Browsing Category

ଦେଶ

ନିଟ୍-ୟୁଜି ୨୦୨୪; ପରୀକ୍ଷା ଫଳ ବାତିଲ କରିବାକୁ ମନା କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷା ବାତିଲ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ପରୀକ୍ଷାର ପ୍ରଶ୍ନପତ୍ର…

Video; ଦେଶ ଦେଖିଲା ଭକ୍ତି-ଭାଇଚାରାର ଭିନ୍ନ ଉଦାହରଣ, ପାଣି ଭାର ନେଇ ଏକାଠି ଗଲେ ହିନ୍ଦୁ-ମୁସଲମାନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ବାବା ଭୋଲେଙ୍କ ଭକ୍ତିରେ ହରିଦ୍ୱାର ଯାଉଥିବା ହଜାର ହଜାର କାଉଡ଼ିଆ ବାଟରେ ଅଛନ୍ତି ।…

ମହିଳାଙ୍କୁ ରକ୍ଷାବନ୍ଧନ ଉପହାର ଦେବେ ସରକାର, ‘ଲାଡଲୀ ବହନ ଯୋଜନା’ ଅନ୍ତର୍ଗତ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ଏତିକି ଟଙ୍କା

ଭୋପାଲ: ବର୍ତ୍ତମାନ ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କେନ୍ଦ୍ର ବଜେଟକୁ ନେଇ ସବୁଆଡ଼େ ଚର୍ଚ୍ଚା । ବିଶେଷକରି ଗରିବ, ମହିଳା, ଯୁବ ବର୍ଗ ଏବଂ କୃଷକଙ୍କ ଉପରେ ରହିଛି ଫୋକସ୍…

କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ; କହିଲେ, ଏହା ‘କୁର୍ସୀ ବଚାଓ’ ବଜେଟ୍…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାଧାରଣ ବଜେଟକୁ 'କୁର୍ସୀ ବଚାଓ' ବଜେଟ୍ ବୋଲି କହିଛନ୍ତି । ଏହି ବଜେଟ୍ ସହଯୋଗୀ ଦଳର ତୁଷ୍ଟୀକରଣ ବଜେଟ୍ ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ସେମାନେ…

ବଜେଟ୍- ୨୦୨୪: ପ୍ରାରମ୍ଭିକ ହ୍ରାସ ପରେ ସୁଧାରିଲା ଷ୍ଟକ ବଜାର

ନୂଆଦିଲ୍ଲୀ: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ସାଧାରଣ ବଜେଟ୍ ପରେ ସେୟାର ବଜାରରେ ହ୍ରାସ ଘଟିଥିଲେ ହେଁ ଏହାର କିଛି ସମୟ ପରେ ବଜାରରେ ସୁଧାର ଦେଖିବାକୁ ମିଳିଥିଲା । ବଜେଟ୍ ଭାଷଣ ଶେଷ ହେବା ମାତ୍ରେ ସେନ୍ସେକ୍ସ…

ରକ୍ଷା ବଜେଟରେ ୬୨୧୪୦ କୋଟି ଟଙ୍କାର ଘୋଷଣା! ରାଜନାଥ ସିଂହ ଅର୍ଥ ମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ୨୦୨୪ ଜାରି କରିଛନ୍ତି । ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଜେଟ ୨୦୨୪ରେ ରକ୍ଷା ମନ୍ତ୍ରାଳୟ ପାଇଁ ଆଲଟମେଣ୍ଟରେ ଖୁସି ବ୍ୟକ୍ତ କରିଛନ୍ତି । ସେ…

ନୋରା ଫତେହି ‘ମଟକା’ ଫିଲ୍ମ ପାଇଁ ସୁଟ କଲେ ଦମଦାର ରେଟ୍ରୋ ଥୀମ ସଙ୍ଗ

ନୂଆଦିଲ୍ଲୀ: ନୋରା ଫତେହି ଆଜିକାଲି ନିଜର ଆସୁଥିବା ଫିଲ୍ମ ‘ମଟକା’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ବରୁଣ ତେଜଙ୍କ ସହ ନଜର ଆସିବେ । ନୋରା ଫତେହି ଫିଲ୍ମ ପାଇଁ ଏକ ଦମଦାର ରେଟ୍ରୋ ଥୀମ ସଙ୍ଗ ସୁଟ…

ମନି ଲଣ୍ଡରିଂ ମାମଲାରେ ୟୁଟ୍ୟୁବର ଏଲଭିସ ଯାଦବଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲା କେସରେ ୟୁଟ୍ୟୁବର ଏଲଭିସ ଯାଦବଙ୍କ ସମସ୍ୟା ବଢିବାରେ ଲାଗିଛି । ପ୍ରବର୍ତନ ନିର୍ଦ୍ଦେଶାଳୟଙ୍କ ସମନ ପରେ ୟୁଟ୍ୟୁବର ଏଲଭିସ ଯାଦବ ମଙ୍ଗଳବାର ଦିନ .. ସ୍ଥିତ ଯାଞ୍ଚ ଏଜେନ୍ସିଙ୍କ…

Union Budget Live; ବଦଳିଲା ଆୟ କର, ଜାଣନ୍ତୁ ନୂଆ ବଜେଟରେ କିଏ କେତେ ଟଙ୍କା ଦେବେ ଟାକ୍ସ

ନୂଆଦିଲ୍ଲୀ: ଆଜି ନୂଆ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରାଯାଇଛି । ଏହି ବଜେଟରେ ବିଭିନ୍ନ ଆୟ ଅନୁସାରେ ବ୍ୟକ୍ତିଗତ ଆୟକର ଘୋଷଣା କରାଯାଇଛି । ନୂଆ ଟିକସ ବ୍ୟବସ୍ତାରେ ଏକ ବଡ଼ ପରିବର୍ତ୍ତନ ହୋଇଛି ।…

କ୍ୟାନ୍ସର ଔଷଧରେ ଲାଗିବନି ସୀମା ଶୁଳ୍କ! ମୋଦୀ ସରକାରଙ୍କ ବଜେଟ ଦେଲା ଆଶ୍ୱସ୍ତି

ନୂଆଦିଲ୍ଲୀ: କର୍କଟ ରୋଗୀଙ୍କ ପାଇଁ ଏକ ଖୁସି ଖବର! ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ବଜେଟରେ ତିନୋଟି କର୍କଟ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ କରିବାକୁ ଘୋଷଣା କରିଛନ୍ତି। ଏହା କର୍କଟ ଔଷଧର ମୂଲ୍ୟ ହ୍ରାସ କରିବ…