Browsing Category

ଖବର

(Video)ମାଛ କିଣିବା ପାଇଁ ଟ୍ରେନକୁ ଅଟକାଇଦେଲେ ଲୋକୋପାଇଲଟ୍‌, ଭିଡିଓ ହେଉଛି ଭାଇରାଲ

ଓଡ଼ିଶା ଭାସ୍କର: ଭାରତରେ କିଛି ବି ସମ୍ଭବ ହୋଇପାରିବ । ଆପଣ କାହା ନା କାହା ମୁହଁରୁ ଏପରି କଥା ନିଶ୍ଚୟ ଶୁଣିଥିବେ । ତେବେ ଲୋକମାନେ ଏପରି କଥା ଖାଲିଟାରେ କହି ନଥାନ୍ତି । ଏଠାରେ ଏପରି କିଛି ଅଜବ ଘଟଣା ଦେଖିବାକୁ…

Big Breaking; ଜଗନ୍ନାଥ ରଥ ହେଲେ ନୂଆ ସୂଚନା କମିଶନର: ନିଯୁକ୍ତି ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ସୂଚନା କମିଶନର ପଦରେ ହୋଇଛି ପରିବର୍ତ୍ତନ । ନୂଆ ସୂଚନା କମିଶନର ଭାବରେ ଜଗନ୍ନାୟଥ ରଥ ଦାୟିତ୍ୱ ନେଇଛନ୍ତି । ତେବେ ଜଗନ୍ନାଥଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର…

ମୋଦି ସରକାରଙ୍କ ଅନ୍ତରୀଣ ବଜେଟ ଉପରେ କ’ଣ କହୁଛନ୍ତି ଅର୍ଥନୈତିକ ବ୍ୟାପାର ବିଶେଷଜ୍ଞ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ସରକାର ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୧% କୁ ହ୍ରାସ କରିବେ।…

ଏହି ନମ୍ବରରୁ କଲ୍ ଆସୁଛି କି? ରିସିଭ କଲେ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ ପାଇଁ ବିରାଟ ସମସ୍ୟା ହୋଇ ଠିଆ ହୋଇଛି ସାଇବର କ୍ରାଇମ । ଫୋନ୍ କଲ୍, ଏସଏମଏସ କିମ୍ବା ଅନ୍ୟ କୌଣସି ଉପାୟରେ ଲୋକମାନଙ୍କୁ ଲୁଟିବା ପାଇଁ ଯୋଜନା ଜାରି ରହିଛି । ଏବେ ସେହିଭଳି କିଛି…

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜେଲ ଦଣ୍ଡାଦେଶ… ଜେଲରେ ରାତି କାଟିବେ ହେମନ୍ତ ସୋରେନ୍

ଓଡ଼ିଶା ଭାସ୍କର: ପଦରୁ ଇସ୍ତଫା ଦେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ(ପୂର୍ବତନ)ଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ତାଙ୍କ ଜେଲକୁ ପଠାଇଦେଇଛନ୍ତି ମାନ୍ୟବର କୋର୍ଟ…

(Video) ବଜାରରୁ ଉଭା ହୋଇଗଲାଣି ରସୁଣ; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି ହେଉନି । ବଢି ଚାଲିଛି ହୁ ହୁ ରେଟ୍ । ସବୁ ପରିବାଠୁ ଅଧିକ ଦର ରହିଛି…

ଦଳକୁ ଫେରିବେ ଷ୍ଟାର କ୍ରିକେଟର: Ind vs Eng ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବଦଳିଗଲା Playing-11

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ପ୍ରଥମେ ଟେଷ୍ଟରେ ପରାଜୟର ସାମନା କରିଛି ଭାରତୀୟ ଦଳ । ଏହାପରେ ଦ୍ୱିତୀୟ ଟେଷ୍ଟ ପାଇଁ କଡ଼ା ରଣନୀତି କରୁଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ସେପଟେ ଇଂଲଣ୍ଡ ପ୍ରଥମ ମ୍ୟାଚରେ ବିଜୟ…

ମାହାଙ୍ଗା ଡବଲ ମର୍ଡର ମାମଲା; ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି, ଆସନ୍ତା ୧୩ ଯାଏଁ ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି । ଶୁଣାଣି ଘୁଞ୍ଚିଲା, ଆସନ୍ତା ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି । ପରବର୍ତ୍ତୀ ଶୁଣାଣି ଯାଏଁ ଅନ୍ତରୀଣ ସୁରକ୍ଷାରେ ରହିବେ…

୫ ବର୍ଷରେ ମିଳିବ ଆଉ ୨ କୋଟି ପକ୍କା ଘର: ବଜେଟ-୨୦୨୪ରେ ହେଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ-୨୦୨୪ରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଆଉ ୨ କୋଟି ପକ୍କା ଘର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।…

ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତଙ୍କୁ ଜେଲ ପଠାଉଛି; ମମତା ବାନାର୍ଜୀ

କୋଲକତା: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ଗୋଟିଏ ଦିନ ପରେ ମମତା ବାନାର୍ଜୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…