fbpx
Browsing Category

ଦେଶ

(Video) ‘ତାମିଲନାଡୁ କଦାପି ଭାରତ ମାତା ଏବଂ ଜୟ ଶ୍ରୀରାମଙ୍କୁ ସ୍ୱୀକାର କରିବ ନାହିଁ’: ଡିଏମକେ ନେତା ଏ ରାଜା

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଜନ୍ମଦିନ ପାଳନ କରୁଥିବା ଏକ ସାର୍ବଜନୀନ ସଭାରେ ତାମିଲନାଡୁର ସାଂସଦ ଏ ରାଜା ଏକ ବିବାଦୀୟ ବୟାନ ଦେଇଛନ୍ତି। ତେବେ ଏହାର କିଛି ଦିନ ପରେ ବିଜେପି ନେତାମାନେ ଏହାକୁ…

‘ରାଏବରେଲି ଡାକୁଛି…’ ନିର୍ବାଚନ ଲଢ଼ିବାକୁ ପ୍ରିୟକାଙ୍କୁ ଉତ୍ସାହିତ କଲେ ସମର୍ଥକ

ଲକ୍ଷ୍ନୌ: ଗତ ଦୁଇ ଦଶନ୍ଧି ଧରି ପୂର୍ବତନ କଂଗ୍ରସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲି ଆସନର ପ୍ରତିନିଧିତ୍ୱ କରି ଆସୁଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସଦସ୍ୟ ଅଛନ୍ତି । କଂଗ୍ରେସ ଏପର୍ଯ୍ୟନ୍ତ ରାଏବରେଲି ଆସନରୁ…

ନୂଆ ନିୟମ: ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନିଜ ଆନସର ଶିଟ୍ ନେଇ ପରୀକ୍ଷା କେନ୍ଦ୍ରକୁ ଯିବେ

ନୂଆଦିଲ୍ଲୀ: ବର୍ତ୍ତମାନ ପରୀକ୍ଷା ଋତୁ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡ ପରୀକ୍ଷା ଚାଲିଛି । ତେବେ ଏହା ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ନୂଆ ନିୟମ । ବୋର୍ଡ ପରୀକ୍ଷା ପାଇଁ…

ଗୁଗୁଲ Billing Policyରେ ପରିବର୍ତ୍ତନ, ସରକାରଙ୍କ ହସ୍ତକ୍ଷେପ ପରେ ପ୍ଲେ ଷ୍ଟୋରରେ ପୁନଃ ସାମିଲ ହେଲା ଏହି ଆପ୍

ନୂଆଦିଲ୍ଲୀ: ନିକଟରେ ଗୁୁଗୁଲ ଏହାର ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ ଆପ୍ ହଟାଇ ଦେଇଥିଲା । ଏଥିମଧ୍ୟରେ ଗୁଗୁଲର ବିଲିଂ ପଲିସିକୁ ନେଇ ବିବାଦ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ହସ୍ତକ୍ଷେପ ପରେ ପୁନଃ ଏହି ଆପ୍…

୧.୮୦ ଲକ୍ଷ ଟଙ୍କା ଦରମା ଚାହାଁନ୍ତି କି ? ତେବେ ONGCରେ ତୁରନ୍ତ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ହେବେ ସିଲେକ୍ଟ

ନୂଆଦିଲ୍ଲୀ: ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ୍ (ଓଏନଜିସି) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି  । ଏଥିପାଇଁ ଓଏନଜିସି ଗ୍ରାଜୁଏଟ୍ ଟ୍ରେନିଂ ପଦ ପାଇଁ ନିଯୁକ୍ତି ବାହାର କରିଛି  ।…

ସନ୍ଦେଶଖାଲି ମାମଲା: ମମତା ସରକାରଙ୍କୁ ମିଳିଲାନି ଆଶ୍ୱସ୍ତି, ଶୀଘ୍ର ଶୁଣାଣିର ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟ ଯାଇଥିଲେ। ଏବେ ଏହି ପ୍ରସଙ୍ଗରେ ମମତା ସରକାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ପାଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ଏହି ପ୍ରସଙ୍ଗରେ…

ରାମଲାଲାଙ୍କ ପରେ ଏବେ ଆସୁଛନ୍ତି ପ୍ରଭୁ ଭୋଳାନାଥ, ନିର୍ମାଣ ହେଉଛି ଆଉ ଏକ ଭବ୍ୟ ମନ୍ଦିର, କେବେ ପ୍ରାଣ ପ୍ରତିଷ୍ଠା ଜାଣନ୍ତୁ

ଇଟାୱା:ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାରେ ଭଗବାନ ଭୋଳାନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି । ଏହି ମନ୍ଦିର ଅଖିଳେଶ ଯାଦବଙ୍କ ପକ୍ଷରୁ ନିର୍ମାଣ କରାଯାଉଛି । ସଫାରୀ ନିକଟରେ ପ୍ରାୟ ୧୦ ବିଘା ଜମିରେ ଏହି ଭବ୍ୟ…

ଥରେ ବଟନ ଚିପିଲେ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିଯିବ: ପାଣି ଭିତରେ ଆରମ୍ଭ ହୋଇଥିବା ମେଟ୍ରୋ ଟ୍ରେନ ଦ୍ୱାରା ଜନତାଙ୍କୁ ମିଳିବ ୧୦ଟି ବଡ଼ ଫାଇଦା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକତାଠାରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଶୁଭାରମ୍ଭ କରିଛନ୍ତି । ହୁଗୁଳି ନଦୀ ତଳେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ଟନେଲ ଲମ୍ବିଥିବା ବେଳେ…

ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡରେ ବୁଧବାର ଦିନ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପ ଝଟକାର ତୀବ୍ରତା ୩.୬ ରହିଛି । ଭୂମିକମ୍ପର ଏହି ଝଟକା ବୁଧବାର ଦିନ ସକାଳ ୯ଟା ୫୫ ମିନିଟରେ ହୋଇଛି ବୋଲି ରେକର୍ଡ…

ଇତିହାସ ରଚିଲା ଭାରତ: ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଇତିହାସ ରଚିଛି ଭାରତ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି…