fbpx
Browsing Category

ଦେଶ

Jioର ଧମାକାଦାର ରିଚାର୍ଜ ପ୍ଲାନ: ପ୍ରତିଦିନ ୮ ଟଙ୍କା ଖର୍ଚ୍ଚରେ ଅନଲିମିଟେଡ କଲିଂ ସହିତ ୨ଜିବି ଡାଟା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଦୀର୍ଘ ବୈଧତା ସହିତ ଏକ ଯୋଜନା ଅଫର କରୁଛି। ଏହି ପ୍ରିପେଡ୍ ଯୋଜନାରେ, ଉପଭୋକ୍ତାମାନେ ଅନଲିମିଟେଡ କଲିଂ ସହିତ ଦୈନିକ ୨ ଜିବି…

ଇଣ୍ଟେଲ ଇଣ୍ଡିଆର ପୂର୍ବତନ ଚିଫ ଅବତାର ସାଇନିଙ୍କର ଦୁର୍ଘଟଣାରେ ମୃତ୍ୟୁ, ସାଇକେଲ ଚଲାଇବା ସମୟରେ କ୍ୟାବ ମାରିଲା ଧକ୍କା

ନୂଆଦିଲ୍ଲୀ: ସଫ୍ଟୱେବର ପ୍ରସ୍ତୁତ କରୁଥିବା ବରିଷ୍ଠ କମ୍ପାନୀ ଇଣ୍ଟେଲର ପୂର୍ବତନ ପ୍ରମୁଖ ଅବତାର ସାଇନିଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅଧିକାରୀ କହିଛନ୍ତି ଯେ, ନାଭି ମୁମ୍ବାଇରେ ସାଇକେଲ ଚଳାଉଥିବା ସମୟରେ…

‘ଭରଣ-ପୋଷଣ ରାଶି ପାଇଁ ହକଦାର ହେବେନି ପତ୍ନୀ’: maintenance କୁ ନେଇ ହାଇକୋର୍ଟଙ୍କ ବଡ଼ ଶୁଣାଣି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ରାଞ୍ଚି: ସ୍ୱାମୀଙ୍କ ଠାରୁ ସ୍ତ୍ରୀ ଅଲଗା ରହିବା କ୍ଷେତ୍ରରେ ସ୍ୱାମୀଙ୍କୁ ଯେଉଁ ଭରଣ-ପୋଷଣ ରାଶି ଦେବାକୁ ପଡେ ଏନେଇ ଏକ ବଡ଼ ନିଷ୍ପତ୍ତି ଝାରଖଣ୍ଡ ହାଇକୋର୍ଟ ନେଇଛନ୍ତି । ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ, ଯଦି…

ମହଙ୍ଗା ପଡିଲା ହ୍ବିଲ ଚେୟାର: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା DGC

ନୂଆଦିଲ୍ଲୀ : ହ୍ବିଲ ଚେୟାର ଯୋଗୁଁ ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ ଟଙ୍କାର ଜରିମାନା। ହ୍ବିଲ ଚେୟାର ନ ମିଳିବା ଯୋଗୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ…

ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଫିସର ତଥା ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମ ବେଙ୍ଗାଲୁର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା। ତେବ ଏହି ଖବର କନ୍ନଡ଼…

କ୍ୟାବିନେଟ୍‌ରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ମଞ୍ଜୁରୀ , ୧ କୋଟି ଘରର ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରେସ୍ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳିକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ଜରିଆରେ…

କ’ଣ ଆପଣଙ୍କର ଦୁଇରୁ ଅଧିକ ପିଲା ଅଛନ୍ତି କି ? ତେବେ ମିଳିବନି ସରକାରୀ ଚାକିରି

ନୂଆଦିଲ୍ଲୀ: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ସହ ସରକାରୀ ଚାକିରି ପାଇଁ ଦୁଇ ଶିଶୁ ନୀତି ବାଧ୍ୟତାମୂଳକ କରାଯାଇଛି। ଏ ନେଇ ସୁପ୍ରିମକୋର୍ଟରୁ ମଞ୍ଜୁରୀ ମିଳିଛି। ସରକାରୀ ଚାକିରି ଖୋଜୁଥିବା…

(Video)‘ମୋ ସ୍ୱାମୀ ତ ହିରୋ ଥିଲେ..’, ଘର ଉପରେ ବୁଲଡୋଜର ଚାଲିବା ପରେ ଏପରି କହିଲେ ର‌୍ୟାଟ ମାଇନରଙ୍କ ପତ୍ନୀ

ନୂଆଦିଲ୍ଲୀ:ଦିଲ୍ଲୀ ବିକାଶ ପ୍ରାଧିକରଣ(ଡିଡିଏ)ର ବିଧ୍ୱଂସ ଅଭିଯାନ ଜରିଆରେ ସେହି ର‌୍ୟାଟ୍ ମାଇନରଙ୍କ ଘର ଉପରେ ବୁଲଡୋଜର ଚଲାଇ ଭାଙ୍ଗି ଦିଆଗଲା ଯିଏ କି ଗତ ବର୍ଷ ଉତ୍ତରାଖଣ୍ଡ ଉତ୍ତରକାଶୀରେ ସିଲ୍କୟାରା ସୁଡଙ୍ଗରେ ଫସି…

ତୃଣମୂଳ କଂଗ୍ରେସ ପାର୍ଟୀରୁ ସସପେଣ୍ଡ ହେଲେ ଶାହଜାହାନ୍ ଶେଖ, ମାମଲାକୁ ନେଇ ହାଇକୋର୍ଟରେ ପହଞ୍ଚିଲା ED

କଲିକତା: ସନ୍ଦେଶଖାଲି କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହଜାହାନ୍ ଶେଖ ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ଏକ ବଡ ଆକ୍ସନ ନେଇଛନ୍ତି । ମମତା ସରକାର ଶାହାଜାହାନ ଶେଖ ମାମଲାର ଯାଞ୍ଚ ପାଇଁ ସିଆଇଡିଙ୍କୁ…

କୃଷକଙ୍କ ଲାଗି ପଶୁଧନ ହେବ ଆୟର ବଡ ମାଧ୍ୟମ, ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଚାରା ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ପଶୁମାନଙ୍କୁ ଭଲ ଓ ଗୁଣବତ୍ତା ବିଶିଷ୍ଟ ଆହାର ଦେବା ପାଇଁ ମୋଦୀ ସରକାର ଚାରା ବ୍ୟାଙ୍କ ନିର୍ମାଣ କରିବାକୁ ଯାଉଛନ୍ତି । ଗାଈ, ମଇଁଷି,ଛେଳି, ଗଧ, ଓଟ, ଘୋଡା ଆଦି ବିଭିନ୍ନ ପଶୁଙ୍କ ସଂଖ୍ୟା ହିସାବରେ…