Browsing Category

ଖବର

ବିଶ୍ୱର ସବୁଠାରୁ ବଡ଼ କାଚର ଅଟ୍ଟାଳିକା, ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ…

ଓଡ଼ିଶା ଭାସ୍କର: ବିଶ୍ୱରେ ଏମିତି ଅନେକ ସ୍ଥାନ ରହିଛି ଯାହାର ନାମ ଆପଣ କେବେ ଶୁଣିନଥିବେ । ଏଭଳି ସ୍ଥାନରେ ଅନେକ ଅଜବ ଗଜବ ଜିନିଷ ଦେଖିବାକୁ ମିଳିଥାଏ । ସାଉଦୀ ଆରବର ଅଲ୍‌ଉଲା(AlUla)ରେ ସ୍ଥିତ ବିଶ୍ୱର ସବୁଠାରୁ ବଡ଼…

Incognito ମୋଡ଼ରେ ଗୁଗୁଲ ସର୍ଚ୍ଚ କରୁଥିଲେ ସାବଧାନ ! ଆପଣ ସ୍ପାଏର ଶିକାର ହୋଇପାରନ୍ତି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ଲାଗିଛି ବଡ଼ ଝଟକା । ଆମେରିକାରେ ଗୁଗୁଲ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଉଲ୍ଲଂଘନ କରିବା ଅଭିଯୋଗରେ ଉକ୍ତ କମ୍ପାନୀ ଉପରେ ମାମଲା ରୁଜୁ କରାଯାଇଛି । ରିପୋର୍ଟ…

Bank Of Barodaର ବଡ଼ ଘୋଷଣା: ସ୍ଥାୟୀଜମାରେ ଗ୍ରାହକଙ୍କୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ବ୍ୟାଙ୍କରେ ବର୍ତ୍ତମାନ ଗ୍ରାହକ ମୁଖ୍ୟତଃ ଫିକ୍ସଡ ଡିପୋଜିଟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିରେ ଗ୍ରାହକ ନିବେଶ କରିଥିବା ଟଙ୍କା ସୁରକ୍ଷିତ ରହିଥାଏ, ଏହାସହିତ ନିଶ୍ଚିତ ଭାବରେ ରିଟର୍ଣ୍ଣ ମଧ୍ୟ…

‘ଇ-ମୃତ୍ତିକା’- ଶସ୍ୟ ଅମଳ ବୃଦ୍ଧି ଦିଗରେ ଏକ ବିକଳ୍ପ

ଓଡ଼ିଶା ଭାସ୍କର: ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପାଣିପାଗରେ ପରିବର୍ତ୍ତନ ଖାଦ୍ୟ ସଙ୍କଟକୁ ଆମନ୍ତ୍ରଣ କରିଚାଲିଛି । ଆଜିକାଲି ଜଙ୍ଗଲ, ଚାଷ ଜମି ସବୁ ଲୋପ ପାଇବା କାରଣରୁ ବିରାଟ…

ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲେ ନୂଆ ନିର୍ଦ୍ଦେଶକ: ଏହି ଅଧିକାରୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଯୋଗ ଦେଇଛନ୍ତି ଜଣେ ନୂଆ ନିର୍ଦ୍ଦେଶକ । ନୂଆ ନିର୍ଦ୍ଦେଶକ ଭାବରେ ମନୋରମା ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାପୂର୍ବରୁ ସେ ଅହମ୍ମଦାବାଦ…

ଭୟଙ୍କର ନିଆଁରେ ଜଳିଗଲା ୧୦ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭାପୁର: ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଭାପୁର ଅଞ୍ଚଳରେ ନିଆଁ ଲାଗି ଜଳିଯାଇଛି ୧୦ ବଖରା ଘର ଜଳି ପୋଡ଼ି ପାଉଁ ହୋଇଯାଇଛି । ୪ଟି ପରିବାରର ୧୦ ବଖରା ଘରେ ନିଆଁ ଲାଗିଯାଇଛି । ଏହାଫଳରେ…

ପୃଥିବୀ ଉପରେ ଖସି ପଡ଼ିବ ‘ସୈତାନ୍’ ଧୂମକେତୁ: ଆସୁଛି ଏଭରେଷ୍ଟରୁ ବଡ଼ ବିପଦ!

ନୂଆଦିଲ୍ଲୀ: ଅନେକ ଥର ପୃଥିବୀକୁ ନେଇ ଅନେକ ଆକଳନ କରିଛନ୍ତି ବୈଜ୍ଞାନିକ । ଅଧିକାଂଶ ଅନୁମାନ ସେମାନଙ୍କର ସତ ମଧ୍ୟ ହୋଇଛି । ତେବେ ବର୍ତ୍ତମାନ ବୈଜ୍ଞାନିକମାନେ କରିଥିବା ସତର୍କବାଣୀକୁ ନେଇ ସାରା ବିଶ୍ୱରେ ଆଲୋଚନା…

ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଯିବେ IPL ଷ୍ଟାର! କ୍ରିକେଟରଙ୍କ ଉପରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କ୍ରିକେଟରେ ନିଜ ଟାଲେଣ୍ଟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ଜଣେ ଆଇପିଏଲ ଷ୍ଟାରଙ୍କ ବିରୋଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଫସି ଏବେ ଚର୍ଚ୍ଚାକୁ ଆସିଛନ୍ତି…

ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀରେ ହେବ ଭାରତର ପ୍ରଥମ ଅଣ୍ଡରୱାଟର ଟୁରିଜମ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଟୁରିଜିମ ସେକ୍ଟର ଦ୍ରୁତ ଭତିରେ ବୃଦ୍ଧି ପାଇଛି । କେବଳ ପୃଥିବୀ ଉପରେ ନୁହେଁ ବରଂ ଅନ୍ତରୀକ୍ଷକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଚାଲିଛି । ତେବେ ଏହି କ୍ଷେତ୍ରରେ ଆସିବାକୁ…

ଅକ୍ସିଜେନ୍ ବେଡ ପ୍ରସ୍ତୁତ ରଖ… କରୋନା ଭୟାବହତାକୁ ନେଇ ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ପୁଣିଥରେ ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବା ଆରମ୍ଭ କରି ସାରିଛି । ବିଭିନ୍ନ ରାଜ୍ୟରୁ ସଂକ୍ରମଣଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାର…