fbpx
BJD SKY
BJD SKY
Browsing Category

ଦେଶ

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ଉପସ୍ଥିତ

ଭୁବନେଶ୍ୱର: ମେ ୧୩ରେ ଦେଶରେ ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ବର୍ତ୍ତମାନ ୫ମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ଚାଲିଛି ପ୍ରଚାର କାର୍ଯ୍ୟ । ଏହି କ୍ରମରେ ପ୍ରଧାନମନ୍ତ୍ରୀ…

ଘାଟକୋପର ହୋର୍ଡିଂ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୮୮ ଜଣ ପ୍ରଭାବିତ

ମୁମ୍ବାଇ: ମହାରାଷ୍ଟ୍ରର ଘାଟକୋପରରେ ଥିବା ଏକ ପେଟ୍ରୋଲ ପମ୍ପ ଉପରେ ହୋର୍ଡିଂ ପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁମ୍ବାଇର ଘାଟକୋପରରେ ହୋଇଥିବା ହୋର୍ଡିଂ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।…

ବଡ଼ ଖବର; ଆରପାରିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ: କର୍କଟ ରୋଗରେ ଦେହାନ୍ତ

ବିହାର: ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଦେହାନ୍ତ ଘଟିଯାଇଛି । କର୍କଟ ରୋଗରେ ଆକ୍ରନ୍ତ ସୁଶୀଲ ମୋଦୀ ୭୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଏବେ ଚିର ଦିନ ପାଇଁ ଆଖି ବୁଜିଛନ୍ତି । ବିହାର ରାଜନୀତିରେ…

ଝଡ଼ ତୋଫାନରେ ଭାଙ୍ଗିଲା ହୋର୍ଡିଂ: ୮ ମୃତ, ୫୯ ଜଣ ଆହତ

ମୁମ୍ବାଇ: ମୁମ୍ବାଇର ଘାଟକୋପରରେ ଆଜି ସଂଧ୍ୟାରେ ଝଡ଼-ପୋଫାନରେ ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ଏକ ପେଟ୍ରୋଲ ପମ୍ପ ଉପରେ ଲାଗିଥିବା ବିଶାଳ ବିଲବୋର୍ଡ ଅଚାନକ ଭାଙ୍ଗି ପଡିଲା । ଏଥିରେ ଫସିଯାଇ ୮ ଜଣଙ୍କର ମୃତ୍ୟୁ ଘଟିବା…

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା: ଅଭିଯୁକ୍ତ ଏଚଡି ରେଭାନ୍ନାଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ: ଜନତା ଦଳ ସେକ୍ୟୁଲରର ବିଧାୟକ ଏବଂ କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଏଚଡି ରେଭାନ୍ନାଙ୍କୁ ଏକ ସ୍ୱତନ୍ତ୍ର ଅଦାଲତ ସୋମବାର ଦିନ ଜାମିନ ଦେଇଛନ୍ତି । ରେଭାନ୍ନାଙ୍କୁ କିଡନାପ…

କେଉଁଠି ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-୪? ନୂଆ ମିଶନ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ…

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଚତୁର୍ଥ ମୁନ୍ ମିଶନ୍ ପାଇଁ ଅଣ୍ଟା ଭିଡ଼ୁଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅଞ୍ଚଳରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରି ଇତିହାସ ସୃଷ୍ଟି କରିଥିଲା । ବର୍ତ୍ତମାନ ପୁଣିଥରେ ଇସ୍ରୋ…

ଏଣିକି UPI ପେମେଣ୍ଟରେ ପ୍ରତିଥର ପିନ୍ ପକାଇବାର ଟେନସନ ନାହିଁ, ଜାଣନ୍ତୁ ଟେକନିକ୍‌

ନୂଆଦିଲ୍ଲୀ: ଆପଣ ପ୍ରତି ଛୋଟ ଛୋଟ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଥର ନିଜ ପିନ୍ ବ୍ୟବହାର କରି ଥକି ଯାଉଛନ୍ତି କି? ଯଦି ହଁ ତେବେ ୟୁପିଆଇ ଲାଇଟ ୱାଲେଟ ଆପଣଙ୍କ ସାହାଯ୍ୟ କରିପାରିବ । ଦେଶରେ ଅନେକ ୟୁପିଆଇ ଆପ୍ସ ଏପରି…

ମତଦାନ କେନ୍ଦ୍ରରେ ମୁସଲିମ ମହିଳାଙ୍କୁ କାହିଁକି ବୁର୍ଖା ଖୋଲିବାକୁ କହୁଥିଲେ ମାଧବୀଲତା? ବିଜେପି ପ୍ରାର୍ଥୀ ଦେଲେ ଉତ୍ତର

ନୂଆଦିଲ୍ଲୀ: ତେଲେଙ୍ଗାନାର ହାଇଦ୍ରାବାଦ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ମାଧବୀଲତାଙ୍କ ଉପରେ ଏକ ମାମଲା ରୁଜ୍ଜୁ ହୋଇଛି । ତାଙ୍କ ବିରୋଧରେ ଆଇପିସି ଧାରା ୧୭୧-ସି, ୧୮୬,୫୦୫(୧)ସି ଏବଂ…

ଭାରତରେ ଲଞ୍ଚ୍ ହେଲା ‘Hanooman’: ଦେଶର ପ୍ରଥମ ସ୍ୱଦେଶୀ AI ଟୁଲରେ କ’ଣ ରହିଛି ଫିଚର୍

ନୂଆଦିଲ୍ଲୀ: ବିଜ୍ଞାନ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଏବେ ଖୁବ ବିକାଶ ଦିଗରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରିବା ଜାରି ରଖିଛନ୍ତି ଦେଶର ବୈଜ୍ଞାନିକ । ବର୍ତ୍ତମାନ AI ଦୁନିଆରେ…

ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଖୁସି ଖବର: ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଯିବା ପିଟିସନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦବୀରୁ ହଟାଯିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ପିଟିସନ ଖାରଜ ହେବା ପରେ ଆବେଦନକାରୀ ଏହି ନିଷ୍ପତ୍ତିକୁ…