CHARIDHAM
Browsing Category

ଦେଶ

୫ ଟିବି ପ୍ରବଣ ଦେଶ ଭିତରେ ରହିଛି ଭାରତ: WHO

ନୂଆଦିଲ୍ଲୀ: ଟ୍ୟୁବରକୁଲସିସ (ଟିବି)କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଚାଞ୍ଚଲ୍ୟକର ରିପୋର୍ଟ । ୨୦୨୩ରେ ୮୦ଲକ୍ଷ ଏହି ରୋଗରେ ସଂକ୍ରମିତ ହୋଇଥିଲେ । ଏଥିସହ ରିପୋର୍ଟରେ ଦର୍ଶା ଯାଇଛି କି, ଗତ ବର୍ଷ ୧.୨୫ ମିଲିୟନ…

ସରକାରୀ ଚାକିରି ପାଇଁ ଜାଲ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ, ୱେବସାଇଟରେ ପ୍ରାର୍ଥୀଙ୍କ ନାଁ ଜାରି କଲା ବୋର୍ଡ଼

ଜୟପୁର: ରାଜସ୍ଥାନରେ ସରକାରୀ ନିଯୁକ୍ତିକୁ ନେଇ ଠକେଇ ମାମଲା ଥମିବାର ନାଁ ଧରୁନି । ବର୍ତ୍ତମାନ ପର୍ଯ୍ୟନ୍ତ ପେପର ଲିକ୍ ଏବଂ ଡମି ପ୍ରାର୍ଥୀଙ୍କ ମାଧ୍ୟମରେ ପରୀକ୍ଷାରେ ପାସ ହେବା ଭଳି ମାମଲା ସାମ୍ନାକୁ ଆସୁଥିଲା ।…

Momo tragedy: ଏଠାରେ ମିଳୁଛି ବିଷାକ୍ତ ମୋମୋ! ଖାଇଲେ ଚାଲିଯାଇପାରେ ଜୀବନ, ମା’ ମୃତ 2 ଝିଅ ଗୁରୁତର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ମୋମୋ । ଦିଲ୍ଲୀ-ଏନସିଆର ସମେତ ଅନେକ ମେଟ୍ରୋ ସିଟିରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପିଲାଠୁ ବୁଢା ସମସ୍ତଙ୍କର ପ୍ରିୟ ସାଜିଛି ମୋମୋ ।…

ସେୟାର ବଜାର: ପ୍ରତିରକ୍ଷା କମ୍ପାନୀରେ ଇନଭେଷ୍ଟ ପାଇଁ ନିବେଶଙ୍କ ମଧ୍ୟରେ ଆଗ୍ରହ

ନୂଆଦିଲ୍ଲୀ: ସେୟାର ବଜାରରେ ବେପାର ମାନ୍ଦା ଚାଲିଛି । ନିବେଶକ ଚିନ୍ତାରେ । ଏମିତି ସମୟରେ କିନ୍ତୁ ଡିଫେନ୍ସ କମ୍ପାନୀର ସେୟାରରେ ଭାରି ଅଭିବୃଦ୍ଧି ଦେଖିବାକୁ ମିଳିଛି । ସେୟାର କିଣିବାକୁ ନିବେଶକଙ୍କ ମଧ୍ୟରେ ଲାଗିଛି…

ଦୀପାବଳି ପାଇଁ ଦୁଇଦିନ ଛୁଟି ଘୋଷଣା: ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଛୁଟି ନିଷ୍ପତ୍ତି ନେଲେ ୟୁପି ସରକାର

ନୂଆଦିଲ୍ଲୀ: ଆଲୋକପର ପର୍ବ ଦୀପାବଳି ପାଳନ ପାଇଁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରିବା ସହ ବାଣ ଓ ମିଠା କିଣାକିଣିରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର ।…

ସାମ୍ନାକୁ ଆସିଲା ଅଜବ ଘଟଣା, 19 ଜଣଙ୍କୁ HIV ସଂକ୍ରମିତ କଲା ଜଣେ ନାବାଳିକା!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । 5 ମାସରେ 19ଜଣ ଯୁବକଙ୍କୁ ଏଚଆଇଭି ସଂକ୍ରମିତ କରାଇଲା ନାବାଳିକା । ତେବେ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଜଣେ ନାବାଳିକା ସହିତ ଶାରୀରିକ ସମ୍ପର୍କ…

ପ୍ରେମିକର ଜିଦି ମାନି ବ୍ଲାକମେଲର ଶିକାର ହେଲେ ଛାତ୍ରୀ, ଆଉ…

ନୂଆଦିଲ୍ଲୀ: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ଶାରୀରିକ ସମ୍ପର୍କ, ତା ପରେ ଯାହା ସବୁ ଘଟୁଛି ସମାଜକୁ ଅବସାଦଗ୍ରସ୍ତ କରିଦେଉଛି । ଦିନକୁ ଦିନ ଏମିତି ଘଟଣା ବ୍ୟାଧି ପରି ବ୍ୟାପିବାରେ ଲାଗିଛି । ଠିକ ଯେମିତି ଘଟିଛି ଉତ୍ତର…

Stop Adulteration: ଦୀପାବଳିରେ ବିକ୍ରି ହେଉଛି ‘ମିଠା ଜହର’! ଖାଇଲେ ବଢ଼ିବ କିଡନୀ ଓ ହୃଦ ସମସ୍ୟା, କେମିତି ଚିହ୍ନିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀପାବଳୀକୁ ଖୁସିର ସହ ପାଳନ କରିବା ପାଇଁ ଦେଶବାସୀ ବ୍ୟସ୍ତ ରହିଥିବା ବେଳେ ଏହି ଅବସରରେ ପ୍ରବଳ ମାତ୍ରାରେ ମିଠା ବିକ୍ରି ହେଉଛନ୍ତି । ତେବେ ପୂଜା ବଜାରେ ବିକ୍ରି ହେଉଥିବା ଏହି ପ୍ୟାକେଟ୍…

ସଲମାନଙ୍କୁ ପୁଣି ହତ୍ୟା ଧମକ, ‘2 କୋଟି ନଦେଲେ ଜୀବନରୁ ମାରିଦେବୁ’

ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଜାରି ରହିଛି । ପୁଣି ଜୀବନରୁ ମାରିଦେବା ନେଇ ଧମକ ଦିଆଯାଇଛି । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲକୁ କେହି ଅଜ୍ଞାତ ବ୍ୟକ୍ତି ମେସେଜ କରି ହତ୍ୟା ଧମକ ଦେଇଛନ୍ତି । 2 କୋଟି ଦିଅ…

ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ ଅମେରିକା ! ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । ଏନେଇ ଦୁଇ ଦେଶ ପକ୍ଷରୁ ସେମାନଙ୍କ କୂଟନୀତିଜ୍ଞଙ୍କୁ ବହିଷ୍କାର…