Browsing Category
ଦେଶ
ମାଡିଆସିଲା କି ତୃତୀୟ ଲହର ! ଦେଶରେ ଦିନକରେ ୩୮,୯୪୮ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା…
୨୭ରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଙ୍ଗଠନ
ଲକ୍ଷ୍ନୌ: ଚଳିତ ମାସ ୨୭ ତାରିଖରେ ଭାରତ ବନ୍ଦ ପାଳନ ପାଇଁ ଚାଷୀ ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଦିନ ସାରା ଦେଶରେ ଟ୍ରେନ୍ ଏବଂ ବସ୍ ଯାତ୍ରା ବନ୍ଦ ରହିବ ବୋଲି ଭାରତ କିଷାନ ୟୁନିଅନର ନେତା ରାକେଶ…
୮୬ ବର୍ଷରେ ଦଶମ ପାସ୍ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା, ରଖିଲେ ଏତିକି ପ୍ରତିଶତ ମାର୍କ
ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଇଂରାଜୀ ବିଷୟରେ ପାସ ହେବା ସହିତ ଦଶମ ଶ୍ରେଣୀରେ ପାସ ହୋଇଛନ୍ତି । ୮୬ ବର୍ଷୀୟ ଚୌଟାଲା ଗତ ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ । ଏହାର…
୮ ମାସର ଗର୍ଭବତୀ ମହିଳା ପୋଲିସ ଅଫିସରଙ୍କୁ ବୀଭତ୍ସ ହତ୍ୟା; ବର୍ବରତାର ସୀମା ଲଂଘିଲେ ତାଲିବାନୀ
ନୂଆଦିଲ୍ଲୀ: ତାଲିବାନୀ ମାନେ ଆଫଗାନିସ୍ତାନ କବଜା କରିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଆଫଗାନିସ୍ତାନର ଘୋର ପ୍ରଦେଶରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅତ୍ୟନ୍ତ ବୀଭତ୍ସ…
ବିଶ୍ୱର ଟପ ଲିଡରଙ୍କୁ ପଛରେ ପକାଇଲେ ମୋଦୀ : Among all adults ସର୍ଭେରେ ଏକ ନମ୍ବର
ନୂଆଦିଲ୍ଲୀ: ବିଶ୍ୱରେ ବଢିଲା ମୋଦୀଙ୍କ ଲୋକପ୍ରିୟତା । ଜୋ ବାଇଡେନ, ବୋରିସ୍ ଜନସନ, ଆଞ୍ଜେଲା ମର୍କେଲ, ଜଷ୍ଟିନ ଟ୍ରୁଡୋ ଏବଂ ଅନ୍ୟ ହେଭିୱେଟଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଟପ ଲିଡର…
୭ ଘଣ୍ଟାରେ ୧୦୦ ବନ୍ଧ୍ୟାକରଣ ଅସ୍ତ୍ରୋପଚାର; ଡାକ୍ତରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ମାତ୍ର ୭ ଘଣ୍ଟାରେ ୧୦୦ରୁ ଅଧିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର । ଶୁଣିବାକୁ ଅବାସ୍ତବ ଲାଗୁଥିଲେ ମଧ୍ୟ ଏମିତି ଏକ ଘଟଣା ଘଟିଛି ଛତିଶଗଡରେ । ଛତିଶଗଡର ସୁରଗୁଜାରେ ଏକ ସରକାରୀ କ୍ୟାମ୍ପରେ…
ପୂର୍ବତନ ଆଫଗାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ISI ମୁଖ୍ୟ: ମିଳିତ ସରକାର ଗଠନ ସମ୍ଭାବନା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ପାକ ଗୁଇନ୍ଦା ସଂସ୍ଥା ଆଇଏଆଇ ମୁଖ୍ୟ ଜେନେରାଲ ଫୈଜ ଅହମ୍ମଦ ପୂର୍ବତନଗ ଆଫଗାନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦିନ ହେକମାତ୍ୟାରଙ୍କୁ ଭେଟିଛନ୍ତି । ଫୈଜ ଅହମ୍ମଦ କାବୁଲ…
ISISର ଆତଙ୍କୀ ହମଲା; ୧୩ ପୋଲିସ କର୍ମୀ ନିହତ
ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ପକ୍ଷରୁ ଆଉ ଏକ ବର୍ବର ଆକ୍ରମଣ କରାଯାଇଛି । ପୋଲିସ ବାହିନୀ ଉପରେ ଆଇଏସଆଇଏସ ପକ୍ଷରୁ ଆକ୍ରମଣ କରାଯିବାରୁ ୧୩ ଜଣ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଉତ୍ତର ଇରାକରେ ଏକ…
ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୨୦ ଆହତ: ତେହରିକ-ଏ-TALIBANକୁ ଦୋଷ ଦେଲେ ଇମ୍ରାନ ଖାନ
ନୂଆଦିଲ୍ଲୀ: ପାକିସ୍ତାନରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର କ୍ୱେଟ୍ଟା ପ୍ରଦେଶରେ ଏକ ମୋଟର ବାଇକରେ ଆସି ସୁଇସାଇଡ ବମ୍ବର ଜଣକ ନିଜକୁ…
କେବଳ ୬୦ ଟଙ୍କା ପାଇଁ ସାଙ୍ଗକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା, ୧୧ ଖଣ୍ଡରେ ମିଳିଲା ଶବ
ହମୀରପୁର: ମାତ୍ର ୬୦ ଟଙ୍କା ପାଇଁ ମୃତ୍ୟୁର ଦ୍ୱାର ଦେଖାଇଲା ସାଙ୍ଗ । ମୃତକ ଓ ଅଭିଯୁକ୍ତ ଦୁଇଜଣ ସାଙ୍ଗ ହୋଇଥିବା ବେଳେ ୬୦ ଟଙ୍କା ମାଗିବାରୁ ୧୩ ବର୍ଷର ସାଙ୍ଗ ନିଜର ୧୧ ବର୍ଷର ସାଙ୍ଗକୁ ପଥର ମାରି ହତ୍ୟା କରିଛି ।…