fbpx
Browsing Category

ଦେଶ

‘ଭାରତ ଟେକ୍ସ’ ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଟେକ୍ନୋଲଜି ସହିତ ସଂସ୍କୃତିକୁ ଯୋଡୁଛି ଏହାର ସୂତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଫେବୃୟାରୀ ୨୬ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ‘ଭାରତ ଟେକ୍ସ’ର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ବସ୍ତ୍ର କ୍ଷେତ୍ରରେ ଜଡିତ…

ଚେୟାରରେ ବସିଥିଲେ ପତ୍ନୀ, ଛାତିରେ ଗୁଳି ମାରି ହତ୍ୟା କଲା ସ୍ୱାମୀ, ଲୋମ ଟାଙ୍କୁରି ଦେବ ଏହି ଘଟଣା (Video)

ନୂଆଦିଲ୍ଲୀ: ରାଜସ୍ଥାନର ଫଲୋଦିି ଜିଲ୍ଲାରେ ଜଣେ ମେଡିକାଲ ବ୍ୟବସାୟୀ ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ମହିଳାଙ୍କ ନାମ ଅନାମିକା ବିଷ୍ଣୁ ବୋଲି କୁହାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ…

ବିଜେପି ଏବଂ ଶିବସେନା ସହ କାହିଁକି ହାତ ମିଳାଇଲେ ? ଅଜିତ ପାୱାରଙ୍କ ବଡ଼ ଖୁଲାସା

ମୁମ୍ବାଇ: ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର ବିଜେପି ଏବଂ ଶିବସେନା ସହ ହାତ ମିଳାଇବାର କାରଣ ସ୍ପଷ୍ଟ କରିଛନ୍ତି । ଫେବୃଆରୀ ୨୫ ବିଳମ୍ବିତ ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ବିବୃତ୍ତି ପ୍ରକାଶ…

ଆଜି ମଧ୍ୟ ଇଡିର ଜେରା ପାଇଁ ଯିବେନି ଅରବିନ୍ଦ କେଜ୍ରିୱାଲ, AAP କହିଲା- କୋର୍ଟଙ୍କ ଶୁଣାଣି ପାଇଁ ଅପେକ୍ଷା କରନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡି କାର୍ଯ୍ୟାଳୟକୁ ଯିବେ ନାହିଁ। ଆମ୍ ଆଦମୀ ପାର୍ଟି କହିଛି ଯେ, ଏହି ମାମଲା କୋର୍ଟରେ ଅଛି। ମାର୍ଚ୍ଚ ୧୬ ରେ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।…

୫ ପ୍ରତିଶତ ତଳେ ଦେଶର ଦାରିଦ୍ର୍ୟ ହାର, NITI ଆୟୋଗ ରିପୋର୍ଟରୁ ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର । ଦେଶରେ ଦାରିଦ୍ର‌୍ୟ ଦୃତ ଗତିରେ ହ୍ରାସ ପାଉଛି । NITI ଆୟୋଗ ରିପୋର୍ଟରୁ ଏହା ପ୍ରକାଶ ପାଇଛି । ଭାରତର ଦାରିଦ୍ର‌୍ୟ ସ୍ତର ୫%ରୁ ତଳକୁ ଖସିଛି । ଏହା ଉଭୟ…

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପକ୍ଷଙ୍କ ଜାରି ରହିବ ପୂଜା ପାଠ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବ୍ୟାସଙ୍କ ତହଖାନାରେ ପୂଜାକୁ ନେଇ ଆହ୍ଲାବାଦ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ମୁସଲିମ ପକ୍ଷଙ୍କ ଅଦେବନକୁ ଖାରଜ କରିଛନ୍ତି ଏବଂ କହିଛନ୍ତି ଯେ, ତହଖାନାରେ ପୂଜା ପାଠ ଜାରି ରହିବ । ଗତ କିଛି…

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁମାନେ ପୂଜା କରିବେ ନା ନାହିଁ, ଆଜି ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ: ବାରଣାସୀରେ ଜ୍ଞାନବ୍ୟାପୀର ତେହଖାନାରେ ହିନ୍ଦୁପକ୍ଷଙ୍କ ପୂଜା କରିବା ସମ୍ବନ୍ଧୀୟ ପିଟିସନ ଉପରେ ଆଜି ଆହ୍ଲାବାଦ ହାଇକୋର୍ଟ ଶୁଣାଣି କରିବେ । ଜ୍ଞାନବ୍ୟାପୀର ତେହଖାନାରେ ହିନ୍ଦୁମାନଙ୍କୁ ପୂଜା କରିବା ପାଇଁ…

୪ ଜଣ MLA ଦଳ ଛାଡ଼ିଲେ: କଂଗ୍ରେସର ୨ ଓ NPPର ୨ ବିଧାୟକ ବିଜେପିରେ ସାମିଲ୍

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ…

ବୈଜ୍ଞାନିକଙ୍କ ସତର୍କବାଣୀ: ଏଥର ରେକର୍ଡ ଭାଙ୍ଗିବ ତାତି

ଭୁବନେଶ୍ୱର: ଚଳିତବର୍ଷ ରେକର୍ଡ ଭାଙ୍ଗିବ ତାତି । ଏପରି ଏକ ସତର୍କବାଣୀ ଦେଇଛନ୍ତି ବୈଜ୍ଞାନିକ । ସେମାନଙ୍କ ତଥ୍ୟ ଅନୁଯାୟୀ ଗତବର୍ଷର ତାତି ୧ଲକ୍ଷ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ଚଳିତବର୍ଷର ରୌଦ୍ରତାପ ବିଗତ ବର୍ଷର…

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ

ପାଟଣା: ରବିବାର ବିହାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ବିହାର କଇମୁର ଜିଲ୍ଲାରେ ଏନ୍‌ଏଚ୍‌-୨ରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।…