fbpx
Browsing Category

ଦେଶ

୭୦ ବର୍ଷ ପରେ ନିଜ ସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା: ଆଜି ରାମ ମନ୍ଦିରରେ ହେବ ସ୍ଥାପନା

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୮ଟା ସମୟରେ ଶୟନ ଆରତୀ ପରେ ରାମଲାଲାଙ୍କ ବିର।।ଜମାନ ମୂଳ ମୂର୍ତ୍ତିକୁ ନୂତନ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ । ପରମ ଭକ୍ତ ମହାବୀର ହନୁମାନଙ୍କ ସହିତ ଶ୍ରୀରାମଚନ୍ଦ୍ରଙ୍କ କନିଷ୍ଠ…

ଯେଉଁ ମନ୍ଦିରରେ ପୋଲିସ ରାଜା ରାମଙ୍କୁ ଦେଇଥାନ୍ତି ଗାର୍ଡ ଅଫ୍ ଅନର, ଅଯୋଧ୍ୟା ସହ ରହିଛି ଗୁଢ ସଂପର୍କ

ଅଯୋଧ୍ୟା:ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରୁ ପ୍ରାୟ ୪୦୦କିଲୋମିଟର ଦୂର ଓରଛାରେ ରାମଲଲାଙ୍କୁ ରାଜା ରାମ ରୂପରେ ପୂଜା କରାଯାଏ । ଏଠାରେ ମନ୍ଦିରରେ ପୋଲିସ ରାଜା ରାମଙ୍କୁ ଦେଇଥାନ୍ତି ଗାର୍ଡ ଅଫ୍ ଅନର । ଆସନ୍ତୁ…

ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିରର ସାନଦାର ଫଟୋ, ଦେଖନ୍ତୁ

ନୂଆଦିଲ୍ଲୀ: ଶ୍ରୀ ରାମଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ‘ପ୍ରାଣ ପ୍ରତିଷ୍ଠା’ ସମାରୋହର ୨ ଦିନ ପୂର୍ବରୁ ଶନିବାର ଦିନ ନବନିର୍ମିତ ରାମ ମନ୍ଦିରର ସାନଦାର ଫଟୋ ଜାରି କରାଯାଇଥିଲା । ଅଯୋଧ୍ୟା ମନ୍ଦିରର ଭିତର…

ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନ ଭାରତର ନୁହେଁ; ବେସାମରିକ ବିମାନ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଶନିବାର ରାତିରେ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଭାରତର ନୁହେଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ବାସ୍ତବରେ ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମରୁ ଏଭଳି…

ବଦଳିଲା NEET MDS 2024 ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଟେଷ୍ଟ

ନୂଆଦିଲ୍ଲୀ: ନିଟ୍ ଏମଡିଏସ ୨୦୨୪ ପରୀକ୍ଷା ତାରିଖ ବଦଳିଛି । ନ୍ୟାସନାଲ ପରୀକ୍ଷା ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (ଏମବିଇଏମଏସ) ମାଷ୍ଟର ଅଫ୍ ଡେଣ୍ଟାଲ ସର୍ଜରୀ (ନିଟ୍ ଏମଡିଏସ ୨୦୨୪) ପାଇଁ ଜାତୀୟ…

ମହିଳାଙ୍କର ୨ ନୁହେଁ ରହିଛି ୩ କିଡନୀ, ରିପୋର୍ଟ ଦେଖି ଚମକି ପଡିଲେ ଡାକ୍ତର

ନୂଆଦିଲ୍ଲୀ:ସାଧାରଣତଃ ସବୁ ମଣିଷଙ୍କର ୨ଟି କିଡନୀ ରହିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜଣେ ମହିଳାଙ୍କର ୨ ନୁହେଁ ୩ଟି କିଡନୀ ରହିଛି ।ବିହାର ସୁପୋଲ ଜିଲ୍ଲାର କିଶନପୁର ପ୍ରଖଣ୍ଡ ଅନ୍ତର୍ଗତ ଶ୍ରୀପୁର…

ପେଞ୍ଚ ବ୍ୟାଘ୍ର ସଂରକ୍ଷଣ ଭାରତର ପ୍ରଥମ ‘ଡାର୍କ ସ୍କାଏ ପାର୍କ’ ଭାବେ ମାନ୍ୟାତା ପାଇଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ପେଞ୍ଚ୍‌ ବ୍ୟାଘ୍ର ସଂରକ୍ଷଣ’କୁ (ପିଟିଆର୍‌) ଦେଶର ପ୍ରଥମ ତଥା ଏସିଆର ୫ମ ‘ଡାର୍କ ସ୍କାଏ ପାର୍କ’ର ମାନ୍ୟତା ମିଳିଛି । ‘ଡାର୍କ ସ୍କାଏ ପାର୍କ’ ହେଉଛି ଏଭଳି ଏକ ଅଞ୍ଚଳ ଯେଉଁଠି ରାତ୍ରିଚର…

ତାମିଲନାଡୁ ସରକାରଙ୍କ ହୃଦୟରେ ରାମଙ୍କ ପ୍ରତି ଏତେ ଘୃଣା କାହିଁକି? ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଖୁଲାସା କଲେ ଏହାର କାରଣ

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁଆରୀରେ ହେବ। ଅଯୋଧ୍ୟା ସମେତ ସମଗ୍ର ଦେଶରେ ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଛି। ଦେଶର କୋଣ ଅନୁକୋଣରୁ ସୋସିଆଲ ମିଡିଆରେ ରାମ ଭକ୍ତଙ୍କ ଫଟୋ ଏବଂ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୂରା ଦିନ ଛୁଟି ଘୋଷଣା କଲେ ହିମାଚଳ ପ୍ରଦେଶ ସରକାର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଂଗ୍ରେସ ସରକାର ରାମ ମନ୍ଦିର ପୂଜନ ଉତ୍ସବ ପାଳନ ପାଇଁ ସୋମବାର ସମଗ୍ର ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି । ରାଜ୍ୟ ସରକାର ରବିବାର ଏକ ବିବୃତିରେ କହିଛନ୍ତି ଯେ ଅଯୋଧ୍ୟାରେ ରାମଲଲାଙ୍କ…

ରାମ ମନ୍ଦିର ପାଇଁ ବିଜନେସ ହେଲା ୧ ଲକ୍ଷ କୋଟି ଟଙ୍କା, ସୋମବାର ଦିନ ସାରା ଦେଶର ବ୍ୟବସାୟୀମାନେ ପାଳିବେ ଉତ୍ସାହ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମୟ ଅତି ନିକଟତର ହୋଇଆସୁଛି। ୨୨ ଜାନୁଆରୀ ସୋମବାର ଦିନ ଅଯୋଧ୍ୟାରେ ରାମ ମନ୍ଦିର ମହାନ ପର୍ବ ସହ ପବିତ୍ର ହେବାକୁ ଯାଉଛି। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ…