fbpx
Browsing Category

ଦେଶ

୫ ଲକ୍ଷ କୃଷକଙ୍କ ଋଣର ସୁଧ ଓ ପେନାଲ୍ଟୀ ଛାଡ଼ କଲେ ସରକାର: କୃଷକ ଆନ୍ଦୋଳନ ମଧ୍ୟରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣାର ସୀମାରେ ଗତ ୧୦ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ ଜଣେ ୨୧ ବର୍ଷୀୟ କୃଷକ…

NPS ରେ ନିବେଶ କରିବା ଏବେ ଆହୁରି ହେବ ସୁରକ୍ଷିତ, PFRDA ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ: ଏନପିଏସର ପରିଚାଳନା କରୁଥିବା ସରକାରୀ ସଂସ୍ଥା ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଟ ଡେଭଲପମେଣ୍ଟ ଅଥୋରିଟୀ ପକ୍ଷରୁ ନେସନାଲ ପେନସନ ସିଷ୍ଟମକୁ ନେଇ ନୂଆ ନିୟମ ଜାରି କାରିଛି । ଏବେ ସିଆରଏ ସିଷ୍ଟମରେ ଟୁ…

ଲୋକସଭା ନିର୍ବାଚନକୁ ନେଇ ଆସିଲା ବଡ ଖବର, ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିବ ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ବିଜେପି ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିବ । ଏଥିରେ ୧୦୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ସାମିଲ ରହିବ…

BIG BREAKING…ସନ୍ଦେଶଖାଲି ମାମଲା: ଅଭିଯୁକ୍ତ ଶେଖଙ୍କ ଭାଇଙ୍କ ଘରେ ନିଆଁ ଲଗାଇଦେଲେ ସ୍ଥାନୀୟ ଲୋକେ

କୋଲକାତା: ପଶ୍ଚିମବଙ୍ଗରେ ସନ୍ଦେଶଖାଲି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଶୁକ୍ରବାର (ଫେବ୍ରୁଆରି ୨୩, ୨୦୨୪) ଦିନ ସେଠାକାର ଲୋକମାନେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ (ଟିଏମସି)…

ୱାଇଏସ ଶର୍ମିଲା ରେଡ୍ଡୀ ଗିରଫ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପ୍ରଦେଶ କଂଗ୍ରେସ କମିଟିର ସଭାନେତ୍ରୀ ୱାଇଏସ ଶର୍ମିଲା ରେଡ୍ଡୀ ଗିରଫ ହୋଇଛନ୍ତି । ଶର୍ମିଲାଙ୍କ ସହିତ କଂଗ୍ରେସ ଦଳର ୪୦ ଜଣ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ରାଜ୍ୟରେ…

୫୬ ପଇସା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ ଆଉ କେଉଁଥିରେ କେତେ କମିଛି ଦର

ନୂଆଦିଲ୍ଲୀ: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି ଏବଂ Brent Crude Oil ମୂଲ୍ୟ ପ୍ରାୟ ୮୪ ଡଲାରରେ ପହଞ୍ଚିଛି। ଏହି ସମୟରେ ସରକାରୀ ତୈଳ କମ୍ପାନୀଗୁଡିକ ଶୁକ୍ରବାର ସକାଳେ ଛାଡିଥିବା…

ବିଜେପି ବିଧାୟକ ରାଜେନ୍ଦ୍ର ପାଟନୀଙ୍କ ପରଲୋକ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ କୃଷକଙ୍କ ପରିବାରକୁ ମିଳିବ ୧ କୋଟି ଟଙ୍କା, ଭଉଣୀଙ୍କୁ ମିଳିବ ସରକାରୀ ଚାକିରି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ଥମି ନଥିବା ବେଳେ ଏ ନେଇ ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକ ଶୁଭକରଣଙ୍କ ପରିବାରକୁ ୧ କୋଟି…

ରେଲୱେ ପକ୍ଷରୁ ବିଜ୍ଞପ୍ତି: ଜୁନିୟର କ୍ଲର୍କ, ସିନିୟର କ୍ଲର୍କ, ହେଲପର ଓ ପିଅନ ପଦରେ ଦିଆଯିବ ନିଯୁକ୍ତି, ଫେବୃଆରୀ ୨୯ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଅନେକ ପଦ ପୂରଣ ପାଇଁ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଫେବୃଆରୀ ୨୯ ତାରିଖ ସୁଦ୍ଧା ଆବେଦନ…

ଆସିଲା ପୁଣି ଏକ ରିପୋର୍ଟ: ୪୦ ହଜାରରୁ ଅଧିକ ନୂଆ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବ ଆଇଟି ସେକ୍ଟର

ନୂଆଦିଲ୍ଲୀ: ସମସ୍ତ ଫ୍ରେଶର୍ସଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆଇଟି ସେକ୍ଟରରେ ପୁଣି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ଆଗାମୀ ୬ ମାସ ମଧ୍ୟରେ ୪୦ ହଜାରରୁ ଅଧିକ ନୂଆ ଯୁବକଙ୍କୁ ଚାକିରି ପ୍ରଦାନ କରଯିବ ।…