CHARIDHAM
Browsing Category

ଦେଶ

ଜନ୍ମଦିନରେ ସମ୍ବର ହାଣ୍ଡିରେ ପଡ଼ି ୨ ବର୍ଷର କୁନି ଝିଅର ଚାଲିଗଲା ଜୀବନ

ହାଇଦ୍ରାବାଦ: ଜନ୍ମ ଦିନ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଖାସ୍ ଦିନ । ଆଉ କୁନି ପିଲାମାନେ ନିଜ ଜନ୍ମଦିନରେ କେତେ ଖୁସି ଥାଆନ୍ତି ତାହା ଆପଣ ମାନେ ଜାଣିଥିବେ ନିଶ୍ଚୟ । ନୂଆ ଡ୍ରେସ୍, କେକ୍ କଟିଂ, ବେଲୁନ୍…

ଏୟାର ଇଣ୍ଡିଆର ନୂଆ ସିଇଓ ପଦରେ ଇଲକର ଆଇସି ନିଯୁକ୍ତ, ଏପ୍ରିଲ୍‌ ୧ରୁ ଗ୍ରହଣ କରିବେ ଦାୟିତ୍ୱ

ନୂଆଦିଲ୍ଲୀ: ଟାଟା ସନ୍ସ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍‌ ଇଲକର ଆଇସିଙ୍କୁ ଏୟାର ଇଣ୍ଡିଆର ନୂତନ ଏମଡି ତଥା ସିଇଓ ଭାବରେ ନିଯୁକ୍ତ କରିଛନ୍ତି । ସୋମବାର ଅନୁଷ୍ଠିତ କମ୍ପାନୀ ବୋର୍ଡର ବୈଠକରେ ଏହି…

ଥମୁନି ହିଜାବ ମାମଲା : କର୍ଣ୍ଣାଟକରେ ସ୍କୁଲ ବାହାରେ ଛାତ୍ରୀଙ୍କଠାରୁ ଓହ୍ଲାଇଲେ ହିଜାବ, ଦେଖନ୍ତୁ ଭିଡିଓ…

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନାଁ ନେଉ ନାହିଁ । ଏହାରି ମଧ୍ୟରେ ମାଣ୍ଡ୍ୟା ଜିଲ୍ଲାରୁ ହିଜାବକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ସରକାରୀ ସ୍କୁଲ ବାହାରେ ହିଜାବକୁ ନେଇ ଅଭିଭାବକ ଏବଂ ଶିକ୍ଷକଙ୍କ…

ମମତା ବାନାର୍ଜୀଙ୍କ ଆଞ୍ଚଳିକ ପାର୍ଟିକୁ ସନ୍ଦେଶ, ୨୦୨୪ରେ ମୋଦୀଙ୍କୁ ହରାଇବାକୁ ହେଲେ ୟୁପି, ବଙ୍ଗ ଜିତିବାକୁ ପଡିବ

କୋଲକାତା: ଯଦି ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାର ଅଛି ତେବେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ପରି ଆଞ୍ଚଳିକ ଦଳକୁ ଜିତିବାକୁ ପଡିବ। ଏହା କହିଛନ୍ତି…

ରିଲାଲନ୍ସ JIOର ବଡ଼ ପ୍ରସ୍ତୁତି, ସାଟେଲାଇଟରୁ ମିଳିବ 100 Gbpsର ଇଣ୍ଟରନେଟ ସ୍ପିଡ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସୋମବାର ଏହାର ଉପଗ୍ରହଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ବିଷୟରେ ଘୋଷଣା କରିଛି । କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ଯେ ଜିଓ ପ୍ଲାଟଫର୍ମ ଲିମିଟେଡ SES ସହ ସହଭାଗିତାରେ ସାଟେଲାଇଟଭିତ୍ତିକ…

ଏହି ତାରିଖରେ ବଜାରରୁ ଗାଏବ ହୋଇଯିବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ: ପ୍ରଦୂଷଣ ରୋକିବାକୁ CPCBର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଇୟରବଡ୍, ହେଡ ଫୋନ ଇତ୍ୟାଦି ଉପରେ ଲାଗିବ ବ୍ୟାନ । ଆଉ ଆଗକୁ ବ୍ୟବହାର କରି ହେବନି ୱାୟାରଲେସ ହେଡଫୋନ କିମ୍ବା ଏମିତି କିଛି ଗ୍ୟାଜେଟ । ଦେଶରେ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ନେଇଛି ଏମିତି ଏକ ବଡ…

Surgical Strikeର ପ୍ରମାଣ ମାଗିଲେ କେସିଆର: ଭିଡିଓ ଶେୟାର କରି ଜବାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ,ଦେଖନ୍ତୁ Video

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକକୁ ନେଇ ସର୍ବଦା ବିବାଦ ଲାଗି ରହିଛି । ବିପକ୍ଷ ରାଜନୈତିକ ଦଳ ପକ୍ଷରୁ ସର୍ବଦା ଏହାର ପ୍ରମାଣ ମଗା ଯାଇଥାଏ । ପୂର୍ବରୁ ରାହୁଲ ଗାନ୍ଧୀ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିବା ବେଳେ…

ପଶ୍ଚିମବଙ୍ଗରେ ବିଜେପିକୁ ପୁଣି ଝଟକା, ଦଳ ଛାଡି ଟିଏମସିରେ ମିଶିଲେ ସାଂସଦଙ୍କ ତିନି ସହଯୋଗୀ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ବିଜେପିକୁ ଝଟକା ଲାଗିଛି। ଲୋକସଭା ସାଂସଦ ଅର୍ଜୁନ ସିଂହଙ୍କ ତିନି ସହଯୋଗୀ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଏଥିରେ ଭାଟପାଡା ମ୍ୟୁନିସିପାଲ କର୍ପୋରେସନର ଚେୟାରମ୍ୟାନ…

ଉଡି ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ପ୍ରଧାନମନ୍ତ୍ରୀଙ୍କୁ ଦୋଷ ଦେଇ ଏମିତି କହିଲେ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରକୁ ଶାଣିତ ଆକ୍ରମଣ କରିଛନ୍ତି । ମୋଦୀଙ୍କ ପାଇଁ ମୋ ହେଲିକପ୍ଟର ଉଡାଣ ଭରି ପାରି ନଥିଲା । ରାଜନୈତିକ…

ଶେଷ ହେବ ୫ଜି ଅପେକ୍ଷା, ଚଳିତ ମାସ ଆରମ୍ଭ ହୋଇପାରେ ନିଲାମୀ

ନୂଆଦିଲ୍ଲୀ: ଭାରତରେ ୫ଜି ଇଣ୍ଟରନେଟ୍ ର ଅପେକ୍ଷା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଚଳିତ ବର୍ଷ ମେ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମୀ ହୋଇପାରେ । ଅବଶ୍ୟ ଏଥିପାଇଁ ଟ୍ରାଇକୁ ଏହି ମାସ ମାର୍ଚ୍ଚ ପର୍ଯ୍ୟନ୍ତ ବିକ୍ରି…