fbpx
Browsing Category

ଦେଶ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଶୁଣାଣି ଶେଷ, କିଛି ସମୟ ପରେ ରାୟ

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିର୍ଭୟା ଦୁର୍ଷ୍କମୀଙ୍କୁ ଫାଶୀ ଶୁଣାଣି ଶେଷ ହୋଇଛି । ଏହି ମାମଲାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।…

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

ନୂଆଦିଲ୍ଲୀ, ୩୧ା୧: ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ଗୃହରେ ଉପସ୍ଥାପିତ ହେବ ସାଧାରଣ ବଜେଟ । ଏହାସହ…

ନିର୍ଭୟା ମାମଲା, ସୁପ୍ରିମକୋର୍ଟରେ ପୱନର ରିଭ୍ୟୁ ପିଟିସନ

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଯାଇଛି ଦୋଷୀ ପୱନ ଗୁପ୍ତା । ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛି ଦୋଷୀ ପୱନ । ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ବିରୋଧରେ ରିଭ୍ୟୁ ପିଟିସନ…

ନୂଆ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ, ୩୧ା୧: ଆଜି ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ଉଦବୋଧନରେ ନୂଆ ଭାରତ ଗଠନ ପାଇଁ ଆହ୍ୱାନ କରିଛନ୍ତି ।…

ଏନକାଉଣ୍ଟରରେ ଟଳିଲେ ତିନି ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୩୧ା୧: ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ବିଦେଶୀ ହୋଇଥିବା ଜଣାପଡ଼ିଛି । ଏହାସହ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ବିସ୍ଫୋରକ ଜବତ ହୋଇଛି । ଉଲ୍ଲେଖଯୋଗ୍ୟ…

ବନ୍ଧୁକ ମୁନରେ ୨୨ଶିଶୁଙ୍କୁ ବନ୍ଧକ ଘଟଣା: ଅଭିଯୁକ୍ତ ନିହତ, ବନ୍ଧକ ମୁକୁଳିଲେ

ଫାରୁଖାବାଦ, ୩୧ା୧: ଉତ୍ତରପ୍ରଦେଶର ଫାରୁଖାବାଦ ଜିଲ୍ଲା ଅନ୍ତର୍ଗତ କଥରିଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସୁବାସ ବାଥମ୍ ନାମକ ଜଣେ ଦୁର୍ବୃତ୍ତ ୨୨ଜଣ ଶିଶୁଙ୍କୁ ନିଜ ଝିଅର ଜନ୍ମଦିନ ବାହାନାରେ ଘରକୁ…