fbpx
Browsing Category

ଦେଶ

ଅବ୍ୟବସ୍ଥାର ସାଙ୍ଘାତିକ ଚିତ୍ର; ପ୍ରସୂତି ବେଳେ ପାୱାର୍ କଟ୍, ମୋବାଇଲ ଫ୍ଲାସ୍‌ରେ ହେଲା ଅସ୍ତ୍ରୋପଚାର, ଆଖିବୁଜିଲେ ମା’-ଶିଶୁ

ମୁମ୍ବାଇ: ମୁମ୍ବାଇରେ ସ୍ୱାସ୍ଥ୍ୟ ସେବାକୁ ନେଇ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଖବର। ପ୍ରସବ ପାଇଁ ମୋବାଇଲ ଟର୍ଚ୍ଚ ଲାଇଟ୍ ବ୍ୟବହାର କରାଯାଇ ଅସ୍ତ୍ରୋପଚାର ପରେ ମହିଳା ଓ ତାଙ୍କ ନବଜାତ ଶିଶୁର ମୃତ୍ୟୁ ଘଟିଛି। ବିଏମ୍ସି…

ଆକାଶରୁ ଆସିଲା ଏକ ରହସ୍ୟମୟ ବଲ୍: ବିଲ୍ଡିଂକୁ ଧକ୍କା ଦେଇ ଭୂମିରେ ପଶିଲା

କୋଲକାତା: ପଶ୍ଚିମବଙ୍ଗର ଜାମୁରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଅଜବ ଘଟଣା ଘଟିଛି । ଏଠାରେ ଆକାଶରୁ ଏକ ରହସ୍ୟମୟ ଗୋଲାକାର ଜିନିଷ ବିଲଡିଂ ସହିତ ଧକ୍କା ହୋଇ ଭୂମିରେ ପଶିଛି । ଗୁରୁବାର ସକାଳ ପ୍ରାୟ ୯ ଟା ବେଳେ ଏହି…

(Video) ଦିନକୁ ୭ ଟଙ୍କା ଦେଲେ ମିଳୁଛି ୫ ହଜାର ଟଙ୍କା: କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ମିଳିବ ଖୁବ୍ ଫାଇଦା

ସାଧାରଣ ଜନତାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି । ଭାରତର ମହିଳାଙ୍କ ପାଖରୁ ଆରମ୍ଭ କରି ଚାଷୀ ଏବଂ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଆର୍ଥିକ କ୍ଷେତ୍ରରେ ସହଯୋଗର ହାତ ବଢାଇ ଦେଇଛନ୍ତି…

(Video)ସାପ କାମୁଡାରେ ମୃତ ଯୁବକଙ୍କୁ ରସିରେ ବାନ୍ଧି ଗଙ୍ଗାରେ ବୁଡାଇ ରଖିଲେ ପରିବାର, ଆଉ ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବୁଲନ୍ଦସହର: ଉତ୍ତରପ୍ରଦେଶ ବୁଲନ୍ଦ ସହରରୁ  ଅନ୍ଧବିଶ୍ୱାସର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ସାପ କାମୁଡାରେ ମୃତ ଯୁବକକୁ ଜୀବିତ କରିବା ଆଶାରେ ପରିବାର ଓ ଗ୍ରାମବାସୀ ଶବକୁ ରସିରେ ବାନ୍ଧି ଗଙ୍ଗା ନଦୀରେ ଲଟକାଇ…

ଚିରଞ୍ଜିବୀ ଭବଃ! ଭାରତୀୟଙ୍କୁ ମିଳିଛି ଦୀର୍ଘାୟୁ ବରଦାନ… ୧୦୦ ବର୍ଷ ପର୍ଯ୍ୟନ୍ତ ବଢିବ ଆୟୁଷ?

ନୂଆଦିଲ୍ଲୀ: ମଣିଷ ସମାଜର ଅଧିକାଂଶ ଲୋକେ ନିଜର ଦୀର୍ଘାୟୁ କାମନା କରିଥାନ୍ତି । ଅଧିକ ବର୍ଷ ବଞ୍ଚି ରହିବା ପାଇଁ ସୁସ୍ଥ ଓ ସୁନ୍ଦର ଜୀବନ ଅତିବାହିତ କରିବାକୁ ଅନେକ ଲୋକଙ୍କର ଇଚ୍ଛା ଥାଏ । ତେବେ ଭାରତରେ ଜନ୍ମଗ୍ରହଣ…

ମହିଳା ସଶକ୍ତିକରଣ ଦିଗରେ ଆଗକୁ ଆଉ ଏକ ପାଦ; ସୁପ୍ରିମକୋର୍ଟ ବାର୍ ଆସୋସିଏସନରେ ଏକ ତୃତୀୟାଂଶ ସଦସ୍ୟ ରହିବେ ମହିଳା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନ୍ୟାୟିକ କ୍ଷେତ୍ରରେ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ସୁପ୍ରିମକୋର୍ଟ ବାର୍ ଆସୋସିଏସନରେ ଏକ ତୃତୀୟାଂଶ ମହିଳା ଆରକ୍ଷଣ ଲାଗୁ କରିବା ଲାଗି ସୁପ୍ରିମକୋର୍ଟ…

ଏଣିକି ମୋବାଇଲରେ ଦେଖାଯିବ କଲ୍ କରୁଥିବା ବ୍ୟକ୍ତିର ନାଁ: TRAIର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଯଦି ଆପଣଙ୍କର ସ୍ମାର୍ଟଫୋନରେ କାହାର ନମ୍ବର ସେଭ୍ ହୋଇନାହିଁ ଏବଂ ଆପଣ ପାଖକୁ ଏକ ଅଜ୍ଞାତ ନମ୍ବରରୁ କଲ୍ ଆସେ, ତେବେ ଆପଣଙ୍କ ମନକୁ ଆସୁଥିବା ପ୍ରଥମ ପ୍ରଶ୍ନ ହେଉଛି କିଏ କଲ୍ କରିପାରେ । ଯଦି ଏହା ଆପଣଙ୍କ…

ସ୍କୁଲରେ ବୋମା ରଖାଯିବା ଘଟଣା ମିଛ ହେଲେ ବି ଭୟ କରିବା ଜରୁରୀ; କାହାର ଏପରି ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ: ବୁଧବାର ସକାଳେ ଦିଲ୍ଲୀ ଏବଂ ନୋଏଡାର ୮୦ରୁ ଅଧିକ ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଛି। ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦିଲ୍ଲୀ ପୋଲିସ ସମେତ ସମସ୍ତ ସୁରକ୍ଷା ଏଜେନ୍ସି ସ୍କୁଲରେ ସର୍ଚ୍ଚ…

କେଜ୍ରିୱାଲଙ୍କୁ କ’ଣ ୧୦ ବର୍ଷ ଜେଲ୍‌ରେ ରଖାଯିବ? ପତ୍ନୀ ସୁନୀତାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଲୋକସଭା ନିର୍ବାଚନରେ ପ୍ରଚାରର ଭାର ନିଜ କାନ୍ଧ ଉପରକୁ ନେଇଛନ୍ତି । ଏବେ ସେ ଦିଲ୍ଲୀ ବାହାରେ ବି ଦଳ ପାଇଁ ଭୋଟ…

ରାହୁଲଙ୍କ ନାମାଙ୍କନ ପାଇଁ ଆମେଥିରେ ସଜବାଜ; କୋର୍ଟରେ ପହଞ୍ଚି ଫର୍ମ କିଣିଲେ କଂଗ୍ରେସ ପଦାଧିକାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟ ମତଦାନ ମେ' ୭ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା…