Browsing Category
ଖବର
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଟ୍ରାକ୍ଟରରେ ଯାଉଥିଲେ ଯାତ୍ରୀ: ଗାଡ଼ି ଓଲଟିବାରୁ ୧୫ ଜଣ…
ନୟାଗଡ଼: ଟ୍ରାକ୍ଟରରେ ଯାତ୍ରୀଙ୍କୁ ନେବା ଆଜି କାଳ ପାଲଟିଯାଇଛି । ୧୫ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ଓଲଟି ପଡ଼ିଛି ଏହି ଟ୍ରାକ୍ଟର । ଫଳରେ ଗାଡ଼ିରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜାଣିବାକୁ…
ସାକାର ହେଉଛି ଓଡ଼ିଶାର ‘ସମଲେଇ’ ସ୍ୱପ୍ନ: ନୂଆ ରୂପ ନେବ ସମଲେଇ ହେରିଟେଜ୍ ପ୍ରକଳ୍ପ
ଓଡ଼ିଶା ଭାସ୍କର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବା ମା ସମଲେଇଙ୍କ ପୀଠରେ ଜାରି ରହିଛି ନବକଳେବର ପ୍ରକ୍ରିୟା । ସମଲେଇ ପୀଠକୁ ନୂଆ ରୂପରେ ଦେଖିବାର ରାଜ୍ୟବାସୀଙ୍କ ସ୍ୱପ୍ନ ଖୁବଶୀଘ୍ର ସତରେ ପରିଣତ ହେବାକୁ ଯାଉଛି ।…
ଆସୁଛି ସାଧାରଣତନ୍ତ୍ର ଦିବସ; କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ? ଜାଣନ୍ତୁ ତାଲିକା
ଭୁବନେଶ୍ୱର: ଆଉ ୪ ଦିନ ପରେ ସାରା ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଚଳିତବର୍ଷ ଜାନୁୟାରୀ ୨୬ ତାରିଖରେ ଭାରତର ସମ୍ବିଧାନକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଗର୍ବର ସହ ଏହି ଉତ୍ସବକୁ ପାଳନ କରିବ ସାରା ଦେଶ ।…
୭୦ ବର୍ଷ ପରେ ନିଜ ସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା: ଆଜି ରାମ ମନ୍ଦିରରେ ହେବ ସ୍ଥାପନା
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୮ଟା ସମୟରେ ଶୟନ ଆରତୀ ପରେ ରାମଲାଲାଙ୍କ ବିର।।ଜମାନ ମୂଳ ମୂର୍ତ୍ତିକୁ ନୂତନ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ । ପରମ ଭକ୍ତ ମହାବୀର ହନୁମାନଙ୍କ ସହିତ ଶ୍ରୀରାମଚନ୍ଦ୍ରଙ୍କ କନିଷ୍ଠ…
(Video) ପ୍ରାଣ ପ୍ରତିଷ୍ଠାରେ ଭବ୍ୟ ଉପହାର ଦେଲେ ‘ଭରତ’: ଶ୍ରୀରାମଙ୍କ ନାଁରେ ଶତକ ହାସଲ
ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ଆଗମନରେ ସାରା ଦୁନିଆ ରାମ ରସରେ ମଜ୍ଜି ଯାଇଛି । ଦେଶର କେଶ-ଅନୁକୋଣରେ ରାମଧ୍ୱନି ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପବିତ୍ର ତିଥି ବୋଲି ବିବେଚନା କରାଯାଉଛି । ରାମ ମନ୍ଦିରର ପ୍ରାଣ…
ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନ ଭାରତର ନୁହେଁ; ବେସାମରିକ ବିମାନ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଶନିବାର ରାତିରେ ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଭାରତର ନୁହେଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ବାସ୍ତବରେ ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମରୁ ଏଭଳି…
ପେଞ୍ଚ ବ୍ୟାଘ୍ର ସଂରକ୍ଷଣ ଭାରତର ପ୍ରଥମ ‘ଡାର୍କ ସ୍କାଏ ପାର୍କ’ ଭାବେ ମାନ୍ୟାତା ପାଇଲା
ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ପେଞ୍ଚ୍ ବ୍ୟାଘ୍ର ସଂରକ୍ଷଣ’କୁ (ପିଟିଆର୍) ଦେଶର ପ୍ରଥମ ତଥା ଏସିଆର ୫ମ ‘ଡାର୍କ ସ୍କାଏ ପାର୍କ’ର ମାନ୍ୟତା ମିଳିଛି । ‘ଡାର୍କ ସ୍କାଏ ପାର୍କ’ ହେଉଛି ଏଭଳି ଏକ ଅଞ୍ଚଳ ଯେଉଁଠି ରାତ୍ରିଚର…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୂରା ଦିନ ଛୁଟି ଘୋଷଣା କଲେ ହିମାଚଳ ପ୍ରଦେଶ ସରକାର
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଂଗ୍ରେସ ସରକାର ରାମ ମନ୍ଦିର ପୂଜନ ଉତ୍ସବ ପାଳନ ପାଇଁ ସୋମବାର ସମଗ୍ର ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି । ରାଜ୍ୟ ସରକାର ରବିବାର ଏକ ବିବୃତିରେ କହିଛନ୍ତି ଯେ ଅଯୋଧ୍ୟାରେ ରାମଲଲାଙ୍କ…
ଆମେରିକା ବିଦ୍ୟାଳୟରେ ପଢ଼ାଯିବ ହିନ୍ଦୀ ଭାଷା
ନୂଆଦିଲ୍ଲୀ: ଏଣିକି ଆମେରିକା ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୀକୁ ବିଶ୍ୱ ଭାଷା ଭାବେ ସାମିଲ କରାଯାଇଛି । ସିଲିକନ୍ ଭ୍ୟାଲିର ୨ଟି ସରକାରୀ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷା ଦିଆଯିବ । ଚଳିତ ବର୍ଷ ଅଗଷ୍ଟ ମାସରୁ ହିନ୍ଦୀ…
ତାମିଲନାଡୁରେ ହେବନି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳର ସିଧା ପ୍ରସାରଣ; ୨୦୦ରାମ ମନ୍ଦିରରେ ପୂଜା ପାଇଁ ନାହିଁ ଅନୁମତି
ଚେନ୍ନାଇ: ରାଜ୍ୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଅନୁମତି ଦେଇନାହାନ୍ତି ତାମିଲନାଡୁ ସରକାର । ସେହିପରି ରାଜ୍ୟର ରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜା ର୍ଚ୍ଚନାକୁ ମନା…