Browsing Category

ଦେଶ

ରାଜ୍ୟ ସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୧ା୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ପାଇଁ ୬ଘଣ୍ଟାର ସମୟ ଦିଆଯାଇଥିବା ସୂଚନା ରହିଛି । ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ, ୧୧ା୧୨: ବିଜେପି ମୁଖ୍ୟାଳୟରେ ସଂସଦୀୟ ଦଳ ବୈଠକ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ନାଗରିକତା ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି ।…

ଆଜି ରାଜ୍ୟ ସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୧ା୧୨: ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବ । ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା କରାଯିବ । ଏହି ବିଲ୍ ଉପରେ ୬ଘଣ୍ଟା ଧରି ଚର୍ଚ୍ଚା ହେବ । ରାଜ୍ୟସଭାରେ ଉପସ୍ଥିତ ରହିବାକୁ…

‘ମେକ୍ ଇନ୍ ଇଣ୍ଡିଆ’ରୁ ‘ରେପ୍ ଇନ୍ ଇଣ୍ଡିଆ’ ହେଉଛି ଭାରତ: ଅଧୀର

ନୂଆଦିଲ୍ଲ,୧୦ ।୧୨: ଦେଶରେ ହେଉଥିବା ଗଣଦୁଷ୍କର୍ମକୁ ନେଇ ଆଜି ଲୋକସଭାରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ବିଜେପି ଯେଉଁ ଭାରତକୁ ‘ମେକ୍ ଇନ୍ ଇଣ୍ଡିଆ’ କହୁଛି, ତାହା ‘ରେପ୍ ଇନ୍…

ଓଡିଶା ଆସିବେ ଉପ-ରାଷ୍ଟ୍ରପତି

ଭୁବନେଶ୍ୱର,୧୦ ।୧୨(ଓଡିଶା ଭାସ୍କର): ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଆସନ୍ତା ୨୭ ତାରିଖରେ ଉପରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି । ଓଡିଶା ଗସ୍ତରେ ଆସି ବଲାଙ୍ଗୀରର ରାଜେନ୍ଦ୍ର…

ନିର୍ଭୟା ମାମଲା: ତିହାର ଜେଲକୁ ଗଲା ବିନୟ, ୧୬ରେ ହୋଇପାରେ ଫାଶୀ!

ନୂଆଦିଲ୍ଲୀ,୧୦ ।୧୨: ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ବିନୟ ଶର୍ମା ତିହାର ଜେଲକୁ ସ୍ଥାନାନ୍ତରିତ ହୋଇଛି । ମଣ୍ଡୋଲି ଜେଲରେ ଥିବା ବିନୟକୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବରୁ ତିହାର ଜେଲରେ…

ପରସ୍ପର ମଧ୍ୟରେ ଗୁଳିମାଡ: ୨ ଯବାନ ସହିଦ, ୨ ଗୁରୁତର

ଝାଡଖଣ୍ଡ,୧୦ ।୧୨: ଝାଡଖଣ୍ଡର ବୋକାରୋରେ ଥିବା କ୍ୟାମ୍ପରେ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିମାଡ ହୋଇଛି । କନେଷ୍ଟବଳଙ୍କ ଗୁଳିମାଡରେ ସହକାରୀ କମାଣ୍ଡାଣ୍ଡ ଓ ଏଏସଆଇ ମୃତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଜଣେ…

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ

ନୂଆଦିଲ୍ଲୀ,୧୦ ।୧୨: ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ଏଣିକି ପଡୋଶୀ ଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ମିଳିବ । ହିନ୍ଦୁ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ…

ଦିଲ୍ଲୀ ଅଗ୍ନିକାଣ୍ଡ, ୨ଅଭିଯୁକ୍ତଙ୍କୁ ରିମାଣ୍ଡରରେ ନେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୯ା୧୨: ଗତକାଲି ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ କୋଠାର ମାଲିକ ମହମ୍ମଦ ରେହାନ ଓ ତାଙ୍କ ମ୍ୟାନେଜର ଫୁରକାନ ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ସହ ଆଇପିସି…

କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ସିଦ୍ଧରମୈୟା

କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଆଜି ଫଳାଫଳ ଆସିଛି । ଏଥିରେ ବିଜେପି ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟ ଲାଭ କରିଛି । ଦଳର…