Browsing Category

ଖବର

‘ବିଶ୍ଵାସ’ କଲେଜରେ ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ

ଓଡ଼ିଶା ଭାସ୍କର: ଛତାବର ସ୍ଥିତ ବିଶ୍ଵାସ କଲେଜରେ ନବାଗତ ନର୍ଶିଙ୍ଗ ଛାତ୍ରଛାତ୍ରୀ ମାନଙ୍କର ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଅଛି । ଏହା ତିନି ଦିନ ପର‌୍ୟ୍ୟନ୍ତ ଚାଲୁ ରହିବ । ଏହି କାଯ୍ୟକ୍ରମକୁ ବିଶ୍ଵାସ…

OSSTET ପରୀକ୍ଷା ପାଇଁ ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ

ଭୁବନେଶ୍ବର: OSSTET ପରୀକ୍ଷା ପାଇଁ ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ । OSSTET ହେଉଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା । ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ…

ଖେଳ ପ୍ରତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଜମ୍ମୁ-କଶ୍ମୀର ପାରା କ୍ରିକେଟ ଅଧିନାୟକ

ଜମ୍ମୁ: ୱାଘାମା ଗ୍ରାମର ୩୪ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର ଅମୀର ହୁସେନ ଲୋନ ଜମ୍ମୁ-କଶ୍ମୀରର ପାରା କ୍ରିକେଟ ଦଳର ଅଧିନାୟକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୩ମସିହାରେ ଜଣେ ଶିକ୍ଷକ ତାଙ୍କ ପ୍ରତିଭା କୁ ଆବିଷ୍କାର କରି…

(Video) ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ; ୯୨ବର୍ଷ ବୟସରେ ସାଢ଼େ ୪ଘଣ୍ଟା ଛିଡ଼ା ହୋଇ ଲଢ଼ିଥିଲେ କେସ୍

ଓଡ଼ିଶା ଭାସ୍କର: ରାମ ମନ୍ଦିର କେସ ଜିତାଇଥିବା ଇଏ ସେହି ମହାନ ଓକିଲ, ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ । ୯୨ ବର୍ଷରେ ସାଢ଼େ ୪ ଘଣ୍ଟା କାଳ ଛିଡ଼ା ହୋଇ ଲଢ଼ିଥିଲେ କେସ। ଭଗବାନ ରାମ ହେଉଛନ୍ତି ମୋ କ୍ଲାଇଣ୍ଟ । ମୁଁ…

(Video) ପ୍ରତିଷ୍ଠା ଦିନ କିଛି କରି ପାରିବେ ନାହିଁ ଆତଙ୍କବାଦୀ: ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣରେ ମାଟି ଥରିବ, ରାମ ନାମରେ କମ୍ପି ଉଠିବ ସାରା…

ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ଭାରତ ସହ ବିଶ୍ୱର ସମସ୍ତ ରାମଭକ୍ତଙ୍କ ମନରେ ଏକ ଅପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ…

ରାମ ମନ୍ଦିର ମଡେଲର; ୫୦ ହଜାର କୋଟି ବ୍ୟବସାୟ, ୫ ହଜାର ମହିଳାଙ୍କୁ ଦେଇଛି ରୋଜଗାର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ରାମ ମନ୍ଦିର ପାଇଁ ଅନେକ ବ୍ୟବସାୟୀଙ୍କୁ ଏକ ବଡ଼ ସୁଯୋଗ ଦେଇଛି।…

ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଦୁଷ୍କର୍ମ କଲା ଆତ୍ମଘୋଷିତ ଜ୍ୟୋତିଷ

ଭୁବନେଶ୍ୱର: ନିଃସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ, ଗରିବ ଥିଲେ ଧନ ସମ୍ପତ୍ତି ପ୍ରାପ୍ତ ହେବ ଓ ସବୁ ଦୁଃଖ ଦୁର୍ଦ୍ଦଶା ବି ଦୂର ହୋଇଯିବା ନେଇ ସୋସିଆଲ ମିଡିଆରେ ପ୍ରତିକାର କହୁଥିଲେ । ରିଲ୍ସ ମାଧ୍ୟମରେ ଜଣେ ଠକ…

(Video) ବିରାଟ କୋହଲିଙ୍କୁ ଚିହ୍ନିନାହାନ୍ତି Ronaldo, ୟୁଟ୍ୟୁବରଙ୍କୁ ଦେଲେ ଏପରି ଆଶ୍ଚର୍ଯ୍ୟଜନକ ଉତ୍ତର, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ବ୍ରାଜିଲ ଫୁଟବଲର୍ ରୋନାଲଡୋ ବିରାଟ କୋହଲିଙ୍କୁ ଚିହ୍ନିନାହାନ୍ତି। ରୋନାଲଡୋଙ୍କ ସହ ୟୁଟ୍ୟୁବର୍ ସ୍ପିଡ୍ କଥା ହେବ ସମୟରେ ଏହା ସାମ୍ନାକୁ ଆସିଥିଲା। ଏଠାରେ ଯେତେବେଳେ ସ୍ପିଡ୍ ରୋନାଲଡୋଙ୍କୁ ବିରାଟ…

ଗୋଲ୍ ଗୋଲ୍ ଅକ୍ଷରରେ ଔଷଧ ଚିଠା ଲେଖିବେ ଡାକ୍ତର; ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏଣିକି ଡାକ୍ତରମାନେ ଔଷଧ ଚିଠାରେ ଗୋଲ୍ ଗୋଲ୍ ଲେଖିବେ । ଔଷଧ ଚିଠାରେ ଆଉ ଆଗ ଭଳି କଟାଛଟା ଆକ୍ଷରରେ ଲେଖିପାରିବେନି ଡାକ୍ତର । ସେଥିଲାଗି ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ…

(Video)”ପାହାଡ଼ ଉପରେ ୧୦ ଫୁଟିଆ ଏଲିଅନ”! ଭାଇରାଲ ହେଉଛି ଅଜବ ଦୃଶ୍ୟ

ଅନେକ ସମୟରେ ମହାକାଶରେ ଏଲିଅନଙ୍କ ସତ୍ତା ନେଇ ଅନେକ ଦାବି କରିଥାନ୍ତି । ଅନେକ ମହାକାଶ ଗବେଷଣା ସଂସ୍ଥା ଏବଂ ବୈଜ୍ଞାନିକମାନେ ଏନେଇ ଅଧିକ ଗବେଷଣା ମଧ୍ୟ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ବ୍ରାଜିଲର ଏକ ପାହାଡ଼ରେ…