fbpx
Browsing Category

ଦେଶ

ଠିକ୍ ସମୟରେ ବ୍ରେକ୍ ନଲଗିବାରୁ ଧକ୍କା ଖାଇଲା ଚାରିମିନାର ଏକ୍ସପ୍ରେସ୍; ୩ଟି ବଗି ଲାଇନଚ୍ୟୁତ, ୬ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର ନାମପଲ୍ଲୀସ୍ଥିତ ହାଇଦ୍ରାବାଦ ଡେକାନ୍‌ ରେଳ ଷ୍ଟେସନରେ ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସର ୩ଟି ବଗି ବୁଧବାର ଅପରାହ୍ନରେ ଲାଇନଚ୍ୟୁତ ହେବାଫଳରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି।…

ମିିତ୍ତଲ କଲେ ବଡ ଘୋଷଣା, ଦେଶର ଏହିଠାରେ ନିର୍ମାଣ କରିବେ ବିଶ୍ୱର ବୃହତ୍ତ ଇସ୍ପାତ କାରଖାନା, ୨୦୨୯ ସୁଦ୍ଧା ସରିବ କାମ

ନୂଆଦିଲ୍ଲୀ: ଗୁଜରାଟ ସମ୍ମିଳନୀରେ ଜଣଙ୍କ ପରେ ଜଣେ ବିଜନେସମ୍ୟାନ ବଡ ଆକାରରେ ନିବେଶ କରିବା ନେଇ ଘୋଷଣା କରିଛନ୍ତି । ଦେଶର ସୁନାମଧନ୍ୟ ଇସ୍ପାତ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲ ମଧ୍ୟ ଏହି ସମ୍ମିଳନୀରେ ବଡ ଘୋଷଣା…

ଇସ୍ତଫା ଦେଲେ ସାଂସଦ ସଞ୍ଜୀବ କୁମାର: YSRCPକୁ ପୁଣି ଏକ ଝଟକା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ଏଥିସହିତ ଚଳିତ ବର୍ଷ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ୍, ମହାରାଷ୍ଟ୍ର, ହରିୟାଣା ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ…

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ; ଭାରତରେ ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ତାରିଖରୁ ଟାଟା ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ଯାଉଥିବା ବେଳେ କ୍ରିକେଟ୍ ପ୍ରେମୀଙ୍କ ଖୁସୀ ଶହେଗୁଣା ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ଋତୁରେ ଭାରତର ସାଧାରଣ ନିର୍ବାଚନ, ଖେଳାଳିଙ୍କ…

(Video) Yes Maam ନୁହେଁ ‘ଜୟ ଶ୍ରୀରାମ’… ସ୍କୁଲ Attendanceରେ ପିଲା ଦେଉଛନ୍ତି ଏଭଳି ଉତ୍ତର

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଅନୁଷ୍ଠିତ ହେବ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସାରା ଦେଶ ଏବେ ଶ୍ରୀରାମଙ୍କ ଭକ୍ତିରେ ଲୀନ ହୋଇଯାଇଛି ।…

(Video) ଜୁଆ ଖେଳିବାର ନଜର ଆସିଲେ ତମନ୍ନା ଭାଟିଆ, ବ୍ୟାନ ହୋଇଥିବା ଏହି ୱେବସାଇଟର କରୁଛନ୍ତି ପ୍ରମୋଶନ

ନୂଆଦିଲ୍ଲୀ: ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସେ ନିଜ ଅଭିନୟ ପାଇଁ ମଧ୍ୟ ଲୋକପ୍ରିୟ। ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାନ ହୋଇଥିବା ଏକ ୱେବସାଇଟ୍…

ଓଲଟିଲା ରାମଲଲାଙ୍କ ଦର୍ଶନ ପାଇଁ ଯାଉଥିବା ପର୍ଯ୍ୟଟନ ବସ୍‌, ଅନେକ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଠାରେ ଘନ କୁହୁଡ଼ି ଯୋଗୁଁ ପର୍ଯ୍ୟଟକ ଭର୍ତ୍ତି ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୧୫ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି।…

ନରେନ୍ଦ୍ର ମୋଦୀ ଭାରତ ଇତିହାସରେ ଜଣେ ସଫଳ ପ୍ରଧାନମନ୍ତ୍ରୀ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ‘ଭାରତକୁ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ପାଇଁ ଆମେ ନିରନ୍ତର ବିନିଯୋଗ କରୁଛୁ । ବିଶ୍ୱରେ ଏପରି କୌଣସି ସମ୍ମିଳନୀ ନାହିଁ ଯାହା ‘ଭାଇବ୍ରାଣ୍ଟ ଗୁଜରାଟ’ର ସମକକ୍ଷ ହୋଇପାରିବ । ଗତ ୨୦ ବର୍ଷରୁ ଏହି…

(Video)”ଆପଣ ଛୁଆ ଜନ୍ମ କରିଚାଲନ୍ତୁ, ମୋଦି ଘର ଦେବେ…” କହିଲେ ବିଜେପି ନେତା

ନୂଆଦିଲ୍ଲୀ: ରାଜସ୍ଥାନରେ ନୂତନ ଭାବରେ କ୍ଷମତା ସମ୍ଭାଳିଥିବା ଜନଜାତି ଏବଂ କ୍ଷେତ୍ରୀୟ ବିକାଶ ମନ୍ତ୍ରୀ ବାବୁଲାଲ ଖରାଡ଼େଙ୍କର ଏକ ବିବୃତ୍ତି ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି ଯେ- "ଆପଣ ଯେତେ…

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ଆପଣ ବି ହୋଇପାରିବେ ସାମିଲ, ଦରକାର ପଡ଼ିବନି ଆଧାରକାର୍ଡ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିରର ଉଦଘାଟନ କରିବେ। ଏହା ବ୍ୟତୀତ ରାମ ଲଲାଙ୍କ ପ୍ରତିମା…