Browsing Category
ଦେଶ
ବୁଲେଟ୍ ଠାରୁ ମହଙ୍ଗା ଛେଳି; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଳୀ: ଛେଳି ଗୁଡିକର ଦାମ ସାଧାରଣତଃ ୨୦ରୁ ୨୫ ହଜାର ମଧ୍ୟରେ ରହିଥାଏ । ତେବେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଦୁଇଟି ଛେଳି କିଣି ଚର୍ଚ୍ଚାରେ ରହିଛନ୍ତି । ଛେଳିର ମୂଲ୍ୟରେ ଆପଣ କିଣି ପାରିବେ ବୁଲେଟ୍ ଗାଡି ।…
ପୁଅ ସହ ମା’ କଲା ଏମିତି କିଛି, ଲୋକେ କହିଲେ ଛି…ଛି…
ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ପ୍ରତି ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ଲୋକେ ନିଜର ଅନେକ ଭାବ, ପ୍ରସଙ୍ଗ, ଫଟୋ, ଭିଡିଓ ଆଦି ସେଆର୍ କରୁଛନ୍ତି । ବିଶେଷକରି ବିଭିନ୍ନ ସୋସିଆଲ୍ ମିଡିଆରେ ୟୁଜର୍ସମାନେ ଦୁଃଖ-ସୁଖର ମୁହୂର୍ତ୍ତ…
୪୦ କୋଟି ଲୋକ ଏବେବି ବିପଦରେ ; ଜାଣନ୍ତୁ କେତେ ଜଣଙ୍କ ଶରୀରରେ ରହିଛି ଆଣ୍ଟିବଡି
ନୂଆଦିଲ୍ଲୀ: ଭାରତର ଦୁଇ ତୃତୀୟାଂଶ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଦେଶର ୬୭ ପ୍ରତିଶତ ଲୋକଙ୍କ…
ଆଧୁନିକ ସାଇବର୍ ଗୁପ୍ତଚର ‘ପେଗାସସ୍’
ସଂସଦର ମୌସୁମୀ ଅଧିବେଶନରେ ଆରମ୍ଭରୁ ପେଗାସସ୍ କୁ କେନ୍ଦ୍ର କରି ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି । ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ଫ୍ରାନ୍ସ ଗଣମାଧ୍ୟମ "ଫରବିଡେନ୍ ଷ୍ଟୋରି" ଏବଂ…
ଭାରତ କରିଛି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍ ଟ୍ୟାପ୍, ପାକିସ୍ତାନ ଆଣିଲା ନୂଆ ଅଭିଯୋଗ
ନୂଆଦିଲ୍ଲୀ: ଇସ୍ରାଏଲ୍ର ସ୍ପାଏଓ୍ବେର ପେଗାସସ୍କୁ ନେଇ ଭାରତରେ ତୁମ୍ବି ତୋଫାନ ଦେଖାଦେଇଛି । ଏହା ଜରିଆରେ ଭାରତର ବିଭିନ୍ନ ଚର୍ଚ୍ଚିତ ରାଜନେତା ଏବଂ ସାମ୍ବାଦିକଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ନେଇ ଦାବି କରାଯାଉଛି ।…
ଅଗଷ୍ଟ ୧୫ରେ ଦିଲ୍ଲୀ ଉପରେ ହୋଇପାରେ ଡ୍ରୋନ୍ ହମଲା, ଆତଙ୍କବାଦୀ ସଂଗଠନ କରୁଛି ବଡ଼ ଯୋଜନା
ନୂଆଦିଲ୍ଲୀ: ଆସନ୍ତା ମାସରେ ସ୍ୱାଧୀନତା ଦିବସକୁ ଆଖି ଆଗରେ ରଖି ଗୁଇନ୍ଦା ବିଭାଗ ପକ୍ଷରୁ ଦିଲ୍ଲୀ ପୁଲିସ୍ କୁ ଆଲର୍ଟ ଜାରି କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ଉପରେ ଡ୍ରୋନ୍ ହମଲା…
ଭାରତର ପଞ୍ଚ୍ ମ୍ୟାନ ସତ୍ୟପୀର୍, ରାଜଧାନୀରେ ଭେଟନ୍ତୁ କର୍ମବୀରଙ୍କୁ, କରିବେ ଆଉଏକ ରେକର୍ଡ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ପଞ୍ଚ୍ ମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କର ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ରଚିଛନ୍ତି ନୂଆ ରେକର୍ଡ ।…
ହଟିବ ମହାଭାରତ ଉପରୁ ରହସ୍ୟ, ୭୦ ବର୍ଷ ପରେ ହସ୍ତିନାପୁରରେ ହେବ ଖନନ, ଅଣ୍ଟା ଭିଡିଲା ଏଏସଆଇ
ମେରଠ: ମହାକାବ୍ୟ "ମହାଭାରତ"ରେ କୌରବଙ୍କ ରାଜଧାନୀ ଥିବା ହସ୍ତିନାପୁରର କଥା ସହିତ ଜଡ଼ିତ ରହସ୍ୟକୁ ଜାଣିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ଏକ ବଡ଼ ପଦକ୍ଷେପ ଉଠାଇଛି । ଏଏସଆଇର ଟିମ୍ ମେରଠ ଠାରୁ…
ପେଗାସସ୍ ବଢ଼ାଇଲା ଚିନ୍ତା, ମାଲୱେର୍ ଆଟାକ୍ କେମିତି ନହେବ…
ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ଷକୁ ବର୍ଷ ବଢ଼ି ଚାଲିଛି ସାଇବର୍ କ୍ରାଇମ୍ । ନୂଆ ନୂଆ କୌଶଳରେ ହାକର୍ ଆଟାକ୍ କରୁଛନ୍ତି । ଆଉ ସହଜରେ ଫସିଯାଉଛନ୍ତି ସାଧାରଣ ଜନତା । ପରିସ୍ଥିତି ଏଭଳି ହୋଇଛି ଯେ ଏକ୍ସପର୍ଟମାନେ ମଧ୍ୟ…