Browsing Category
ଦେଶ
ଘରର ଛାତ ଉପରେ ଉଡ଼ିଲା ପାକିସ୍ତାନୀ ପତାକା, ଦେଶଦ୍ରୋହ ଅପରାଧରେ ୪ ଅଟକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ଛାତ ଉପରେ ପାକିସ୍ତାନୀ ପତାକା ଦେଖିବାକୁ ମିଳିଛି । ଗତ ୧୦ ତାରିଖରେ ଚୌରୀଚୌରା ଅଞ୍ଚଳର ମୁନ୍ଦ୍ରା ବଜାରର ୧୦ନଂ ୱାର୍ଡରେ ଏହି ଘଟଣା ଦେଖିବାକୁ ମିଳିଥିଲା ।…
ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ
ଜାମ୍ମୁ: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ । ଶ୍ରୀନଗର ଓ କୁଲଗାମ ଅଞ୍ଚଳରେ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । କୁଲଗାମ ଏନକାଉଣ୍ଟରରେ ବିପୁଳ ବିସ୍ଫୋରକ ଜବତ ହୋଇଥିବା…
ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ୫ଜି ମୋବାଇଲ ସେବା, ଏପ୍ରିଲ-ମେ’ରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ: ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ୫ଜି ମୋବାଇଲ ସେବା ଆରମ୍ଭ ହେବ । ଏହାପୂର୍ବରୁ ୨୦୨୨ ଏପ୍ରିଲ-ମେ’ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକିୟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।…
ସ୍କୁଲରେ ଶିଶୁ ଦେଖିବେ ସମଲିଙ୍ଗୀ ଫିଲ୍ମ ! ସେନ୍ସର ବୋର୍ଡ ଏବଂ ୟୁନିସେଫକୁ NCPCR ନୋଟିସ୍
ପଶ୍ଚିମବଙ୍ଗରେ ସ୍କୁଲରେ ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ ଉପରେ ବିବାଦ ବଢ଼ିଛି । ଏହି ମାମଲାରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ବୁଧବାର ଫିଲ୍ମ ସେନ୍ସର ବୋର୍ଡ ଏବଂ ୟୁନିସେଫ୍ ଠାରୁ ଜବାବ…
ପୁଣି ନିଜ ବୟାନକୁ ନେଇ ଅଡ଼ୁଆରେ କଙ୍ଗନା; ଟ୍ରୋଲ କଲେ ସ୍ୱରା ଓ ବରୁଣ
ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ତଥା ବଲିଉଡ କ୍ୱିନ କଙ୍ଗନା ରଣାୱତ ପୁଣି ଥରେ ବିବାଦ ଭିତରକୁ ଆସିଛନ୍ତି । ଏକ କାର୍ଯ୍ୟକ୍ରମରେ କଙ୍ଗନା ଭାରତର ସ୍ୱାଧୀନତା ବିଷୟରେ ଏପରି ବିବୃତ୍ତି ଦେଇଛନ୍ତି ଯେ…
ଚାକିରି କାଳରେ ମୃତ୍ୟୁ ହେଲେ ବିବାହିତ ଝିଅକୁ ବି ମିଳିପାରିବ ଚାକିରି, ଲାଗୁ କଲେ ଏହି ରାଜ୍ୟ
ନୂଆଦିଲ୍ଲୀ: ଚାକିରି କାଳରେ ମୃତ୍ୟୁ ହେଲେ ପରିବାରର ବିବାହିତ ଝିଅକୁ ବି ମିଳିବ ଚାକିରି । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର । ଝିଅଙ୍କ ହିତକୁ ଧ୍ୟାନରେ ରଖି ଉତ୍ତର ପ୍ରଦେଶ ସରକାର ଏହି ବଡ଼…
ବିନା ଇଣ୍ଟରନେଟରେ ଜାଣନ୍ତୁ ନିଜର EPF ବାଲାନ୍ସ: ଆପଣାନ୍ତୁ ଏହି ତରିକା
ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତଙ୍କ ଇପିଏଫ୍ ଖାତାକୁ ସୁଧରାଶି ଟ୍ରାନ୍ସଫର ହେଉଛି । ଯଦି ଆପଣ ନିଜର ଇପିଏଫ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଲଗଇନ କରି ଏହା ଜାଣିପାରିବେ । ୟୁଏନ୍ ଆଇଡି କିମ୍ବା ଉମଙ୍ଗ ଆପ୍…
ୱାକଫ୍ ବୋର୍ଡ ଜମି ଦୁର୍ନିୀତିକୁ ନେଇ ଅଡୁଆରେ ନୱାବ: ୭ଟି ସ୍ଥାନରେ ଇଡିର ଚଢାଉ
ନୂଆଦିଲ୍ଳୀ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରର ମନ୍ତ୍ରୀ ନୱାବ ମଲିକ୍ ବର୍ତ୍ତମାନ ଇଡି ରାଡାରରେ । ମଲିକଙ୍କ ନେତୃତ୍ୱାଧୀନ ବିଭାଗର ଏକ ଦୁର୍ନୀତିକୁ ନେଇ ଇଡି ପକ୍ଷରୁ ୭ଟି ସ୍ଥାନରେ ଚଢାଉ କରାଯାଇଛି । ଏହି…
ବେହୋସ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ହସ୍ପିଟାଲ ନେଲେ ମହିଳା ପୋଲିସ: ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଜଣେ ମହିଳା ପୋଲିସ ଅଧିକାରୀ ଏମିତି କିଛି କାରନାମା କରି ଦେଖାଇଛନ୍ତି ଯାହାକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି । ଚେନ୍ନାଇ ବର୍ତ୍ତମାନ ବର୍ଷା ବିତ୍ପାତରେ ପୀଡିତ । ସମଗ୍ର ସହରରେ ବନ୍ୟା…
ଟ୍ରକ୍-ଅଟୋ ରିକ୍ସା ସାମନା-ସାମନି, ୯ ମୃତ
ଗୌହାଟି: ଆସାମରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଯାଇଛି । ଟ୍ରକ୍ ଓ ଅଟୋରିକ୍ସା ଧକ୍କା ହେବାଫଳରେ ଏହି ବଡ଼ୁ ଧରଣର ଦୁର୍ଘଟଣା ଘଟିଯାଇଥିବା ସୂନଚା ରହିଛି । ଯାହାପରେ ଏହି ଦୁର୍ଘଟଣାରେ ୯ ଜଣଙ୍କ ପ୍ରାଣ ଚାଲିଯାଇଥିବା…