fbpx
Browsing Category

ଦେଶ

(Video) ୯ମ ଶ୍ରେଣୀରେ ପଢ଼ା ହେଉଛି କେମିିତି ହୁଏ ପ୍ରେମ, ଧୋକା ଖାଇଲେ କ’ଣ କରିବେ? ସେ ନେଇ ରହିଛି ପାଠ…

ଭୁବନେଶ୍ୱର: ଏଣିକି ସ୍କୁଲ ବହିରେ ବି ପ୍ରେମକୁ ନେଇ ପଢ଼ା ଯିବ ପାଠ। ପ୍ରେମକୁ ବହିରେ ପଢ଼ି ସିଖିବେ ଛାତ୍ରଛାତ୍ରୀ । ବୟସ ନହୋଇ ପ୍ରେମ କରୁଥିବା ପିଲାଙ୍କ ପାଇଁ ରହିଛି ଏହି ପୁରା ବିଷୟ । କେମିତି ପ୍ରେମ ହୁଏ କେମିତି…

ଏକ ବିରଳ ଘଟଣା! ଛାତିର ଡାହାଣ ପଟେ ରହିଥିଲା ‘ହୃଦୟ’, ଉକ୍ତ ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର

ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷର ଶରୀରର ଛାତିର ବାମ ପଟେ ହୃଦୟ ବା ଦିଲ୍ ରହିଥାଏ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଯଦି ଜଣଙ୍କର ଛାତିର ଡାହାଣ ପଟେ ହୃଦୟ ରହିଥିବ ତେବେ ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଫିଲ୍ମ ‘ତେରି ବାତ୍ ମେଁ ଏସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ଶାହିଦ କପୁର

ମୁମ୍ବାଇ: ବଲିଉଡ୍ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାହିଦ କପୁର ତାଙ୍କର ଆଗାମୀ ଫିଲ୍ମ 'ତେରି ବାତ୍ ମେଁ ଏସା ଉଲଝା ଜିଆ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶଉତ୍ସାହ…

ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ୍‌

ରାଞ୍ଚି: ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ଚାଲିଥିବା ରାଜନୈତିକ ହଟଚମଚର ଅନ୍ତ ହୋଇଛି । ହେମନ୍ତ ସୋରେନଙ୍କ ସ୍ଥାନରେ ଚମ୍ପଇ ସୋରେନଙ୍କୁ ଝାଡ଼ଖଣ୍ଡର ଦାୟୁତ୍ୱ ଦିଆଯିବ । ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଦଶମ-ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଲା CBSE; ୧୦ମ’ରେ ୩ଟି ଭାଷା ଓ ୭ଟି ଅତିରିକ୍ତ ବିଷୟ ସାମିଲ୍

ନୂଆଦିଲ୍ଲୀ: ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)। ଦଶମ ଶ୍ରେଣୀରେ ଦୁଇଟି ଭାଷା ଅଧ୍ୟୟନରୁ ତିନୋଟି କରାଯାଇଛି, ଯେଉଁଥିରେ…

ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଆଇଜିସିଏମଆଇଏଲ୍ ସହ ଇଣ୍ଡିଆନ୍ ଅଏଲ୍‌ର ପ୍ରଥମ କାରବାର; ଭାରତକୁ ବିଦେଶୀ ପୁଞ୍ଜି ଆଣିବା ରହିଛି ଲକ୍ଷ୍ୟ

ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ୍, ଆଇଓସି ଗ୍ଲୋବାଲ୍ କ୍ୟାପିଟାଲ ମ୍ୟାନେଜମେଣ୍ଟ ଆଇଏଫ୍ଏସ୍ସି ଲିମିଟେଡ୍ (ଆଇଜିସିଏମଆଇଏଲ୍)ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ଆଜି ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଏହାର…

GDPର ଅର୍ଥ ବୁଝାଇଲେ ଶଶି ଥରୁର, ଲୋକସଭା ନିର୍ବାଚନୀ ଫଳାଫଳକୁ ନେଇ କହିଲେ ‘ପିକଚର ଅଭି ବାକି ହୈ’

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିସହିତ ଆସନ୍ତା ଲୋକସଭା ନିର୍ବାଚନ ଯେକୌଣସି ସମୟରେ ଘୋଷଣା କରାଯାଇପାରିବ। ପୁଣି ଥରେ କେନ୍ଦ୍ରରେ କ୍ଷମତାରେ…

ଭକ୍ତି ସହ ଖଜାନାରେ ଦାନବାକ୍ସ ଭରିଦେଲେ ରାମଲଲାଙ୍କ ୨୫ ଲକ୍ଷ ଭକ୍ତ, ପ୍ରତିଦିନ ୨ଥର ଖାଲି କରିବାକୁ ପଡୁଛି ହୁଣ୍ଡି

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରତିଷ୍ଠା ହେବାର ୧୧ ଦିନ ବିତିଗଲାଣି। ପ୍ରାଣପ୍ରତିଷ୍ଠା ସମାରୋହ ପରଠାରୁ ପ୍ରାୟ ୨୫ ଲକ୍ଷ ଭକ୍ତ ରାମ ଜନ୍ମଭୂମି ପରିଦର୍ଶନ କରିଛନ୍ତି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର କହିଛନ୍ତି ଯେ, ଗତ…

କଂଗ୍ରେସ ସାଂସଦଙ୍କ ବୟାନକୁ ନେଇ ବିବାଦ; ‘ଦକ୍ଷିଣ ରାଜ୍ୟମାନଙ୍କୁ ନେଇ ତିଆରି ହେବ ଅଲଗା ଦେଶ’

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ସାଂସଦ ଡିକେ ସୁରେଶ ଦକ୍ଷିଣ ରାଜ୍ୟଗୁଡ଼ିକ ପାଇଁ ଅଲଗା ଦେଶ ଦାବିକୁ ଅନିବାର୍ଯ୍ୟ ବୋଲି କହି ନୂଆ ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ…

MS Dhoniଙ୍କ କମ୍ପାନୀରେ ଚଢାଉ କରୁଛି ED: IPL-2024 ଉପରେ ପଡ଼ିବ କି ପ୍ରଭାବ?

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଧୋନୀ କାମ କରୁଥିବା କମ୍ପାନୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢାଉ କରୁଥିବା ଜଣାଯାଇଛି । ରିପୋର୍ଟ ଅନୁସାରେ,…