
Browsing Category
ଦେଶ
(Video) ମାଙ୍କଡ ପ୍ରତି ସାବଧାନ, ମହିଳାଙ୍କ ଚୁଟି ଝିଙ୍କି କରିଦେଲା ନାକେଦମ
ନୂଆଦିଲ୍ଲୀ- ସୋସିଆଲ ମିଡିଆରେ ମାଙ୍କଡ ଆକ୍ରମଣର ଏକ ଭିଡିଓ ଭାଇରାଲ ହେଉଛି । ମାଙ୍କଡ ମହିଳାଙ୍କ ଚୁଟି ଝିଙ୍କି ତାଙ୍କ ଅବସ୍ଥା ଖରାପ କରି ଦେଇଛି । ଭିଡିଓଟିରେ ମାଙ୍କଡ ଯେମିତି ଆସି ଚୁଟି ଟାଣୁଛି ତାହା ଦେଖିବାକୁ ମଜା…
Video: ଗଛରୁ ଖସିପଡ଼ିଲେ ଏ ଯୁଗର ମୂର୍ଖ କାଳିଦାସ, ଯେଉଁ ଡ଼ାଳରେ ବସିଥିଲେ, ସେହି ଡ଼ାଳକୁ ହାଣୁଥିଲେ…
ଭୋପାଳ: ଆଜିର ସମୟରେ ସୋସିଆଲ ମିଡିଆ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି । ଅଧିକାଂଶ ସମୟ ଲୋକମାନେ ସୋସିଆଲ ମିଡିଆରେ ବିତାଉଛନ୍ତି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆକୁ ଦୂର ସମ୍ପର୍କୀୟଙ୍କ ସହ…
Breaking – ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଫଡନାବିସ ନେଲେ ଶପଥ, ସାଙ୍ଗରେ ଦୁଇ ଉପମୁଖ୍ୟମନ୍ତ୍ରୀ
ମୁମ୍ବାଇ- ସବୁ କଳ୍ପନା ଜଳ୍ପନାର ଅନ୍ତ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ ନେଲେ ଶପଥ । ମୁମ୍ବାଇର ଆଜାଦ ମୈଦାନରେ କେନ୍ଦ୍ର ନେତୃତ୍ୱ, ଆରଏସଏସ ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ତୃତୀୟ ଥର…
ସମ୍ଭାଲ ହିଂସାକୁ ବାଂଲାଦେଶ ସହ ତୁଳନା କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଆୟୋଜିତ ରାମାୟଣ ମେଳାର ଉଦଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ସମ୍ଭାଲ ହିଂସାକୁ ବାଂଲାଦେଶ ସହ ତୁଳନା…
Breaking: ଉତକ୍ଷେପଣ ହେଲା PROBA-3, ସୂର୍ଯ୍ୟ ଉତ୍ତାପ ନେଇ କରିବ ଅନୁଧ୍ୟାନ
ନୂଆଦିଲ୍ଲୀ: ଉତକ୍ଷେପଣ ହେଲା ପ୍ରୋବା-3 । ଅପରାହ୍ନ 4ଟା 4ମିନିଟ ସମୟରେ ଏହାକୁ ଉତକ୍ଷେପଣ କରିଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ PSLV-C5 ପ୍ରାବା 3କୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ୟୁରୋପୀୟ…
Video: ଛୁଆ ପାଇଁ ଜୀବନ ଦେବାକୁ ଆଗେଇ ଆସିଲା ମା’, ବାଛୁରୀକୁ ବିପଦରେ ଦେଖି ନିଆଁରେ ଶୋଇ ପଡ଼ିଲା ଗାଈ
ଭୁବନେଶ୍ୱର: ଏକ ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ ଆସିଥାଏ। ହେଲେ କେବଳ ଜୈବ ଦୃଷ୍ଟି କୋଣରୁ ଜନ୍ମ ଦେବାରେ ସୀମିତତା କ’ଣ ମାତୃତ୍ୱ ? ମାତୃତ୍ୱର ସ୍ବରୂପ ଓ ବିସ୍ତାର ଅନେକ । ଜନ୍ମ ଦେଇ ଲାଳନପାଳନ କରିବା,…
ଏବେ ବି ପ୍ରସର ପଲିଟିକ୍ସ ଗେମ ଖେଳୁଛନ୍ତି ଏକନାଥ, ଗୃହ ବିଭାଗ ହାତେଇବା ଜିଦିରେ ଅଟଳ!
ମୁମ୍ବାଇ- ଆଜି ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ପାଇବ ମହାରାଷ୍ଟ୍ର । ଏଥିପାଇଁ ଐତିହାସିକ ଆଜାଦ ମୈଦାନରେ ପ୍ରସ୍ତୁତି ଚାଲିଛି । ଦେବେନ୍ଦ୍ର ପଡନବିସ ନେବେ ମୁଖ୍ୟମନ୍ତ୍ରୀ ଶପଥ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଭାବେ…
ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଇଁ ସବୁ ବ୍ୟସ୍ତ, ଅଜିତ ଖେଲା ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ- ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସ୍ପେନ୍ସ ସରିଛି । ଦେବେନ୍ଦ୍ର ଫଡନବିସ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାରୁ ଭିତରେ ମୁଖ୍ୟ ଏନସିପିକୁ ଖାଲି କରିବାକୁ ଅଜିତ ପାୱାର…
‘ରାହୁଲ ଗାନ୍ଧୀ ହେଉଛନ୍ତି ଦେଶଦ୍ରୋହୀ..’, କଂଗ୍ରେସ ଉପରେ ବର୍ଷିଲେ ପୁରୀ ସାଂସଦ ସମ୍ବିତ ପାତ୍ର
ଭୁବନେଶ୍ୱର: କଂଗ୍ରେସ ପାର୍ଟୀ ଲଗାତାର ସଂସଦରେ ଅଦାନୀ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଘେରିବାକୁ ପ୍ରୟାସ କରୁଛି। ଏହାରି ମଧ୍ୟରେ ବିଜେପିର ମୁଖପାତ୍ର ତଥା ପୁରୀ ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ…
ରେଲୱେ ପ୍ଲାଟଫର୍ମରେ ଉଡ଼ିଲା ଛୁରୀ-ଭୂଜାଲି, ଟ୍ରେନରେ ସିଟକୁ ନେଇ ବିବାଦ, ଜଣେ ମୃତ
ନୂଆଦିଲ୍ଲୀ: ଜିଲ୍ଲାର ନିହାଲଗଢ ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଟ୍ରେନର ସିଟ୍କୁ ନେଇ ବିବାଦ ଗତକାଲି ରାତିରେ ହୋଇଥିଲା। ବିବାଦ ଏତେମାତ୍ରାରେ ବଢିଯାଇଥିଲା ଯେ, ଦୁହିଁଙ୍କ ପକ୍ଷରୁ ଘମାଘୋଟ ଯୁଦ୍ଧ ହୋଇଥିଲା। ଏହି ସିଟ୍…