Browsing Category

ଦେଶ

ଦେଶର ସର୍ବବୃହତ୍ତ ଫ୍ରେଞ୍ଚ ଫ୍ରାଏଜ ପ୍ଲାଣ୍ଟର ଉଦଘାଟନ କଲେ ଅମିତ ଶାହା

ଗୁଜୁରାଟ: ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଯୁଗାନ୍ତକାରୀ ପଦକ୍ଷେପ। ଫାଲକନ ଗ୍ରୁପ ଓଡ଼ିଶାର ଉଦ୍ୟୋଗ ତାର ପ୍ରଥମ ଦେଶର ସର୍ବବୃହତ୍ତ ଫ୍ରେଞ୍ଜ ଫ୍ରାଏଜ୍ ପ୍ଲାଣ୍ଟ ସ୍ଥାପନ କରିଛି। ଯାହାର ଉଦଘାଟନ କରିଛନ୍ତି…

ଏତେ ବି ସହଜ ନୁହେଁ ‘ୱାନ୍ ନେସନ୍‌, ୱାନ୍ ଇଲେକ୍ସନ୍‌’ କରିବା: ୧ କୋଟି EVM ଓ ୩୪ ଲକ୍ଷ VVPAT ମେସିନ ପାଇଁ ଖର୍ଚ୍ଚ ହେବ ଏତିକି…

ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ (One Nation, One Election) ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଏହି ମହତ୍ୱାକାଂକ୍ଷୀ ଯୋଜନା ପାଇଁ ପ୍ରାୟ ୧ କୋଟି EVM…

ରେଳଧାରଣାରେ ବନ୍ଧା ଥିଲା କାଠ ଫାଳିଆ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ୍

ଉତ୍ତରପ୍ରଦେଶ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ୍ । ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ରେଳଧାରଣାରେ କାଠ ଫାଳିଆ ବାନ୍ଧିଥିଲା ଦୁର୍ବୃତ୍ତ। ହେଲେ ଏମରଜେନ୍ସି ବ୍ରେକ୍ ମାରି ଟ୍ରେନ୍ ଅଟକାଇଲେ…

ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତି, ସିଭିଲ୍ ଜଜ୍ ପାଇଁ ୩ ବର୍ଷର ଆଇନ ଅଭ୍ୟାସ ବାଧ୍ୟତାମୂଳକ

ନୂଆଦିଲ୍ଲୀ:  ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ନ୍ୟାୟପାଳିକାରେ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ) ଭାବରେ ଯୋଗଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ସିଭିଲ୍ ଜଜ୍ ପଦବୀରେ…

ପୁରୀ ଆସି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜ୍ୟୋତି !

ନୂଆଦିଲ୍ଲୀ:  ଗୋଟେ ପରେ ଗୋଟେ ଗୁମର ଖୋଲୁଛି। ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ଦିନକୁ ଦିନ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି।…

ଆରଜେଡି ନେତା ଚଲାଇଥିଲେ ଅଫିମ ରାକେଟ୍

ବିହାର : ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ। ଆଉ ଏହି ଡ୍ରଗ୍ସ ରାକେଟ୍ ଚଳାଉଥିଲେ ଆରଜେଡି ନେତା। ଯାହାଙ୍କ ସତ ଏବେ ସାମ୍ନାକୁ ଆସିଛି। ଗାଡ଼ି ଗାଡ଼ି ଭର୍ତ୍ତି ଅଫିମ ଆଣି ରାକେଟ୍ ଚଳାଇଥିଲେ ଆରଜେଡ଼ି ନେତା। ହଁ…

ଲଞ୍ଚ୍ ହେଲା ହୋଣ୍ଡା ରିବେଲ-500, ହାର୍ଲି-ଡେଭିଡସନକୁ ଦେବ ଟକ୍କର

ନୂଆଦିଲ୍ଲୀ: ଭାରତରେ ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଲଞ୍ଚ କଲା ତାର ନୂଆଁ କ୍ରୁଜର ବାଇକ ରିବେଲ 500 । ଏହି ଷ୍ଟାଇଲିସ୍ ଏବଂ ପାୱାରଫୁଲ୍ ବାଇକ୍‌ର ବୁକିଂ କିଛି ବିଗୱିଙ୍ଗ ଟପଲାଇନ୍ (BigWing…

Breaking: ବଢ଼ିଲା କୋଭିଡ଼ ଭୟ, ଭାରତରେ ପୁଣି କରୋନାରେ ୨ ଜଣଙ୍କ ମୃତ୍ୟୁ

ମୁମ୍ୱାଇ:  ପୁଣି କାୟା ବିସ୍ତାର କଲା କରୋନା। କୋଭିଡ 19ର ନୂଆ ଭେରିଆଣ୍ଟ ଜେଏନ୍-଼ଡଟ୍-ଓ୍ୱାନ୍ ନେଲା ୨ ଜୀବନ। ତାହା ପୁଣି ଭାରତରେ। ଯାହାକୁ ନେଇ ପୁଣିଥରେ ଦେଶରେ ଭୟ ବଢ଼ିଲାଣି। ହଁ ଏବେସୁଦ୍ଧା ଭାରତରେ ୨୫୭ ଜଣ…

(Video) ‘ତୁମନେ କିୟା ହୈ ଶୁରୁ, ମୋଦୀ କରେଗା ଖତମ’: ଅପରେସନ ସିନ୍ଦୁରକୁ ନେଇ ଗୀତ ଜାରି କଲା BJP

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଭାରତୀୟ ସେନାର ‘ଅପରେସନ ସିନ୍ଦୁର’ର ସଫଳତାକୁ ଉଦଯାପନ କରି ଏକ ନୂଆ ଗୀତ ଜାରି କରିଛି। ଏହି ଗୀତ ଭାରତୀୟ ସେନାର ସାହସିକତା ଓ ଦୃଢ଼ତାକୁ ପ୍ରଦର୍ଶନ କରୁଥିବା ବେଳେ ଦେଶର…

ଜ୍ୟୋତି ମଲହୋତ୍ରାଙ୍କ ୪୮୭ ଭିଡିଓ, ଯେଉଁଥିରେ ଥିବା ‘ରହସ୍ୟ’କୁ ଖୋଜୁଛି ଏଜେନ୍ସି : ଏହି ଘଟଣା ପରେ କିପରି ରାଡାରରେ ଆସିଲେ ?

ନୂଆଦିଲ୍ଲୀ : ହରିୟାଣାର ଜଣେ ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କର ୪୮୭ଟି ଭିଡିଓରେ ଲୁଚି ରହିଥିବା ‘ରାଜ’ ଖୋଜିବା ପାଇଁ ସୁରକ୍ଷା…