fbpx
Browsing Category

ଦେଶ

ଇତିହାସ ରଚିଲା ଭାରତ: ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଇତିହାସ ରଚିଛି ଭାରତ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି…

ଜଣେ ପୁରୁଷ ବା ମହିଳା ବିବାହ କରି ଅନ୍ୟ ଜଣଙ୍କ ସହ ଲିଭ-ଇନରେ ରହିପାରିବେ କି: ଏନେଇ କ’ଣ ଆଇନ ରହିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାହ ହେଉଛି ଏକ ସାମାଜିକ ବନ୍ଧନ । ଜଣେ ପୁରୁଷ ଓ ମହିଳା ପରସ୍ପରଙ୍କୁ ବିବାହ କରିବା ପରେ ସେମାନେ ଏକତ୍ର ରହିବା ନେଇ ସାମାଜିକ ସ୍ୱୀକୃତି ଲାଭ କରିଥାନ୍ତି । ଏଥିସହିତ ବିବାହ ପରେ…

ଲୋକସଭା ନିର୍ବାଚନ ପୂର୍ବରୁ ଶସ୍ତା ହେଲା CNG ଦର, କିଲୋଗ୍ରାମ ପିଛା ହ୍ରାସ ପାଇଲା ଏତିକି ଟଙ୍କା, ଜାଣନ୍ତୁ ନୂଆ ରେଟ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚଳିତ ମାସରେ ଯେକୌଣସି ଦିନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ । ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…

କାକୋରୀରେ ସିଲିଣ୍ଡର ବିସ୍ଫୋରଣ, ପରିବାରର ୫ ମୃତ, ୪ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ କାକୋରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସିଲିଣ୍ଡର ବିସ୍ଫୋରଣରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ…

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଭଉଣୀଙ୍କ ପରଲୋକ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ଆସିଛି ଏକ ବଡ଼ ଦୁଃଖ ଖବର । ଗେହଲଟଙ୍କ ବଡ଼ ଭଉଣୀ ବିମଳୀ ଦେବୀ କଚ୍ଛାବାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳଙ୍କୁ ବିମଳାଙ୍କୁ ୯୩ ବର୍ଷ ବୟସ…

ପୁଣି ବଢ଼ିଲା ପିଏମ ମୋଦୀଙ୍କ ଲୋକପ୍ରିୟତା, ୭୫ % ହେଲା ଅନୁମୋଦନ ରେଟିଂ: ୨୦୨୩ ତୁଳନାରେ ୧୦ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତା ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କୁ ୭୫ ପ୍ରତିଶତ ଅନୁମୋଦନ ରେଟିଂ ମିଳିଛି । ଅନୁମୋଦନ ରେଟିଂ ସର୍ଭେ ଏଜେନ୍ସି ଇପ୍ସୋ…

କର୍ମଚାରୀ-ପେନସନଭୋଗୀଙ୍କୁ ସରକାରଙ୍କ ହୋଲି ଉପହାର; ୫ % ବୃଦ୍ଧି ହେଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କର୍ମଚାରୀ ଓ ପେନସନଭୋଗୀଙ୍କୁ ହୋଲି ଉପହାର ଦେଇଛନ୍ତି ତ୍ରିପୁରା ସରକାର। ଡିଏ ବୃଦ୍ଧି କରିଛନ୍ତି ଘୋଷଣା । ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମାଣିକ…

(Video) ଜାଲିଆତି କରି ଭାରତୀୟଙ୍କୁ ସେନାରେ ଭର୍ତ୍ତି କରୁଛି ରୁଷ୍; ଭିଡିଓରେ ଦୁଃଖ ବଖାଣିଲେ ୭ ପଞ୍ଜାବୀ ଯୁବକ

ନୂଆଦିଲ୍ଲୀ: ରୁଷ୍ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ଭାରତୀୟଙ୍କୁ ଧୋକା ଦେଇ ସେନାରେ ଭର୍ତ୍ତି କରୁଛି ରୁଷ୍। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବା ପାଇଁ ପ୍ରଶିକ୍ଷଣ ଦେଉଥିବା ଅଭିଯୋଗ। ଭିଡିଓ ମାଧ୍ୟମରେ ଅଭେଯୋଗ…

ଭାରତରେ ପ୍ରଥମ ଥର ପାଇଁ ପାଣି ଭିତରେ ଟ୍ରେନ୍: କାଲି ଶୁଭାରମ୍ଭ

ନୂଆଦିଲ୍ଲୀ: ବିକଶିତ ଭାରତ ପାଇଁ ସଂକଳ୍ପ ନେଇଛନ୍ତି କେନ୍ଦ୍ର ସରକାର। କାରଣ ଅନ୍ୟ ଦେଶମାନଙ୍କ ଭଳି ଏବେ ଭାରତରେ ମଧ୍ୟ ଗଡିବାକୁ ଯାଉଛି ଅଣ୍ଡର ୱାଟର ମେଟ୍ରୋ ସେବା । ଏନେଇ ଏବେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ…

୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

ଓଡ଼ିଶା ଭାସ୍କର: ଖୋଲିଲା ସୋସିଆଲ ନେଟୱାର୍କ ଫେସବୁକ । ୧ ଘଣ୍ଟାରୁ ଅଧିକ ସମୟ ପରେ ପୁଣିଥରେ ତାହା ସଚଳ ହୋଇଥିବା ଦେଖିବାକୁ ମିଳିଛି। ଫେସବୁକ ସହ ଇନଷ୍ଟାଗ୍ରାମ ମଧ୍ୟ ଖୋଲିଛି। ରାତି ପ୍ରାୟ ୮ଟା ୩୦ ସମୟରେ ହଠାତ…