fbpx
Browsing Category

ଦେଶ

କାଲି ସନ୍ଧ୍ୟାରେ ନୂଆ ସରକାରଙ୍କ ଶପଥ ଗ୍ରହଣ: ରାଜ ଭବନରେ ପହଞ୍ଚିଲେ ବିଜେପିର ବରିଷ୍ଠ ନେତା

ପାଟନା : ବିହାରରେ ନୀତୀଶ କୁମାରଙ୍କ ସରକାର ପୁଣି ଥରେ ଗଠନ ହେବାକୁ ଯାଉଛି । କୁହାଯାଉଛି ଯେ, ମହା-ଗଠବନ୍ଧନ ସହ ସମ୍ପର୍କ ଭାଙ୍ଗିବା ପରେ ସେ ବର୍ତ୍ତମାନ ଏନଡିଏ କ୍ୟାମ୍ପରେ ଯୋଗଦେବେ । ତେବେ ନିଶ୍ଚିତ ଭାବେ ମିଳିତ…

INDvsENG ଟେଷ୍ଟ: ପ୍ରଥମ ଇନିଂସରେ ୪୩୬ ରନରେ ସୀମିତ, ୧୯୦ ରନରେ ଆଗୁଆ ଭାରତ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ହାଇଦ୍ରାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍ କରିଛି। ରବୀନ୍ଦ୍ର ଜାଦେଜା, କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡ ଉପରେ…

ବିଜେପି ଆରମ୍ଭ କଲା ଅପରେସନ ଲୋଟସ୍ ୨.୦, ଆପ୍ ବିଧାୟକଙ୍କୁ ଦେଲା ୨୫ କୋଟିର ଅଫର: କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍‌)ର ମୁଖ୍ୟ ସଂଯୋଜକ ଶନିବାର ବିଜେପି ଉପରେ ଦିଲ୍ଲୀରେ ଅପରେସନ୍ ଲୋଟସ୍ ୨.୦ ଆରମ୍ଭ କରାଯିବାର ଅଭିଯୋଗ କରିଛନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି କି…

JDU-RJD ମଧ୍ୟରେ ଫାଟ ସୃଷ୍ଟି ହେବାର କାରଣ କ’ଣ: ନୀତିଶ କାହିଁକି ପୁଣି ଥରେ BJP ସହ ହାତ ମିଳାଇବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତା’ ପୂର୍ବରୁ ଅଚାନକ ବିହାର ରାଜନୀତିରେ ଏକ ବଡ଼ଧରଣର ହଲଚଲ୍ ଦେଖିବାକୁ ମିଳିଛି । ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହ ମେଣ୍ଟ କରି ରାଜ୍ୟରେ ସରକାର…

ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ବୈଠକ ଡାକିଲା ବିଜେପି

ନୂଆଦିଲ୍ଲୀ: ବିହାରରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ବିଜେପି ନିଜ ସାଂସଦ ଓ ବିଧାୟକମାନଙ୍କୁ ନେଇ ଏକ ବୈଠକ ଡାକିଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଆଲୋଚନା ହେବ। ଏହି ବୈଠକରେ…

ଆଜି ଠାରୁ କେରଳରେ ଏନଡିଏର ପଦଯାତ୍ରା

କନ୍ନୁର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା…

ଆସିଲା ଗୁଡ୍ ନ୍ୟୁଜ: କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ବକେୟା DA ପାଇଁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଗଲା ପ୍ରସ୍ତାବ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କର୍ମଚାରୀଙ୍କ ୧୮ ମାସର ବକେୟା ମହଙ୍ଗା ଭତ୍ତା (ଡିଏ)କୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଖୁବଶୀଘ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ଏହି ଭତ୍ତା…

ବସୁନ୍ଧରା ରାଜେଙ୍କୁ ଭେଟିଲେ ଭଜନଲାଲ ଶର୍ମା; ଜାଣନ୍ତୁ କ’ଣ ରହିଛି ରାଜନୈତିକ କାରଣ?

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗଣତନ୍ତ୍ର ଦିବସ ସମାରୋହରୁ ମୁକ୍ତ ହେବା ପରେ ଶୁକ୍ରବାର (ଜାନୁଆରୀ ୨୬) ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ…

ବିହାର ରାଜନୀତି: ନୀତିଶଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ, କହିଲେ ବିଜେପି ସହ ମିଶି ସରକାର ଗଢ଼ିବା ଏତେ ସହଜ ହେବନି

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ବିହାରରେ ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଆରଜେଡି-ଜେଡିୟୁ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଓହରି ଯାଇ ବିଜେପି ସହ…

Lawyer ଓ Advocate ମଧ୍ୟରେ ତଫାତ୍ କ’ଣ: ଦୁଇଟି ପଦ ମଧ୍ୟରେ ଆକାଶ-ପାତାଳ ଫରକ, କାହାକୁ ମିଳିଥାଏ ଅଧିକ ସୁବିଧା

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ଲାଭ କରିବା ପରେ ଦେଶରେ ସମ୍ବିଧାନ ଲେଖା ହୋଇଥିଲା । ଏହି କ୍ରମରେ ନାଗରିକଙ୍କୁ ନ୍ୟାୟ ମିଳିବା ଲକ୍ଷ୍ୟରେ ନ୍ୟାୟପାଳିକା ସ୍ଥାପନ କରାଯାଇଥିଲା । ସେଥିପାଇଁ ଅଲଗା ଅଲଗା ଲୋକ (ଲୟାର ଓ…