
Browsing Category
ଦେଶ
ଆସନ୍ତା ବର୍ଷ ହେବ ମହାରାଷ୍ଟ୍ର, ଝାରଖଣ୍ଡ ଓ ଦିଲ୍ଲୀରେ ନିର୍ବାଚନ; ବିଏସପି ସବୁ ସ୍ଥାନରେ ଦେବ ପ୍ରାର୍ଥୀ
ନୂଆଦିଲ୍ଲୀ: ହରିୟାଣାରେ ବହୁଜନ ସମାଜ ପାର୍ଟିର ଦୟନୀୟ ପରାଜୟ ସତ୍ତେ୍ୱ ଦଳ ସୁପ୍ରିମୋ ଆଉ ତିନୋଟି ରାଜ୍ୟରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି । ବିଏସପି ପ୍ରମୁଖ ମାୟାବତୀ ବୁଧବାର ଘୋଷଣା କରିଛନ୍ତି କି,…
ଚୋରି ହେଲା ଗଞ୍ଜା ! ଥାନାର ଦ୍ୱାରସ୍ଥ ହେଲେ ମାଲିକ, ପୋଲିସ ମାମଲା ରୁଜୁ କରିବାକୁ ମନା କରିବାରୁ କଲେ ଏପରି କାମ
ରାୟପୁର: ବର୍ତ୍ତମାନ ସବୁଆଡ଼େ ପାର୍ବଣର ମାହୋଲ । ଏଭଳି ସ୍ଥିତିରେ ଚୋରି, ଡକାୟତି ଭଳି ମାମଲା ବୃଦ୍ଧି ପାଇଥାଏ । ତେଣୁ ଉଭୟ ପୋଲିସ ଓ ଜନତା ଚୋରି ପ୍ରତି ସତର୍କତା ଅବଲମ୍ବନ କରିଥାନ୍ତି । ସାଧାରଣତଃ ଥାନାରେ ଜଣେ…
ଭାରତୀୟ ନୌସେନାରେ ସାମିଲ ହେବ ଶକ୍ତିଶାଳୀ ଟର୍ପିଡୋ, ଶତ୍ରୁର ଯୁଦ୍ଧପୋତ ଖୋଜିବା ହେବ ସହଜ
ନୂଆଦିଲ୍ଲୀ: ଭାରତୀୟ ନୌସେନା ହେବାକୁ ଯାଉଛି ଆହୁରି ସଶକ୍ତ । ସେନାରେ ସାମିଲ ହେବ ଶକ୍ତିଶାଳୀ ଓ ଘାତକ ଆମେରିକୀୟ ଟରପିଡୋ । ଆମେରିକା ଭାରକୁ ୫୩ ଏମକେ-୫୪ କମ ଓଜନର ଟର୍ପିଡୋ ବିକିବାକୁ ମଞ୍ଜୁରି ଦେଇଛି । ଏହା ପରେ…
ଉଦ୍ଧାର ହେଲା ଏକ ଦୁର୍ଲ୍ଲଭ ପ୍ରଜାତିର କଇଁଛ! ଏହି ଜୀବକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଲା
ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱ ବକ୍ଷରୁ ଅନେକ ଜୀବଙ୍କ ପ୍ରଜାତି ଲୋପ ପାଇଯାଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଏକ ଦୁର୍ଲ୍ଲଭ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି । ଏହି କଇଁଛକୁ ଦେଖିବା ପରେ ଲୋକମାନେ ଚକିତ…
(Video) ନବରାତ୍ରୀ ୨୦୨୪: ପବିତ୍ର ମହାସପ୍ତମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି । ତେବେ ପବିତ୍ର ମହାସପ୍ତମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମା’ କାଳୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ…
(Video) ଏ କି ହୀନ ମାନସିକତା! ଚା’ରେ ଛେପ ପକାଇ ତାହାକୁ ଲୋକଙ୍କୁ ବିକ୍ରି କରୁଥିଲେ ଦୋକାନୀ, ଏବେ ଧରାପଡ଼ିଲେ
ନୂଆଦିଲ୍ଲୀ: କିଛି ହୀନ, କ୍ରୂର ମାନସିକତାଧାରୀ ଲୋକଙ୍କ ପାଇଁ ଆଜି ଆମର ସଭ୍ୟ ସମାନ ବଦନାମ ହେଉଛି । ମଣିଷ ଯେ ଏତେ ତଳକୁ ଖସିଯାଇପାରେ ତା’ର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ଚା’ରେ ଛେପ ପକାଇ ଲୋକଙ୍କୁ…
ସରକାରର ସବୁ ପ୍ରୋତ୍ସାହନ ବିଫଳ, ୧୦ ଦିନ ପରେ ପୁଣି ଆଣ୍ଠେଇଲା ଚୀନ ବଜାର
ନୂଆଦିଲ୍ଲୀ: ୧୦ ଦିନ ଧରି ଚୀନର ସେୟାର ମାର୍କେଟ ଦ୍ରୁତ ଅଭିବୃଦ୍ଧି କରିବା ପରେ ବୁଧବାର ନିମ୍ନମୁଖୀ ହୋଇଛି । ସାଙ୍ଘାଇ କମ୍ପୋଜିଟ ଇଣ୍ଡେକ୍ସ ୫ପ୍ରତିଶତ ହ୍ରାସ ପାଇଛି, ଯେତେବେଳେ କି ସିଏସଆଇ ୩୦୦ ଇଣ୍ଡେକ୍ସରେ ୫.୮…
(Video) ୬୦ ଯବାନଙ୍କୁ ମାରିଥିଲା ଏହି ଦୁର୍ଦ୍ଦାନ୍ତ ମହିଳା ନକ୍ସଲ: ମାଓ ରାଣୀକୁ ନିପାତ କରିଦେଲେ ମହିଳା କମାଣ୍ଡୋ
ନୂଆଦିଲ୍ଲୀ: ୬୦ ଜଣ ଯବାନଙ୍କୁ ମାରିଥିବା ଦୁର୍ଦ୍ଦାନ୍ତ ମହିଳା ନକ୍ସଲର ଅନ୍ତ ଘଟିଛି । ମାଓ ରାଣୀ ନକ୍ସଲ ସାମ୍ରାଜ୍ୟର ମୁଖିଆ ଉର୍ମିଳା ଓରଫ ନିତିର ସବୁ ଖେଳ ସରିଯାଇଛି । ଯେଉଁ ନିତିକୁ ଧରିବାକୁ ଛତିଶଗଡ଼ ପୋଲିସ ଆଖିରୁ…
UGC ପକ୍ଷରୁ ନୂଆ ପ୍ରୟାସ: ପ୍ରତିବର୍ଷ ଗୁରୁ ଦିବସରେ ଶ୍ରେଷ୍ଠ ଗବେଷଣାକୁ ମିଳିବ ‘PhD ଉତ୍କର୍ଷ ସମ୍ମାନ’
ନୂଆଦିଲ୍ଲୀ: ଦେଶର ଯୁବପୀଢ଼ିଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ନିଆରା ପ୍ରୟାସ ଆରମ୍ଭ କରିଛି । ଉଚ୍ଚମାନର ଗବେଷଣା କରୁଥିବା ଯୁବ ଗବେଷକଙ୍କୁ ଚିହ୍ନଟ…
କୋଲକାତା ମାମଲା: CBI ଚାର୍ଜସିଟ୍ରେ ଆସିଲା କ’ଣ? ସଞ୍ଜୟ ନିଶାରେ ଏସବୁ କରିଥିଲା ନା ଆଉକିଛି…
କୋଲକାତା: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ସଞ୍ଜୟ ରାୟଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି…