CHARIDHAM
Browsing Category

ଦେଶ

ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁରଙ୍କ କମ୍ପାନୀ ନାମରେ ୨୭ କୋଟିର ଠକେଇ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ଶକିଲଙ୍କୁ ନେଇ ପୋଲିସର ବଡ଼ ଖୁଲାସା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁର ହରିଶ ଆହୁଜାଙ୍କ କମ୍ପାନୀ ନାମରେ ହୋଇଥିବା ଠକେଇକୁ ନେଇ ପୋଲିସ ଏକ ବଡ଼ ଖୁଲାସା କରିଛି । ହରିଶଙ୍କର ଫରିଦାବାଦସ୍ଥିତ ଏକ୍ସପୋର୍ଟ କମ୍ପାନୀରେ ୨୭ କୋଟି ଟଙ୍କାରେ…

ଅନାଥ ଝିଅର ବିବାହ କରାଇଲେ ଆଇଏଏସ୍‌ ଅଫିସର, ସୁନାମିରେ ମା’- ବାପାକୁ ହରାଇଥିଲେ ସୌମ୍ୟା

ତାମିଲନାଡୁର: ଅନାଥ ଝିଅ ବିବାହ କରାଇଲେ ଆଇଏଏସ୍ ଅଫିସ । ସମାଜ ପାଇଁ ସାଜିଲେ ଉଦାହରଣ। ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାରୁ ସୁଅ। ଏଭଳି ଘଟଣା ଘଟିଛି ତାମିଲନାଡ଼ୁର ନାଗାପଟ୍ଟିନମ୍ ଜିଲ୍ଲାରେ। ବାହାଘର ବେଳର ଫଟୋ…

ପେଟିଏମ୍‌ ସଂସ୍ଥାପକ ବିଜୟ ଶେଖର ଗିରଫ, ଡିସିପିଙ୍କ ଗାଡିକୁ ଧକ୍କା ଦେଇ ଚମ୍ପଟ୍ ମାରୁଥିବା ବେଳେ ମାଡ଼ି ବସିଲା ପୋଲିସ

ନୂଆଦିଲ୍ଲୀ: ପେଟିଏମର ସଂସ୍ଥାପକ ତଥା ଭାରତୀୟ ଯୁବ ଉଦ୍ୟୋଗୀ ବିଜୟ ଶେଖର ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦିଲ୍ଲୀର ମାଲବିୟ ନଗରରେ ଥିବା ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରୁ ତାଙ୍କୁ ପୋଲିସ ଗିରଫ କରିଛି ।…

ମଦ ଦୋକାନରେ ପଶିଲେ, ପଥର ମାରି ଭାଙ୍ଗିଲେ ବୋତଲ: ଭାଇରାଲ ହେଉଛି ଉମା ଭାରତୀଙ୍କ ଉଗ୍ର ରୂପ

ମଦ ଦୋକାନରେ ପଶିଲେ, ଆଉ ରାଗରେ ପଥର ଫୋପାଡ଼ି ମଦ ବୋତଲ ଗୁଡ଼ିକୁ ଭାଙ୍ଗିଦେଲେ । ଏଭଳି କିଛି ଉଗ୍ର ରୂପ ଦେଖାଇଛନ୍ତି ବିଜେପି ବରିଷ୍ଠ ନେତା ଉମା ଭାରତୀ । ରବିବାର ଉମା ଭାରତୀ ଭୋପାଳ ଏକ ମଦ ଦୋକାନ ମଧ୍ୟରେ ପଶିଥିଲେ ଏବଂ…

ମାଇନସ ତାପମାତ୍ରାରେ କବାଡି ଖେଳିଲେ ଆଇଟିବିପି ଯବାନ, ଭାଇରାଲ ହେଉଛି ଭିଡିଓ…

ଭାରତୀୟ ସେନାର ବୀର ଯବାନଙ୍କ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ ଭିଡିଓରେ ଶତ୍ରୃକୁ ଉଚିତ୍ ଜବାବ ଦେଉଥିବାର ତ’ କେତେବେଳେ ମାଇନସ ତାପମାତ୍ରାରେ ଭାରତ ସୀମାରେ ରକ୍ଷା କରୁଥିବା…

ସୋନିଆ ଗାନ୍ଧୀଙ୍କ ହାତରେ ରହିବ କଂଗ୍ରେସର ଦାୟିତ୍ଵ, ପାର୍ଟିକୁ ମଜବୁତ କରିବା ଉପରେ ଫୋକସ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଛି। ତେବେ…

ରାହୁଲ ଗାନ୍ଧୀଙ୍କୁ ପାର୍ଟିର ଅଧ୍ୟକ୍ଷ କରିବା ଉଚିତ୍, ଗେହଲଟ୍ କହିଲେ- ସେ ଏକାକୀ ମୋଦୀଙ୍କ ମୁକାବିଲା କରୁଛନ୍ତି

ନୂଆଦିଲ୍ଲୀ ୧୩।୦୩: କଂଗ୍ରେସ କାର୍ଯ୍ୟକମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏହି ବୈଠକ ପୂର୍ବରୁ ଅନେକ ବଡ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ପାର୍ଟିର ଅଧ୍ୟକ୍ଷ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଏହି…

‘ପଞ୍ଜାବରେ କେହି ମନ୍ତ୍ରୀ ବିଧାୟକ ବିଶ୍ୱାସଘାତକତା କଲେ ବରଖାସ୍ତ ନୁହେଁ ସିଧା ଜେଲ ପଠାଇବୁ’, କେଜ୍ରିୱାଲଙ୍କ ଚେତାବନୀ

ପଞ୍ଜାବରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜନୀତି ସରଗରମ ହୋଇଛି । ଆମ ଆଦମୀ ପାର୍ଟୀ ଏଠାରେ ବହୁମତ ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ, ବିଜେପି, କଂଗ୍ରେସକୁ ହାରର ସାମ୍ନା କରିବାକୁ ପଡ଼ିଛି । ସେପଟେ…

ବାବୁଲ ସୁପ୍ରିଓଙ୍କ ସ୍ଥାନରେ ଲଢ଼ିବେ ଶତ୍ରୁଘ୍ନ ସିହ୍ନା: ମମତା କଲେ ଘୋଷଣା

ପୂର୍ବ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସନସୋଲରୁ ଲୋକସଭା ଉପନିର୍ବାଚନରେ ଟିଏମସିର ଆଶାୟୀ ଭାବେ ଲଢ଼ିବାକୁ ଯାଉଛନ୍ତି । ଏନେଇ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା…

୧୬ରେ ଶପଥ ନେବେ ଭଗୱନ୍ତ ମାନ୍

ହରିୟାଣା: ମାର୍ଚ୍ଚ ୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗୱନ୍ତ ନେବେ । ଭଗତ ସିଂହଙ୍କ ପୈତୃକ ଗାଁ ଖଟକରକଲନ୍ ରେ ନେବେ ଶପଥ । ପରେ ୧୬ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେବେ । ଆପ୍ ୧୧୭ ସଦସ୍ୟ…