fbpx
Browsing Category

ଦେଶ

ଉତ୍ତରକାଶୀ ଟନେଲରେ ପୁଣି ହେବ ନିର୍ମାଣ କାର୍ଯ୍ୟ: ସୁଧୁରିବ ରୋଜଗାର ଏବଂ ବ୍ୟବସାୟ ସ୍ଥିତି

ନୂଆଦିଲ୍ଲୀ: ପୁଣିଥରେ ଚଳଚଞ୍ଚଳ ହୋଇ ଉଠିବ ଉତ୍ତରକାଶୀ ଟନେଲ । ବିରାଟ ଦୁର୍ଗଟଣା ପରେ ଏବେ ପୁଣିଥରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନୁମତି ମଧ୍ୟ ମିଳି ସାରିଛି…

ଥମୁନି ହନୁମାନ ପତାକା ବିବାଦ: ଜନତା- ସରକାରଙ୍କ ମଧ୍ୟରେ ଚାଲିଛି ଟଣାଓଟାରା

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା ସ୍ଥିତ ଏକ ଗାଁରେ ଧାର୍ମିକ ପତାକାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ବିପକ୍ଷ ଦଳର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନି ED

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏନେଇ ଏୟାରପୋର୍ଟକୁ ଆଲର୍ଟ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ…

ସାମ୍ନାକୁ ଆସିଲା ବଡ଼ ଧରଣର ହନିଟ୍ରାପ୍ ମାମଲା; ସାମ୍ବାଦିକ, ପୋଲିସ କର୍ମଚାରୀଙ୍କ ସମେତ ୪ ଗିରଫ

ମୁମ୍ୱାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ହନିଟ୍ରାପ୍ ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ମହିଳା ଫେରାର ଥିବା କୁହାଯାଉଛି। ଏହି ୪ ଜଣଙ୍କୁ ନାଗପୁରରୁ ଗିରଫ କରାଯାଇଛି।…

କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ୍: ଦେଶର ୩୦ଟି ସହର ହେବ ଭିକାରି ମୁକ୍ତ, ଲଞ୍ଚ ହେବ ଜାତୀୟ ପୋର୍ଟାଲ ଓ ମୋବାଇଲ ଆପ୍

ନୂଆଦିଲ୍ଲୀ: ଦେଶକୁ ଭିକାରି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପ୍ଲାନ କରିଛନ୍ତି । ଦେଶର ୩୦ଟି ସହର ଭିକାରି ମୁକ୍ତ ହେବ । ଏଥିପାଇଁ ଜାତୀୟ ପୋର୍ଟାଲ ଓ ମୋବାଇଲ ଆପ୍ ଲଞ୍ଚ କରାଯିବ । ୨୦୨୬ ମସିହା ସୁଦ୍ଧା…

ମାଳଦ୍ୱୀପ: ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ମୁଖ୍ୟ ବିରୋଧୀ ଦଳ

ନୂଆଦିଲ୍ଲୀ: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ 'ଏମ୍ଡିପି' ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ସନ୍ ଇଣ୍ଟରନ୍ୟାସନାଲର ଖବର…

ମହିଳାଙ୍କୁ ମିଳିବ ବଡ଼ ଫାଇଦା: ମୋଦୀ ସରକାର ବଦଳାଇଲେ Family Pension ନିୟମ

ନୂଆଦିଲ୍ଲୀ: ଫ୍ୟାମିଲି ପେନସନ ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ମହିଳା କର୍ମଚାରୀଙ୍କ ପତିଙ୍କ ପରିବର୍ତ୍ତେ ସେମାନଙ୍କ ସନ୍ତାନ କିମ୍ବା ପାରିବାରିକ ପେନସନ ପାଇଁ ନାମାଙ୍କିତ କରିବା…

୨୦୨୪ରେ ମୋଦୀ କ୍ଷମତାକୁ ଆସିଲେ ଦେଶରେ ଆଉ ନିର୍ବାଚନ ହେବ ନାହିଁ; ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହି ଲୋକସଭା ନିର୍ବାଚନ ଦେଶର ଶେଷ ନିର୍ବାଚନ ହେବ। ସୋମବାର ଓଡ଼ିଶାରେ ଏକ ସଭାରେ ଖାର୍ଗେ କହିଛନ୍ତି,…

ଲୁହା ସ୍କେଲରେ ଆଖି ଫଟାଇଦେଲେ ମାଡାମ: ଏମ୍ସ ହସ୍ପିଟାଲରେ ହେଲା ଛାତ୍ରଙ୍କ ସର୍ଜରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ପରିସର ଘୋଷଣା କରାଯାଇଛି । ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରକାର ଦଣ୍ଡ ଦେଇପାରିବେ ନାହିଁ ବୋଲି ଶିକ୍ଷା ବିଭାଗ…

CAA-UCC ଲାଗୁ ହେଲେ ଦେଶରେ କ’ଣ ସବୁ ବଦଳିବ: ସରଳ ଭାଷାରେ ଆସନ୍ତୁ ବୁଝିବା

ନୂଆଦିଲ୍ଲୀ: ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଓ ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୂର୍ବରୁ ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି…