Browsing Category

ଖବର

BIG BREAKING…କଟକ ଗୋପାଳପୁର ଛକରେ ଓଲଟିଲା ବସ୍‌; ଅନେକ ଯାତ୍ରୀ ଆହତ

କଟକ : ସରସ୍ୱତୀପୂଜାରେ ବଡ଼ ଅଘଗଣ । କଟକ ଗୋପାଳପୁର ଛକରେ ଓଲଟି ପଡ଼ିଲା ବସ୍‌ । ଏନଏଚ୍‌-୧୬ରେ ଓଲଟି ପଡ଼ିଲା ବସ୍ । ବସ୍ ରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । କଟକରୁ ଭୁବନେଶ୍ୱର ଗଲା ବେଳେ ଓଲଟି ପଡ଼ିଲା…

ନିର୍ବାଚନ ପାଇଁ କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଘୋଷଣା କଲା ରାଜ୍ୟ ବିଜେପି

ଭୁବନେଶ୍ୱର: ନିର୍ବାଚନ ପାଇଁ ଓଡ଼ିଶାର ବିଭିନ୍ନ କମିଟି ଘୋଷଣା କଲା ବିଜେପି । କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଆଦି ଘୋଷଣା । କୋର୍‌ କମିଟିରେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ରଙ୍କ ସହ ୧୮ ନେତା…

ଫେବୃଆରୀ ୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; କିଚକେଶ୍ୱରୀ ମନ୍ଦିରରେ କରିବେ ଦର୍ଶନ

ଭୁବନେଶ୍ୱର: ୨୯ ଫେବୃଆରୀରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀରେ ୨୯ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ୨୯ରେ ମୟୂରଭଞ୍ଜ ଗସ୍ତରେ ଯିବେ ରାଷ୍ଟ୍ରପତି । ଖିଚିଂର କିଚକେଶ୍ୱରୀ…

(Video) ଡିଉଟି ସାରି ଘରକୁ ନ ଫେରି ମଶାଣି ଗଲେ ଦୁଇ ସାଙ୍ଗ; ୨ସାଙ୍ଗଙ୍କୁ ସବୁଦିନ ପାଇଁ ଅଲଗା କରିଦେଲା ହାଇୱା

ଅନୁଗୁଳ: ମଶଣି ହେଉଛି ମୃତ୍ୟୁର କୋଳ, ଯଉଠିକୁ ଚାଲିଗଲା ୨-୨ ଟି ଜୀବନ। ଡିଉଟି ସାରି କିଏ ଘରକୁ ଫେରେ କିନ୍ତୁ ଏଠି ମଶାଣି ଗଲେ ୨ ସାଙ୍ଗ। ଆଉ ଗାଁ ମଶାଣିରେ ଏକାସାଙ୍ଗରେ ଜଳିଲା ଦୁଇ ସାଙ୍ଗଙ୍କର ଜୁଇ। ପିଲାବେଳୁ ସାଙ୍ଗ…

BIG BREAKING…ଡ୍ରୋନ୍ ଆକ୍ରମଣ; କ୍ରିମିଆ ନିକଟସ୍ଥ ବ୍ଲାକ୍ ସିରେ ବୁଡ଼ିଗଲା ରୁଷୀୟ ନୌସେନା ଜାହାଜ

ନୂଆଦିଲ୍ଲୀ: କ୍ରିମିଆ ନିକଟରେ ୟୁକ୍ରେନ ରୁଷିଆର ଏକ ନୌସେନା ଜାହାଜକୁ ବୁଡ଼ାଇ ଦେଇଥିବା ଦାବି କରିଛି । ୟୁକ୍ରେନର ସେନା କହିଛି ଯେ ଜାହାଜଟି ଋଷ ଅଧିକୃତ କ୍ରିମିଆ ଉପଦ୍ୱୀପର ଜଳରେ ଥିଲା । ସୋସିଆଲ ମିଡିଆରେ ସୂଚନା…

ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଓହ୍ଲାଇଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ବିନେଶ ଫୋଗାଟ୍

ନୂଆଦିଲ୍ଲୀ: ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ କରିଲେ ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ । ଏଥିସହ କୃଷକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦୁଃଖ ପ୍ରକାଶ…

କେତେଘଣ୍ଟା ଫୋନ୍ ଦେଖନ୍ତି ଓ ସବୁଠାରୁ ଅଧିକ କେଉଁ ଆପ୍ ବ୍ୟବହାର କରନ୍ତି ବିରାଟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର: ବିରାଟ କୋହଲି ନିଜର ଫୋନ୍ ଓ ପ୍ରିୟ ଆପ୍‌କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଦିନରେ କେତେ ସମୟ ପର୍ଯ୍ୟନ୍ତ ସେ ନିଜର ଫୋନ୍ ବ୍ୟବହାର କରିଥାନ୍ତି ସେ ବିଷୟରେ ସେ ମୁହଁ ଖୋଲିଛନ୍ତି । hustlewithritik…

ଅଡ଼ୁଆରେ Paytm Payments ବ୍ୟାଙ୍କ୍, ମନି ଲଣ୍ଡରିଂ ମାମଲାରେ EDର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ: ଦିନକୁ ଦିନ Paytm Payments ବ୍ୟାଙ୍କର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର Paytm Payments ବ୍ୟାଙ୍କ ବିରୋଧରେ ED ପକ୍ଷରୁ ମନି ଲଣ୍ଡରିଂ ମାମଲାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । କହିରଖୁଛୁ…

(Video) ପାକିସ୍ତାନୀ ରିପୋର୍ଟର ବାଇଟ ନେବା ବେଳେ ଜଣେ ଯୁବକଙ୍କୁ ପକାଇଲେ ଏପରି ଚାପୁଡା, ଭିଡିଓ ଭାଇରାଲ

ଇସଲାମାବାଦ: ଯେକୌଣସି ଦେଶର ମିଡିଆର କାମ ହେଉଛି ସେ ସମାଜରେ ଥିବା ସମସ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବା ଏବଂ ତାକୁ ନେଇ ଚର୍ଚ୍ଚା କରିବା । ତେବେ ଅନେକ ରିପୋର୍ଟରମାନେ ଭିନ୍ନ ଭିନ୍ନ ଅଞ୍ଚଳକୁ ଯାଇ ଗ୍ରାଉଣ୍ଡ…

4G ନା 5G ? କେଉଁ ଫୋନରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ସ୍ମାର୍ଟଫୋନ୍ ଯେମିତି ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ଗଲାଣି । କେତେ ଜଣ 4G ବ୍ୟବହାର କରୁଛନ୍ତି ତ ଆଉ କେତେ ଜଣ 5G । ଗତ ୨ ବର୍ଷ ହେବ ଭାରତରେ 5G…