fbpx
Browsing Category

ଦେଶ

ଆପ୍ ନେତାଙ୍କୁ ଗୁଳି ମାଡ; ରେଳ ଫାଟକ ନିକଟରେ ପିଛା କରି ହତ୍ୟା

ଓଡ଼ିଶା ଭାସ୍କର: ପଞ୍ଜାବର ତରନ ତାରନ୍ ଜିଲ୍ଲାରେ ଆମ୍ ଆଦମୀ ପାର୍ଟି (ଆପ୍)ର ଜଣେ ନେତାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାରୀମାନେ ପ୍ରଥମେ କାରକୁ ପିଛା କରିଥିଲେ । ରେଳ ଫାଟକ ବନ୍ଦ ଥିବାରୁ…

(Video) ସୁରଭି ଚନ୍ଦନାଙ୍କ ହାତରେ ଲାଗିଲା ଏହି ବିଜନେସମ୍ୟାନଙ୍କ ନାମର ମେହେନ୍ଦୀ, ଫ୍ୟାମିଲି ସହ ରାଜସ୍ଥାନରେ ପହଞ୍ଚିଲେ ଅଭିନେତ୍ରୀ

ଜୟପୁର: ସୁରଭୀ ଚନ୍ଦନା ଏବଂ କରଣ ଶର୍ମା ୨ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ । ସୁରଭି ଚନ୍ଦନା ନିଜ ସ୍ୱାମୀ କରଣ ଶର୍ମାଙ୍କ ନାମ ମେହେନ୍ଦୀ କରିଛନ୍ତି । ତେବେ ସୋସିଆଲ ମିଡିଆରେ ମେହେନ୍ଦୀ ସେରିମନିର ଭିଡିଓ…

PayTmରୁ ଅଲଗା ହେବ PayTm Payments Bank: ସରିଲା Inter-Company Agreement

ନୂଆଦିଲ୍ଲୀ: PayTm Payments Bank ଉପରେ ରିଜର୍ଭ ବ୍ୟାଙକର କାର୍ଯ୍ୟାନୁଷ୍ଠାନ ପରେ ଏହି ସର୍ଭିସକୁ ଲାଗିଛି ଶକ୍ତ ଝଟକା । ଅନଲାଇନ ପେମେଣ୍ଟ ଆପ୍ ପେଟିଏମ ଏବଂ ମଧ୍ୟ ପେଟିଏମ ପେମେଣ୍ଟ ବ୍ୟାଙ୍କର ହାତ ଛାଡ଼ିବା ପାଇଁ…

ବିବାହ କରିବାକୁ ଯାଉଛନ୍ତି ପ୍ରିୟଙ୍କାଙ୍କ ସୁପୁତ୍ର! ଏହି ଭାଇରାଲ ଖବର ଉପରେ ମୁହଁ ଖୋଲିଲେ ରେହାନ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅଙ୍କର ବିବାହ ହେବାକୁ ଯାଉଛି । ଏହାକୁ ନେଇ ରାଜସ୍ଥାନରେ ବିଶେଷ ପ୍ରସ୍ତୁତି ହେଉଛି । ତେବେ ମିଡିଆରେ ଏହା ଉପରେ ଚାଲିଥିବା ଆଲୋଚନା ଉପରେ ଭଦ୍ରା…

ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ବିରୋଧରେ କୋର୍ଟ ଶୁଣାଇଲେ ଦଣ୍ଡ: ଲୋକସଭା ନିର୍ବାଚନ ପୂର୍ବରୁ ଝଟକା

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଉତ୍ତରପ୍ରଦେଶର ମେରଠ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ଏମପି-ଏମଏଲଏ କୋର୍ଟ ଦଣ୍ଡ ଶୁଣାଣି…

ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟରେ ମୁସଲିମ୍ ପକ୍ଷ କଲେ ଏପରି ଦାବୀ, ତୁରନ୍ତ ମାନିଗଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଚରେ ଶୁଣାଣୀ ହୋଇଛି । ଜ୍ଞାନବ୍ୟାପି ମାମଲାରେ ମୁସଲିମ୍ ପକ୍ଷ ଆହ୍ଲାବାଦ ହାଇକୋର୍ଟଙ୍କ ୧୯ ଡିସେମ୍ବର ଆଦେଶ…

ଆରଜେଡି ବିଧାୟକ ଭରତ ବିନ୍ଦ ଏନଡିଏରେ ସାମିଲ: ବର୍ତ୍ତମାନ ସୁଦ୍ଧା ୫ ଜଣ ବିଧାୟକ ଦଳ ଛାଡ଼ି ସାରିଲେଣି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ସ୍ଥିତି ସେତିକି ସରଗରମ୍ ହେବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୋଟିଏ ପଟେ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ…

(Video) ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣ, ୪ ଜଣ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣ ଘଟିବା ଖବର ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ୪ ରୁ ୫ ଜଣ ଆହତ ହୋଇଛନ୍ତି ବୋଲି ଜଣାପଡିଛି । ହଠାତ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ…

୪୦୦ ଆସନ ଜିତିବା ବିଜେପିର ଲକ୍ଷ୍ୟ: ଲାଗୁ ହୋଇପାରେ ‘ନୋ-ରିପିଟ୍’ ଫର୍ମୂଲା, ୭୦ ଜଣ ସାଂସଦଙ୍କ ଟିକେଟ କଟିପାରେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ସେନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନିର୍ବାଚନରେ ଦଳ ୩୭୦ଟି ଆସନରେ…

ଭାରତୀୟ ଯୁବକଙ୍କ ପାଇଁ ଦ୍ୱାର ଖୋଲିଲେ ୧୫ ଟି ଦେଶ : ବିଦେଶରେ ଚାକିରି ପାଇଲେ ୨୬ ହଜାର ଯୁବକ

ନୂଆଦିଲ୍ଲୀ: ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମିଶନରେ ଦକ୍ଷତା ତାଲିମ ନେଇ ଯୁବକମାନେ ବିଦେଶରେ ଟଙ୍କା ରୋଜଗାର କରୁଛନ୍ତି । ଆନ୍ତର୍ଜାତୀୟ ଭ୍ରମଣର ଏହି ପଦକ୍ଷେପ ଅନୁଯାୟୀ, ଗତ ଦେଢ଼ ବର୍ଷରେ ୨୬ ହଜାରରୁ ଅଧିକ ଯୁବକ…