Browsing Category

ଦେଶ

କିଏ ଏହି ସଞ୍ଜୟ ବର୍ମା, ଯାହାକୁ ସୋନମ ୧୦୦ରୁ ଅଧିକ ଥର କରିଛନ୍ତି କଲ୍‌, ପୋଲିସର ଆଉ ଏକ ଖୁଲାସା

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସ୍ୱାମୀ ରାଜା ରଘୁଂବଶୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସୋନମ ରଘୁବଂଶୀଙ୍କର ଆଉ ଏକ ଖୁଲାସା ପୋଲିସ କରିଛି। ସୋନମ ବିବାହ…

୫ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ, ରାଜନୈତିକ ଦଳଗୁଡ଼ିକ ଟାର୍ଗେଟରେ BJP

ନୂଆଦିଲ୍ଲୀ: ୫ ବିଧାନସଭା ଆସନ ପାଇଁ ୪ ରାଜ୍ୟରେ ଆଜି କରାଯାଉଛି ଉପ-ନିର୍ବାଚନ । ରାଜନୈତିକ ଦଳ କଂଗ୍ରେସ, ଆପ୍ , ତୃଣମୂଳ , ସିପିଆଇ (ଏମ୍) ଭାଜପାର ପ୍ରତିଦ୍ୱନ୍ଦୀ କରୁଛନ୍ତି । ଏଥିସହ ଏହି ରାଜନୈତିକ ଦଳଗୁଡ଼ିକ…

ଅପରେସନ ସିନ୍ଧୁ: ଇରାନରୁ ଫେରିଲେ 110 ଭାରତୀୟ, 90 ଜଣ କାଶ୍ମୀରୀ ଥିବା ସୂଚନା

ନୂଆଦିଲ୍ଲୀ: ଇରାନରୁ ଭାରତୀୟଙ୍କୁ ଫେରାଇବା ପାଇଁ ଭାରତର ଅପରେସନ ସିନ୍ଧୁ । ଆଜି ଭାରତ ଫେରିଛନ୍ତି 110 ଜଣ ଭାରତୀୟ ଛାତ୍ର । ଇରାନରୁ ଆର୍ମେନିଆର ରାଜଧାନୀ ୟେରେଭାନ ଦେଇ ସମସ୍ତେ ଦିଲ୍ଲୀ ଫେରିଛନ୍ତି । ଏହି 110 ଜଣ…

Ahmedabad Plane Crash: ବୋଇଂ ଡ୍ରିମଲାଇନରରେ RAT ଚାଲୁ ଥିଲା ତେବେ ଦୁର୍ଘଟଣା କିପରି ଘଟିଲା? ବିଶେଷଜ୍ଞ ଦେଲେ ଉତ୍ତର

ନୂଆଦିଲ୍ଲୀ: ବୋଇଂ ବିମାନରେ ତ୍ରୁଟି ଥିବା ନେଇ ନିରନ୍ତର ରିପୋର୍ଟ ଆସୁଛି । ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବୋଇଂ 787 ଡ୍ରିମଲାଇନର ଦୁର୍ଘଟଣା ପରେ, 7 ରୁ 8 ଟି ଏପରି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବୋଇଂ…

ଅଶୁଭ ବୁଧବାର! ସ୍ବିଫ୍ଟ କାର୍-ପିକଅପ ମଧ୍ୟରେ ଧକ୍କା, ଘଟଣାସ୍ଥଳରେ ଉଡିଗଲା 8ଜଣଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ପୁଣି ଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୁଣେର ଜେଜୁରି-ମୋରଗାଓଁ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଆଠ…

ଭାଇକୁ ଶେଷ ବିଦାୟ ଦେବା ପାଇଁ, ହସ୍ପିଟାଲ ବେଡ଼ରୁ କାନ୍ଦି କାନ୍ଦି ଆସିଲେ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବିଶ୍ୱାସ

ଅହମ୍ମଦାବାଦ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସ କୁମାର ରମେଶଙ୍କୁ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରୁ ଡିସଚାର୍ଜ…

ଆରେ ଦିଦି କେ ସାଥ୍ ୟେ କ୍ୟା ହୁଆ… ହିରୋଇନ ହେବାକୁ ବାହାରିଥିଲେ କିନ୍ତୁ ପାପା କି ପରି ଉଡ଼ିଗଲେ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେବାର ଆପଣମାନେ ଦେଖିଥିବେ। ଧରାଯାଉ ଯଦି ଗୋଟିଏ ଦିନରେ ୧୦ଟି ଭିଡିଓ ପୋଷ୍ଟ ହେଉଛି, ତେବେ ସେଥିମଧ୍ୟରୁ ୨ଟି ନିଶ୍ଚିତ ଭାବରେ ଭାଇରାଲ…

ସ୍ୱାମୀଙ୍କ ହତ୍ୟା ପରେ ହ୍ୱାଟ୍ସଆପ୍ ଆକ୍ଟିଭ୍ କଲେ ସୋନମ, ଏହି ସାମାନ୍ୟ ଭୁଲ୍ ପାଇଁ ପୋଲିସ…

ଶିଲଂ,୧୮ା୬: ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଚାଲିଛି। ଏହି ସମୟରେ ମେଘାଳୟ ପୋଲିସ ଏକ ବଡ଼ ଖୁଲାସା କରିଛି। ଇନ୍ଦୋରର ନବ ବିବାହିତା ସୋନମ ରଘୁବଂଶୀ ତାଙ୍କ ସ୍ୱାମୀ ରାଜାଙ୍କୁ ତିନି ଜଣ ହତ୍ୟାକାରୀଙ୍କ ସହ ହତ୍ୟା…

ଇରାନରେ ଫସିଥିବା ଭାରତୀୟଙ୍କ ପାଇଁ ‘ଅପରେସନ ସିନ୍ଧୁ’ ଆରମ୍ଭ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଏବେ ଅପରେସନ ‘ସିନ୍ଧୁ’ । ଭାରତ ଏବେ ଅପରେସନ ସିନ୍ଧୁ ଆରମ୍ଭ କରିଛି। ଏହି ମିଶନର ପାକିସ୍ତାନ ସହିତ କୌଣସି ସମ୍ପର୍କ ନାହିଁ। ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ପାକିସ୍ତାନ ସେନା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ‘ମୁଁ ପାକିସ୍ତାନକୁ ଭଲ ପାଏ,…

ନୂଆଦିଲ୍ଲୀ/ୱାଶିଂଟନ,୧୮ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ସହିତ ଯୁଦ୍ଧବିରତି ସମ୍ପର୍କରେ ଆମେରିକା ସହିତ ଫୋନ୍ କଲ୍ ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ…