Browsing Category
ଦେଶ
ଲିଭଇନରେ ରହୁଥିବା ଯୋଡ଼ିକୁ ଦିଆଯିବନି ସୁରକ୍ଷା, ସମ୍ପର୍କକୁ ଅପବିତ୍ର କହିଲେ ହାଇକୋର୍ଟ
ହରିୟାଣା: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭଇନ୍ ରିଲେସନରେ ରହୁଥିବା ଦମ୍ପତିଙ୍କ ସୁରକ୍ଷା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେମାନେଙ୍କ ସମ୍ପର୍କକୁ ଅପବିତ୍ର ବୋଲି କହିଛନ୍ତି । ଏଥିରେ ଜଣେ ବିବାହିତା…
ଆଫଗାନିସ୍ତାନରୁ ଭାରତକୁ ଫେରୁଥିବା ଲୋକଙ୍କୁ ଦିଆଯାଉଛି ପୋଲିଓ ଟିକା, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ତାଲିବାନ ମାନଙ୍କ କବଜାରେ ରହିଛି । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଫଗାନିସ୍ତାନରୁ ଭାରତକୁ ଫେରୁଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା…
ଗାଡି ସହିତ ଚାଳକଙ୍କୁ ବି କ୍ରେନ ସହାୟତାରେ ଉଠାଇ ନେଲା ପୋଲିସ, ଦେଖନ୍ତୁ ଭିଡିଓ
ମୁମ୍ବାଇ: ନୋ ପାର୍କିଙ୍ଗରେ ରହିଥିଲା ବାଇକ । ଏହାପରେ ପୋଲିସ ଆସି ବାଇକ ଟିକୁ କ୍ରେନ ଜରିଆରେ ଉଠାଇ ନେଇଛି । ହେଲେ ମଜାଦାର କଥା ହେଉଛି ବାଇକ ଟିକୁ ଚାଳକ ଙ୍କ ସହିତ ଏକାସାଙ୍ଗରେ ଉଠାଇନେଇଛି । ଯାହାର ଏକ ଭିଡିଓ ଖୁବ…
ଜେଇଇ ମେନ ୨୦୨୧ର ଚତୁର୍ଥ ଅଧିବେଶନ ପାଇଁ ପ୍ରକାଶ ପାଇଲା ଆଡମିଟ୍ କାର୍ଡ
ନୂଆଦିଲ୍ଲୀ: ଏନଟିଏ ପକ୍ଷରୁ ଜେଇଇ ମେନ ୨୦୨୧ର ଚତୁର୍ଥ ଅଧିବେଶନ ପାଇଁ ଆଡମିଟ୍ କାର୍ଡ ପ୍ରକାଶ ପାଇଛି | ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ପାଇଁ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କୁ ଯାଇ ଡାଉନଲୋଡ…
୧୯ଟି ଟ୍ରେନ୍ ହେଲା ବାତିଲ୍, ଆପଣଙ୍କ ସହର ଦେଇ ଯାଉଥବା ଗାଡ଼ି ରହିଛି କି ସାମିଲ? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ କୃଷକ ଆନ୍ଦୋଳନ କାରଣରୁ ପଞ୍ଜାବ ଓ ହରିୟାଣା ଯାଉଥିବା ୧୯ଟି ଟ୍ରେନ୍ କୁ ବାତିଲ୍ କରିଛନ୍ତି । ଉତ୍ତର ରେଳ ରେଲୱେର ଫିରୋଜପୁର ମଣ୍ଡଳରେ କୃଷକ ମାନଙ୍କ ଆନ୍ଦୋଳନକୁ ଦୃଷ୍ଟିରେ…
କାବୁଲରୁ ଫେରିଲେ ୧୬୮ ଯାତ୍ରୀ, ଏଥିରେ ଅଫଗାନ୍ ନାଗରିକ ବି ରହିଥିବା ସୂଚନା
ନୂଆଦିଲ୍ଲୀ: କାବୁଲରୁ ୧୬୮ ଯାତ୍ରୀଙ୍କୁ ଧରି ବାୟୁସେନାରେ ସି-୧୭ ବିମାନ ଜରିଆରେ ଫେରାଇ ଆଣିଛି । ବିମାନଟି ଆଜି ଗାଜିଆବାଦ୍ ସ୍ଥିତ ହିଣ୍ଡନ୍ ଆଇଏଏଫ୍ ବେସରେ ପହଞ୍ଚିଛି । ବିମାନରେ ୧୦୭ ଭାରତୀୟ ଥିବା ବୈଦେଶିକ…
ଚାକିରି ଗଲେ ବି ୨୦୨୨ ଯାଏଁ ମିଳିବ PF ଟଙ୍କା; ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା। କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଖୁସି ଖବର। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରୋନା ରେ ଚାକିରି ହରାଇଥିବା…
ତାଲିବାନର ଉଦାହରଣ ଦେଇ ମୋଦୀଙ୍କୁ ଚେତାବନୀ ଦେଲେ ମେହବୁବା ମୁଫତି, କହିଲେ…
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ ହେବା ପରେ ଉତ୍ସାହିତ ହୋଇ ପଡ଼ିଛନ୍ତି ଆତଙ୍କୀ ସଂଗଠନ। ପଡ଼ୋଶୀ ଦେଶରେ ତାଲିବାନର ଶାସନ ଆରମ୍ଭ ହେବାର ପ୍ରଭାବ ସମ୍ପ୍ରତି ଜମ୍ମୁ-କଶ୍ମୀରରେ…
ଟ୍ରେଣ୍ଡିଂରେ ‘ଟାଇଗର୍-୩’, ସୋସିଆଲ୍ ସାଇଟ୍ରେ ଭାଇରାଲ୍ ହେଉଛି…
ଓଡ଼ିଶା ଭାସ୍କର ବ୍ୟୁରୋ: ୟଶ୍ ରାଜ୍ ଫିଲ୍ମର ବହୁ ଚର୍ଚ୍ଚିତ ଟାଇଗର୍ ସିରିଜ୍ ପାଇଁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରିଥାନ୍ତି। ସମ୍ପ୍ରତି ଶନିବାର ସକାଳୁ ସୋସିଆଲ୍ ସାଇଟ୍ରେ ଟ୍ରେଣ୍ଡିଂରେ ରହିଛି ’ଟାଇଗର୍-୩’…
ତାଲିବାନ ଶିଶୁଙ୍କୁ ରକ୍ଷାକଲା ଆମେରିକୀୟ ସେନା; ଇଣ୍ଟରନେଟରେ ଜିଣିଲେ ସଭିଙ୍କ ହୃଦୟ
ଆଫଗାନିସ୍ତାନରେ ତାଲିବାନୀ ଶାସନ ଜାରୀ ହେବାପରଠାରୁ ସବୁଠାରୁ ଅଧିକ ନିର୍ଯାତିତ ହେଉଛନ୍ତି ମହିଳା ଓ ଶିଶୁ । ସମଗ୍ର ବିଶ୍ୱ ଏନେଇ ସମବେଦନା ଜଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଆମେରିକୀୟ ସେନା ସମସ୍ତଙ୍କ…