fbpx
Browsing Category

ଦେଶ

୫୦୦ ମିଟର ଖାଇକୁ ଖସିପଡିଲା ବୋଲେରୋ, ଘଟଣାସ୍ଥଳରେ ୫ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଏବେ ଏକ ମର୍ମନ୍ତୁଦୂ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ଗୋଟିଏ ଶବକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୪ଟି ଶବକୁ ବାହାର…

ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟ: ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ଧୂଳି ଚଟାଇଲେ ପ୍ରଜ୍ଞାନନନ୍ଦ, ବିଶ୍ୱନାଥନ ଆନନ୍ଦଙ୍କୁ ବି ପଛରେ…

ନୂଆଦିଲ୍ଲୀ:ଭାରତର ଯୁବ ଚେସ୍ ସୁପରଷ୍ଟାର ଆର୍ ପ୍ରଜ୍ଞାନନନ୍ଦଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ପର୍ଯ୍ୟାୟରେ ଚୀନ୍‌ର ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ସେ ହରାଇ…

(Video) ଶୁଭ୍ରାଂଶୁଙ୍କ ‘୨୭୭’ ରନର ଇନିଂସକୁ ନେଇ ଜାତୀୟସ୍ତରରେ ବଡ଼ ଚର୍ଚ୍ଚା: ଓଡ଼ିଆ ପୁଅର ପ୍ରଦର୍ଶନରେ ଅଭିଭୂତ ହେଲା BCCI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ କ୍ରୀଡ଼ାରେ ଓଡ଼ିଶାର କ୍ରୀଡ଼ାବିତମାନେ ଜାତୀୟସ୍ତରରେ ବହୁ ସୁନାମ ଅର୍ଜନ କରିଥିବା ବେଳେ କ୍ରିକେଟ କ୍ଷେତ୍ରରେ କିନ୍ତୁ ଆମେ ବହୁ ପଛରେ ରହିଥିବା ଭଳି ଅନୁଭବ ହୁଏ । ଆଜିର ସମୟରେ ଜଣେ…

ମଣିପୁରରେ ପୁଣି ଅଘଟଣ: ଯବାନଙ୍କୁ ଅପହରଣ ପରେ ହତ୍ୟା, ୧୦ ବର୍ଷର ପୁଅ ସାମ୍ନାରେ ବାପାଙ୍କୁ ଉଠାଇନେଲେ

ନୂଆଦିଲ୍ଲୀ: ମଣିପୁରରେ ପୁଣି ଦେଖିବାକୁ ମିଳିଛି ଏକ ଅଘଟଣ । କିଛି ମାସ ତଳେ ମଣିପୁର ହିଂସାକାଣ୍ଡରେ ବହୁ ଲୋକଙ୍କର ଜୀବନ ହାନୀ ହେବା ସହିତ ବହୁ ଘରଦ୍ୱାର ନଷ୍ଟ ହୋଇଥିଲା । ସେହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁବାଦୀଙ୍କୁ ଜୀବନରୁ ମାରିଦେବାର ଦେଲେ ଧମକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଡଗାହ ବିବାଦ ମାମଲା ସହ ଜଡିତ ମକଦ୍ଦମାକାରୀ ଅଶୂତ ପାଣ୍ଡେଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ପାକିସ୍ତାନରୁ ଆସିଥିବା ଅଡିଓ ବାର୍ତ୍ତାରେ କୁହାଯାଇଛି…

(video)ଦୁନିଆକୁ ଅଲ୍‌ବିଦା କହିବା ପୂର୍ବରୁ ଲତାଜୀ ରେକର୍ଡ କରିଥିଲେ ପ୍ରଭୁ ଶ୍ରୀରାମଙ୍କ ଏହି ଶ୍ଲୋକ, ପ୍ରଧାନମନ୍ତ୍ରୀ ମୋଦୀ ସେୟାର କଲେ…

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଦେଶର କୋଣ ଅନୁକୋଣରେ ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜନତାଙ୍କୁ ଏହି…

ଗଣତନ୍ତ୍ର ଦିବସ ଲାଗି ଆଜିଠାରୁ ରାଜଧାନୀରେ ପ୍ୟାରେଡ Rehearsals, ଜାଣନ୍ତୁ କେଉଁ ରାସ୍ତା ଦେଇ କରିବେ ଯାତାୟତ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପ୍ୟାରେଡ ରିହର୍ସାଲକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ କେନ୍ଦ୍ରୀୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ୪ ଦିନ ପାଇଁ ଟ୍ରାଫିକ୍ ପ୍ରତିବନ୍ଧକ ସମ୍ପର୍କରେ ଏକ ପରାମର୍ଶ ଜାରି କରିଛି। ପୋଲିସ…

ଗୃହ ମନ୍ତ୍ରଣାଳୟ ଜାରି କଲା ସତର୍କ ସୂଚନା: ଗୋଟିଏ କୋଡ୍ ଦ୍ୱାରା ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଯିବ, ଗୋଟିଏ ଭୁଲ୍ ପାଇଁ ବ୍ୟାଙ୍କ ଆକାଉଣ୍ଟ ଜିରୋ…

ନୂଆଦିଲ୍ଳୀ: ବର୍ତ୍ତମାନ ସମୟରେ ସାଇବର କ୍ରାଇମ୍ ବହୁମାତ୍ରାରେ ବଢ଼ିବାରେ ଲାଗିଛି । ସାଧାରଣଙ୍କ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଲୋକମାନେ ମଧ୍ୟ ଫ୍ରଡଙ୍କ ଶିକାର ହେଉଥିବା ଦେଖାଯାଉଛି । ଆଜିକାଲି ଫ୍ରଡମାନେ ଠକାମିର…

ଏପରି କ’ଣ ଘଟିଲା.. ରାତି ଅଧରେ ଖୋଲିବାକୁ ପଡିଲା ହାଇକୋର୍ଟ, ଜଜଙ୍କ ଘରେ ହେଲା ଶୁଣାଣି

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ମେୟର ନିର୍ବାଚନ ପାଇଁ ହୋଇଥିବା ଯୁଦ୍ଧ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଯାଇ ପହଞ୍ଚିଛି। କ’ଣ ହୋଇଛି ତାହା ମଧ୍ୟରାତ୍ରିରେ ଶୁଣାଣି ହୋଇଛି ଏବଂ ପୁଣି ବୁଧବାର ଦିନ ଶୁଣାଣି ପାଇଁ କୋର୍ଟ…

ଭାରତବାସୀଙ୍କୁ ବଡ଼ ଫାଇଦା: ଅଯୋଧ୍ୟାରେ ସୃଷ୍ଟି ହେବ ୨୫ ହଜାର ନିଯୁକ୍ତି, ରାମ ମନ୍ଦିରକୁ ଦୈନିକ ଆସିବେ ୩-୪ ଲକ୍ଷ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଏବେ ସାରା ବିଶ୍ୱର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କେବଳ ପ୍ରତିଷ୍ଠା ଦିବସ ମଧ୍ୟରେ ଚର୍ଚ୍ଚାରେ…