fbpx
BSKY SKY
BSKY SKY
Browsing Category

ଦେଶ

ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ୫୧.୪୦ କୋଟି ଲୋକ ନିଯୁକ୍ତି ପାଇଛନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଘରୋଇ ଅନୁସନ୍ଧାନ ପ୍ରତିଷ୍ଠାନ ସ୍କଚ୍ ସୋମବାର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୫୧.୪୦ କୋଟି ନିଯୁକ୍ତି ସୃଷ୍ଟି ହୋଇଛି । ଏହି…

ଭାରତ ତିଆରି କରିବ ୨୫ ପ୍ରତିଶତ ଅଧିକ ଆଇଫୋନ: ୧.୧ ବିଲିୟନ ଡଲାରରେ ପହଞ୍ଚିଲା ରପ୍ତାନୀ

ନୂଆଦିଲ୍ଲୀ: ଭାରତକୁ ପ୍ରମୁଖ ଆଇଫେନ ଉତ୍ପାଦନର ଏକ ପ୍ରମୁଖ ସ୍ଥଳୀ ଭାବେ ଆମେରିକୀୟ ଆପଲ କମ୍ପାନୀ ନଜର ରଖିଛି । ୨୦୨୮ ସୁଦ୍ଧା ୨୫ ପ୍ରତିଶତ ଅଧିକ ଭାରତରେ ଆଇଫୋନ ତିଆରି ଲାଗି ଆପଲ କମ୍ପାନୀ ଯୋଜନା କରିଛି । ଏହି…

ସରକାରୀ ବ୍ୟାଙ୍କକୁ କେତେ ମିଳିଲା ଲାଭ? ୨୦୨୩-୨୪ ବର୍ଷରେ ୩୫ ପ୍ରତିଶତ ଲାଭ ବୃଦ୍ଧି ରେକର୍ଡ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ସରକାରୀ ବ୍ୟାଙ୍କଗୁଡ଼ିକର ସମୁଦାୟ ଲାଭ ରିପୋର୍ଟ ଜାରି ହୋଇଛି । ଏହି ବର୍ଷରେ ବିଭିନ୍ନ ସରକାରୀ ବ୍ୟାଙ୍କ ଦମଦାର ଇନକମ୍ କରିଛନ୍ତି । ଏହାସହିତ ସେୟାର ମାଧ୍ୟମରେ…

‘ମେମୋରୀ ଅଫ୍ ଦି ୱାର୍ଲ୍ଡ ତାଲିକା’ ରେ ସାମିଲ ହେଲା ‘ରାମଚରିତମାନସ୍’ ଏବଂ ‘ପଞ୍ଚତନ୍ତ୍ର’ର ପାଣ୍ଡୁଲିପି

ନୂଆଦିଲ୍ଲୀ: ଗୋସ୍ୱାମୀ ତୁଳସିଦାସଙ୍କ ଦ୍ୱାରା ଲିଖିତ 'ରାମଚରିତମାନସ'ର ପାଣ୍ଡୁଲିପି' ମେମୋରୀ ଅଫ୍ ୱାର୍ଲ୍ଡ ତାଲିକା'ରେ ସାମିଲ କରାଯାଇଛି । 'ରାମଚରିତମାନସ୍' ସମେତ ମୋଟ ତିନୋଟି ପାଣ୍ଡୁଲିପି ବିଶ୍ୱ ତାଲିକାରେ ସ୍ଥାନ…

ଦେଶବାସୀଙ୍କ ପାଇଁ ଖୁସି ଖବର ! ଏଥର ସମୟ ପୂର୍ବରୁ ଭାରତ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଏହି ସମୟରେ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରହୁଥିବା ବେଳେ ପ୍ରୟତଃ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।…

ଭାରତ ଓ ଇରାନ ମଧ୍ୟରେ ଚବାହର ବନ୍ଦର ଚୁକ୍ତି: ଆମେରିକା-ଚୀନ-ପାକିସ୍ତାନର ଚିନ୍ତା ବଢ଼ିଲା କାହିଁକି, ଜାଣନ୍ତୁ ୫ଟି ବଡ଼ ପଏଣ୍ଟ

ନୂଆଦିଲ୍ଲୀ: ଭାରତ ଓ ରାନ ମଧ୍ୟରେ ଚବାହାର ପୋର୍ଟକୁ ନେଇ ଏକ ଦୀର୍ଘକାଳୀନ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଫଳରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଇରାନର ଚବାହର ପୋର୍ଟର କାର୍ଯ୍ୟର ଦାୟିତ୍ୱ ଭାରତ ସମ୍ଭାଳିବ ।…

ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ କଙ୍ଗନା ରଣାୱତ, ରୋଡ ସୋ’ରେ କମ୍ପୁଛି ମଇଦାନ

ନୂଆଦିଲ୍ଲୀ: ଅଭିନେତ୍ରୀ ଏବଂ ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ଆଜି ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । କଙ୍ଗନା ରୋଡ ଶୋ କରିବା ସମୟରେ ନାମାଙ୍କନ ଦାଖଲ କରିବା ପାଇଁ ପହଁଚିଛନ୍ତି ।…

ସ୍କୁଲ ପରେ ଦିଲ୍ଲୀର ୪ହସ୍ପିଟାଲକୁ ମିଳିଲା ବୋମା ଧମକ; କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସହରରେ ସ୍କୁଲକୁ ବୋମା ଧମକ ମେଲ୍ ଆସିବା ପରେ ଏବେ ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋମା ମାଡ଼ ଅଭିଯୋଗ ଆସିଛି । ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ କହିଛି ଯେ ଜିଟିବି…

ଖାଦ୍ୟ ପ୍ରସ୍ତୁତ କରିବାର ସଠିକ୍ ତରିକା ଶିଖାଇଲା ICMR: କୁକିଂ ଓ ପ୍ରି-କୁକିଂ ପ୍ରକ୍ରିୟାରେ ଦାୟିତ୍ୱହୀନତା ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିଥାଏ

ନୂଆଦିଲ୍ଲୀ: ଆଜିର ସମୟରେ ଏକ ସୁସ୍ଥ ଜୀବନଧାରଣ ନିମନ୍ତେ ଖାଦ୍ୟପେୟର ସବୁଠାରୁ ବଡ଼ ଭୂମିକା ରହିଛି । ଏ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ଗମ୍ଭୀର ବୀମାରୀ ଆକ୍ରମଣ କରିବାର ସମ୍ଭାବନା ରହିଥାଏ । ତେବେ ଖରାପ…

୯୧ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଝଟକା: ଗ୍ରାଜୁଏଟ୍ ଭିସା ରୁଟ୍ ବନ୍ଦ ନେଇ ପ୍ରସ୍ତୁତ ହେଲା ରିପୋର୍ଟ, ବ୍ରିଟେନ ସଂସଦରେ ହେବ ଆଗତ

ନୂଆଦିଲ୍ଲୀ: ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ବ୍ରିଟେନର ଋଷି ସୁନକ ସରକାର ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି । ବ୍ରିଟେନ ସରକାରଙ୍କ ମାଇଗ୍ରେସନ ଆଡଭାଇଜରୀ କମିଟି ପକ୍ଷରୁ ଗ୍ରାଜୁଏଟ ଭିସା ରୁଟ୍ ବନ୍ଦ କରିବା ନେଇ…