CHARIDHAM
Browsing Category

ଦେଶ

ପ୍ରକାଶ ପାଇଲା UGC Net Result ୨୦୨୧, ଚେକ୍ କରିବା ପାଇଁ ଏହି ଲିଙ୍କ୍ ରେ କରନ୍ତୁ କ୍ଲିକ୍

ନୂଆଦିଲ୍ଲୀ: ୟୁଜିସି ନେଟ୍ ରେଜଲ୍ଟ ୨୦୨୧ ଜାରି ହୋଇଯାଇଛି । ଏହି ଫଳାଫଳ ଗତବର୍ଷ ଡିସେମ୍ବର ୨୦୨୦ ଓ ଜୁନ୍ ୨୦୨୧ ପରୀକ୍ଷା ପାଇଁ ଜାରି କରାଯାଇଛି । ଯେଉଁ ମାନେ ଏହି ପରୀକ୍ଷା ଦେଇଥିଲେ ସେମାନେ ନ୍ୟାସନାଲ୍ ଟେଷ୍ଟିଂ…

ଦିନକ ପାଇଁ ବାହାରକୁ ଯାଇଥିଲେ ପତ୍ନୀ, ଫେରିବା ବେଳକୁ ବେଡରେ ପଡ଼ିଛି ଅର୍ଦ୍ଧନଗ୍ନ ଯୁବତୀଙ୍କ ମୃତଦେହ; ସ୍ୱାମୀ ଫେରାର୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ହଇଚଇ କରିବାପରସି ଘଟଣା ସାମନାକୁ ଆସିଛି । ସମ୍ପର୍କିୟଙ୍କ ଘରକୁ ଯାଇଥିବା ଜଣେ ମହିଳା ଯେତେବେଳେ ଘରକୁ ଫେରିଥିଲେ ତାଙ୍କ ଗୋଡ଼ ତଳୁ ମାଟି ଖସିଯାଇଥିଲା । ଘରୁ ଫେରି ସେ ଦେଖିଥିଲେ…

ଦେଶର ୧୦୦ ସହର ଏବଂ ଟାଉନ ସ୍ଥିତ ଖେତରେ ଉଡିଲା ଡ୍ରୋନ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ। ଏହାର ଆରମ୍ଭ କରି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିନ୍ନ ଭିନ୍ନ ଅଞ୍ଚଳରେ ୧୦୦ କୃଷକ ଡ୍ରୋନର ଉଦଘାଟନ କରିଛନ୍ତି। ଏହି ସବୁ ଡ୍ରୋନ ବିଭିନ୍ନ…

ହିଜାବ ବିବାଦ: ସସପେଣ୍ଡ୍ ହେଲେ ୫୮ ଛାତ୍ରଛାତ୍ରୀ, ହିଜାବ ପିନ୍ଧିବା ନେଇ କରୁଥିଲେ ପ୍ରଦର୍ଶନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ଜାରି ରହିଥିବା ବିବାଦ ପୁଣିଥରେ ତେଜିଛି । ଏବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୋଟିଏ ସ୍କୁଲର୍ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ସସପେଣ୍ଡ୍ କରିଦିଆଯାଇଛି । ସୂଚନା ଯେ, ଏହି ଘଟଣା…

ଗୋଟିଏ ଝଟକାରେ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଲେ ଗଜରାଜ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏବେ ଗଜରାଜଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଗଜରାଜ ଗୋଟିଏ ଝଟକାରେ ଏକ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏଥିରୁ ଗଜରାଜଙ୍କର ଶକ୍ତି କେତେ…

IPS ଅଧିକାରୀଙ୍କୁ ଗିରଫ କଲା NIA: ଲସ୍କର-ଇ-ତୋଏବାକୁ ଯୋଗାଉଥିଲେ ସିକ୍ରେଟ୍ ତଥ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ନିଆ) ପକ୍ଷରୁ ଜଣେ ଆଇପିଏସ ଅଧିକାରୀଙ୍କୁ ଗିରଫ କରାଯାଇଛି । ଉକ୍ତ ଅଧିକାରୀଙ୍କ ନାମ ଅରବିନ୍ଦ ଦିଗବିଜୟ ସିଂହ ନେଗୀ ଓ ସେ ହିମାଚଳ ପ୍ରଦେଶର ଏସଡିଆରଏଫର ପୋଲିସ ଅଧିକ୍ଷକ…

ଦେଶରେ କମିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ମିଳିଲେ ୨୨, ୨୭୦

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ…

୨୦୦୮ Ahmedabad Blast: ୭୦ ମିନିଟ୍, ୨୧ ବିସ୍ଫୋରଣ, ୫୬ ମୃତ୍ୟୁ…ପଢ଼ନ୍ତୁ କଣ ରହିଛି ପୂରା ଘଟଣା ଓ ସମାଧାନ

ଅହମଦାବାଦ୍: ଗୁଜରାଟର ଅହମଦାବାଦ୍ ରେ ୨୦୦୮ ମସିହାରେ ହୋଇଥିବା ଭୟଙ୍କର ବ୍ଲାଷ୍ଟରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ମୃତକ ଓ ଆହତଙ୍କୁ ଶୁକ୍ରବାର ଦିନ ନ୍ୟାୟ ମିଳିଛି । ଗତକାଲି…

ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ICSE ଓ ISC ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ (ସିଆଇଏସସିଇ) ପକ୍ଷରୁ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ଆଇସିଏସଇ (ଦଶମ) ଓ…

କାଲିଠୁ ବଦଳିବ ପାଗ, ଏକାଧିକ ରାଜ୍ୟରେ ବର୍ଷା ନେଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଶୀତର ପ୍ରକୋପ କମିବା ପରେ ଏବେ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଦେଶର ଅନେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଅନେକ ରାଜ୍ୟରେ…