Browsing Category

ଖବର

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଖେଳିବେନି କେଏଲ ରାହୁଲ, ସୁଯୋଗ ପାଇଲେ ଏହି ବ୍ୟାଟ୍ସମ୍ୟାନ

ରାଜକୋଟ: ଭାରତୀୟ କ୍ରିକେଟ୍ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଫିଟ୍ ନେସ୍ ସମସ୍ୟା କାରଣରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି । ଏହି ଟେଷ୍ଟ ମ୍ୟାଚ୍ ଫେବ୍ରୁଆରି ୧୫ରୁ ଖେଳାଯିବ । ତାଙ୍କ…

(Funny Video)ଜନ୍ମଦିନରେ ଏଭଳି ମଜାଳିଆ ଉପହାର ଦେଲେ ସାଙ୍ଗ, ହସି ହସି ବେଦମ ହୋଇଗଲେ ଯୁବକ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ବିଭିନ୍ନ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ତେବେ ଏହି ଭିଡିଓରେ କିଛି ଶିଖଣୀୟ ଜିନିଷ ନଥାଏ ସତ କିନ୍ତୁ ଏହି ଭିଡିଓକୁ ଦେଖି ଅନେକ ଜଣ ମନୋରଞ୍ଜନ କରିଥାନ୍ତି। ଆଉ ଭିଡିଓକୁ ଦେଖିବା…

ଗ୍ରାମୀଣ-ସହରାଞ୍ଚଳ ବେକାର ଯୁବକ-ଯୁବତୀଙ୍କୁ ମିଳିବ ସୁଧମୁକ୍ତ ୧ ଲକ୍ଷର ଋଣ

ଭୁବନେଶ୍ୱର: ଗ୍ରାମୀଣ ଓ ସହରାଞ୍ଚଳ ବେକାର ଯୁବକଯୁବତୀଙ୍କୁ ମିଳିବ ଋଣ । ବ୍ୟବସାୟ ଆରମ୍ଭ ବା ସଂପ୍ରସାରଣ ପାଇଁ ମିଳିବ ସୁଧମୁକ୍ତ ୧ ଲକ୍ଷର ଋଣ । ଋଣ ପାଇଁ ସାଧାରଣ ବର୍ଗ ବୟସ ସୀମା ୧୮ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କରିବା ପରେ କଟାକ୍ଷ କଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅଯୋଧ୍ୟାରେ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।…

ନକଲିର ପେଣ୍ଠସ୍ଥଳ ପାଲଟିଛି କଟକ ସହର; ଖାଦ୍ୟ ସାମଗ୍ରୀ ପରେ, ଏବେ ନକଲି ଓଜନ୍ ମେସିନ୍

କଟକ: କଟକ ସହର ଏବଂ ଏହାର ଉପକଣ୍ଠ ଜଗତପୁର ଓ ନୂଆପଡ଼ା ଅଞ୍ଚଳରେ ନକଲି କାରବାର ଥମିବାର ନାଁ ଧରୁନି। ବାରମ୍ବାର ଚଢଉ ପରେ ବି ନୂଆ ନୂଆ ନକଲି କାରବାର ସାମନାକୁ ଆସୁଛି। ନକଲି ଖାଦ୍ୟ ସାମଗ୍ରୀ ପରେ କଟକରେ ଏବେ ଓଜନ୍…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ; କହିଲେ ଲୋକଙ୍କ ସେବା ପାଇଁ ଦଳ ଛାଡ଼ିଲି

ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ । ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ଦେଲେ ଇସ୍ତଫା । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇସ୍ତଫା ପତ୍ର…

ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଜଣେ ବି ଗରିବ ଲୋକ ଯୋଗ ଦେଇନଥିଲେ; ରାହୁଲ ଗାନ୍ଧୀ

ରାୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଛତିଶଗଡରେ ପହଞ୍ଚିଛି। ଛତିଶଗଡ଼ର କୋରବାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଶ୍ରୀରାମ ମନ୍ଦିର ନିର୍ମାଣରେ ଜଣେ…

SCB କାଡିଓ ସର୍ଜରି ବିଭାଗରେ ବିରଳ ଅସ୍ତ୍ରୋପଚାର; ହୃତପିଣ୍ଡରୁ ବାହାରକଲେ ଛୁଞ୍ଚି

କଟକ: କଟକ SCB ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ହୃତପିଣ୍ଡରୁ ବାହାରିଲା ଛୁଞ୍ଚି । ଏସିବିର କାଡିଓ ଥୋରସିସ ଭାସ୍କଲ୍ଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା…

(Video) ଏହି କାରଣ ପାଇଁ ବିଶ୍ୱକପ ହାରିଲା ଟିମ ଇଣ୍ଡିଆ: ଜାଣନ୍ତୁ ପରାଜୟର ୪ଟି ବଡ଼ କାରଣ

ନୂଆଦିଲ୍ଲୀ: ଆଇସିସି ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ଚତୁର୍ଥ ଥର ଚମ୍ପିଆନ୍ ହୋଇଛି ଅଷ୍ଟ୍ରେଲିଆ । ଟିମ ଇଣ୍ଡିଆକୁ ୭୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ୬ ବର୍ଷର ପୁରୁଣା ପ୍ରତିଶୋଧ ନେଇଛି । ସମ୍ପୂର୍ଣ୍ଣ…

(Video) ଯୁବତୀଙ୍କୁ ବ୍ରିଜରୁ ଏପରି ଠେଲି ଦେଲା ସାଙ୍ଗ, ୬୦ ଫୁଟ ତଳେ ଥିବା ନଦୀରେ ଯାଇ ପଡିଲେ, ଦେଖନ୍ତୁ ଭୟଙ୍କର ଭିଡିଓ

ନୂଆଦିଲ୍ଲୀ: ସାଙ୍ଗ ସାଥୀରେ ମଜାମସ୍ତି ସବୁବେଳେ ଚାଲିଥାଏ । ବେଳେ ବେଳେ ଲୋକମାନେ ମଜାକ ନାମରେ ପ୍ରାଙ୍କ ମଧ୍ୟ କରିଥାଆନ୍ତି । ହେଲେ ଯେତେବେଳେ ସାଙ୍ଗ ବିପଦରେ ପଡେ ସେତେବେଳେ ଅନ୍ୟ ଜଣେ ସାଙ୍ଗ ତାଙ୍କୁ ସାହାଯ୍ୟ…