fbpx
BSKY
BJD MC SKY
BJD YOUTH SKY
Browsing Category

ଦେଶ

ବୋଲିଂ କରିବ ଭାରତ

ବେଙ୍ଗାଲୁରୁ, ୧୯ା୧: ବେଙ୍ଗାଲୁରୁରେ ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ବୋଲିଂ କରିବ ଭାରତ । ଏହାସହ ୩ଟିକିଆ ଦିନିକିଆ…

ଶିରିଡରେ ବିରୋଧ ପ୍ରଦର୍ଶନ ଆରମ୍ଭ, ଉଦ୍ଧବଙ୍କ ବୟାନକୁ ନେଇ ବିବାଦ

ମୁମ୍ବାଇ,୧୯ ।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବୟାନକୁ ନେଇ ଆଜି ଶିରିଡରେ ବିରୋଧ ପ୍ରଦର୍ଶନ କରାଯାଉଛି । ରାସ୍ତାରେ ଶହଶହ ଲୋକ ପ୍ରତିବାଦ କରୁଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କିନ୍ତୁ…

ଆସନ୍ତାକାଲି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୯ା୧: ଜାନୁଆରି ୨୦ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହେବ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରୁ ଅଂଶଗ୍ରହଣ କରିବେ ୨୮ଜଣ ଛାତ୍ରଛାତ୍ରୀ ।…

ଆସନ୍ତା ୨୦ରେ ପୱନର SLP ଶୁଣାଣି

ନୂଆଦିଲ୍ଲୀ, ୧୮ା୧: ସୁପ୍ରିମକୋର୍ଟରେ ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା ହୋଇଥିଲା । ଦୋଷୀ ପୱନର ସ୍ୱତନ୍ତ୍ର ଲିଭ୍ ପିଟିସନ ଉପରେ ଶୁଣାଣି ଆସନ୍ତା ୨୦ରେ ହେବ ବୋଲି ସୂଚନା ମିଳିଛି । ଅପରାଧ ସମୟରେ ନିଜେ…

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଡିଏସପି ଦେବିନ୍ଦର ବିରୋଧରେ ମିଳିଲା ଠୋସ୍ ପ୍ରମାଣ

ନୂଆଦିଲ୍ଲୀ,୧୮ ।୧: ଜମ୍ମୁ-କାଶ୍ମୀରରୁ ହିଜବୁଲ ଆତଙ୍କବାଦୀ ସହ ଡିଏସପି ଦେବିନ୍ଦର ସିଂହ ଗିରଫ ହେବା ଘଟଣାରେ କେନ୍ଦ୍ର ଖୁଫିଆ ଏଜେନ୍ସି ବା ଆଇବି ଟିମକୁ ଏକ ଠୋସ୍ ପ୍ରମାଣ ମିଳିଛି । ୨୦୦୫ରେ ଗିରଫ ହୋଇଥିବା ଜଣେ…