ ଗୋଟିଏ ଦିନରେ ଦୁଇଟି ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ପଟପଡଗଞ୍ଜ ପରେ ନୋଏଡାର ସେକ୍ଟର-୨୪ରେ ଥିବା ଇଏସଆଇ ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବାକୁ…