Browsing Category
ଖବର
ପ୍ରାଣ ପ୍ରତିଷ୍ଠା ପରେ ରାତିରେ ଦୀପାବଳି ପାଳନ: ବାସଭବନରେ ଦୀପ ଜଳାଇବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୀପାବଳି ପାଳନ କରିବେ । ଅଯୋଧ୍ୟାରୁ ଫେରି ରାଜଧାନୀ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସ୍ଥିତ ନିଜ…
ନିଜ ପୁଅ ମଧ୍ୟରେ ଚାହୁଁଛନ୍ତି କି ପ୍ରଭୁ ଶ୍ରୀରାମଙ୍କ ଗୁଣ, ତେବେ ବାଛନ୍ତୁ ଏହିସବୁ ନାମମଧ୍ୟରୁ ଗୋଟିଏ
ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ଭଗବାନ ରାମଙ୍କ ପୂଜା କରାଯାଏ । ବିଭିନ୍ନ ସ୍ଥାନରେ ଭଗବାନ ରାମଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ଯଦି ଆପଣ ନିଜ ସନ୍ତାନ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ତେଜ ଓ ଗୁଣ ଚାହୁଁଛନ୍ତି ତେବେ…
ସଂକ୍ଷେପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ଫଟୋରେ ଦେଖନ୍ତୁ ପ୍ରଭୁ ଶ୍ରୀରାମଙ୍କ ଆଗମନ
ଓଡ଼ିଶା ଭାସ୍କର: ୫୦୦ ବର୍ଷ ପରେ ଅଯୋଧ୍ୟାରେ ସଫଳ ହୋଇଛି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ସ୍ଥାପନା କରାଯାଇଛି । ପ୍ରଭୁ…
ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ: ପିଡିଏସ ବ୍ୟବସ୍ଥାରେ ହେବ ପରିବର୍ତ୍ତନ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ୧୫ଟି ପସ୍ତାବ…
WATCH: ମୋଦୀଙ୍କୁ ରୂପାରେ ନିର୍ମିତ ଏକ ରାମ ମନ୍ଦିର ପ୍ରତିକୃତି ଉପହାର ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଓଡିଶା ଭାସ୍କର: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। କାରଣ ଦେଶର ଇତିହାସରେ ଏକ ନୂଆ ଫର୍ଦ ଆଜିଠାରୁ ଯୋଡି ହୋଇଛି। ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ଶେଷ ହୋଇଛି।…
IND vs ENG; ବିରାଟ ଖେଳିବେନି ଟେଷ୍ଟ ସିରିଜର ୨ଟି ମ୍ୟାଚ: ଟିମ ଇଣ୍ଡିଆକୁ ଶକ୍ତ ଝଟକା
ନୂଆଦିଲ୍ଲୀ: ଜାନୁୟାରୀ ୨୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଦଳ ଘୋଷଣା ହୋଇସାରିଛି । କିନ୍ତୁ ମ୍ୟାଚ ପାଇଁ ଆଉ ୨ ଦିନ ବାକି ଥିବା ବେଳେ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ…
ଆଜି ଉତ୍ସବର ପ୍ରକୃତ ହିରୋ ଏମାନେ… କେଉଁମାନଙ୍କ ଉପରେ ଫୁଲବର୍ଷା କଲେ ପ୍ରଧାନମନ୍ତ୍ରୀ? ଜାଣନ୍ତୁ କିଏ…
ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ଶେଷ ହୋଇଛି ଭବ୍ୟ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ । ରାମ ଭକ୍ତିରେ ଭିଜି ଯାଇଛି କାଶ୍ମୀରରୁ କନ୍ୟା କୁମାରୀ । ଭାରତର ପ୍ରତିଟି ଗଳିକନ୍ଦି, କୋଣ ଅନୁକୋଣରେ ଶୁଭୁଛି ‘ଜୟ…
(Video) ଜୟ ଶ୍ରୀରାମ… ରାମଲାଲାଙ୍କୁ ଦେଖି ମୋଦୀ ରୋକି ପାରିଲେନି ଆଖିର ଲୁହ: କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଜାରି ରହିଛି ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ସେଥିପାଇଁ କେବଳ ଅଯୋଧ୍ୟା ନୁହେଁ, ସାରା ଦେଶ ଆଜି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି । ସମସ୍ତ…
Under 19 WorldCupରେ ସ୍ନେହିତ ରେଡ୍ଡୀଙ୍କ ଶତକ, ଶୁଭମନ ଗିଲଙ୍କ ଅନ୍ଦାଜରେ କରିଲେ ପାଳନ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ICC Under 19 WorldCup 2024 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଓ ନେପାଳ ମଧ୍ୟରେ ଜୋରଦର ମୁକାବିଲା ଦେଖିବାକୁ ମିଳିଥିଲା । ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।…
ଯେଉଁଠାରେ ଆମେ ଶପଥ ନେଇଥିଲୁ ସେହିଠାରେ ମନ୍ଦିର ନିର୍ମାଣ ହୋଇଛି: ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଯେଉଁଠାରେ ପ୍ରତିଶ୍ରୁତି ଦିଆଯାଇଥିଲା ସେଠାରେ ମନ୍ଦିର ନିର୍ମାଣ କରାଯାଇଛି। ଅଯୋଧ୍ୟାର ରାମ ମନ୍ଦିରରେ ଆୟୋଜିତ ପୂଜାର୍ଚ୍ଚନା ସମାରୋହ ପରେ…